Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେଟ୍ରୋଲ ଟ୍ୟାଙ୍କରରେ ବିସ୍ଫୋରଣ, ୧୦୦ରୁ ଅଧିକ ମୃତ

ଜିଗୱା: ନାଇଜେରିଆରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିବା ଏବଂ ପରେ ବିସ୍ଫୋରଣ ଘଟିବାରୁ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପେଟ୍ରୋଲ ନେବା ପାଇଁ ବହୁ ଲୋକ ଗାଡି ଆଡକୁ ଦୌଡିଥିବା ବେଳେ ଏହି ଅଘଟଣ ଘଟିଥିଲା। ଏନେଇ ପୋଲିସ ମୁଖପାତ୍ର…

ଭିଆଇପିଙ୍କୁ ଆଉ ସୁରକ୍ଷା ଦେବେନି ଏନଏସଜି କମାଣ୍ଡୋ

ନୂଆଦିଲ୍ଲୀ: ଦେଶର ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏନଏସଜି କମାଣ୍ଡୋଙ୍କୁ ହଟାଇ ଦିଆଯିବ । ସେମାନଙ୍କ ସ୍ଥାନରେ ଏବେ ସିଆରଏଫ୍ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ । ତେବେ ଏନଏସଜି କମାଣ୍ଡ କେବଳ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ନିୟୋଜିତ ହେବେ । ଏହି ଆଦେଶ ଆସନ୍ତା ମାସରୁ…

୬ଟି ରବି ଫସଲ ଉପରେ ଏମଏସପି ବଢାଇଲେ ସରକାର

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ବାଜିଛି । ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସ୍‌ପି ବୃଦ୍ଧି କରାଯାଇଛି ।…

ଘରୋଇ ସହାୟିକା ରଖୁଥିଲେ ରୁହନ୍ତୁ ସାବଧାନ, ଆପଣଙ୍କ ସହ ମଧ୍ଯ ହୋଇପାରେ ଏଭଳି… 

ଗାଜିଆବାଦ: ଉତ୍ତରପ୍ରଦେଶର ଯୋଗୀ ସରକାର ଖାଦ୍ୟ ସାମଗ୍ରୀରେ ଛେପ ପକାଇବା ତଥା ଅପମିଶ୍ରଣ ଭଳି ଘଟଣାକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଯାଉଛନ୍ତି। ଏହି ସମୟରେ ଗାଜିଆବାଦ-ଏନସିଆରରୁ ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା…

୩ ଦିନ ମଧ୍ୟରେ ୧୨ ଏୟାରଲାଇନ୍ସକୁ ବୋମା ଧମକ

ବେଙ୍ଗାଲୁରୁ: ଆକାସା ଏୟାର ଲାଇନ୍ସର ବିମାନ ନମ୍ବର QP1335 ରେ ବୋମା ଧମକ। ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏହି ବିମାନକୁ ପୁଣିଥରେ ଫେରିବାକୁ ପଡିଥିଲା। ଏହି ବିମାନରେ ୧୮୪ଜଣ ଯାତ୍ରୀ ଥିଲେ। ସୂଚନା ଅନୁଯାୟୀ, ପ୍ରାୟ ତିନି ଦିନ ମଧ୍ୟରେ ବିମାନରେ ବୋମା ଥିବା ଧମକ ନେଇ ୧୨ଟି ଘଟଣା…

ରଘୁବର ଲଢିବେ ନା ଛାଡିବେ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପାଇଁ ବିଗୁଲ ବାଜିବା ପରେ ସବୁଠୁ ବଡ ପ୍ରଶ୍ନ । ନିର୍ବାଚନ ଲଢିବେ କି ଓଡିଶା ରାଜ୍ୟପାଳ ରଘୁବର ଦାସ? ଝାଡ଼ଖଣ୍ଡ ରାଜନୀତିକୁ ଫେରିବେ କି ରଘୁବର? ରାଜ୍ୟପାଳ ପଦ ଛାଡି ପ୍ରତ୍ୟକ୍ଷ ରାଜନୀତିକୁ ରଘୁବର ଦାସ ଫେରିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହୋଇ…

ଉତ୍ତରାଖଣ୍ଡ ମଦ୍ରାସା ଶିକ୍ଷା ବୋର୍ଡ ପାଠ୍ୟକ୍ରମ‌ରେ ସାମିଲ୍‌ ହେବ ସଂସ୍କୃତ

ଡେରାଡୁନ୍‌: ଉତ୍ତରାଖଣ୍ଡର ମଦ୍ରାସା ଶିକ୍ଷା ବୋର୍ଡରେ ସାମିଲ୍‌ ହେବାକୁ ଯାଉଛି ‌‌ସଂସ୍କୃତ ବିଷୟ । ଏନେଇ ବୋର୍ଡ ଅଧ୍ୟକ୍ଷ ମୁଫ୍‌ତି ସମୁନ କାସଗୀ କହିଛନ୍ତି,ଏହାକୁ ନେଇ ଖୁବ୍ ଶୀଘ୍ର ମଦ୍ରାସା ବୋର୍ଡ ଏବଂ ସଂସ୍କୃତ ଶିକ୍ଷା ବିଭାଗ ମଧ୍ୟରେ ଏମ୍‌ୟୁ ସ୍ବାକ୍ଷରିତ ହେବ। ଏହାସହ ମଦ୍ରାସାରେ…

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି। ବଢିଲା ମହଙ୍ଗା ଭତ୍ତା। ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି । ଏହିପରି ଭାବରେ ଭାରତ…

ଟ୍ରେନର ଏମରଜେନ୍ସି ଝରକାରୁ ଖସି ପଡିଲା ୮ ବର୍ଷର ଝିଅ

ମଥୁରା: ଉତ୍ତରପ୍ରଦେଶର ମଥୁରାରେ ଏକ ଅଜବ ଘଟଣା ଘଟିଯାଇଛି। ୧୦୦ କିମି. ବେଗରେ ଗତି କରୁଥିବା ଟ୍ରେନର ଜରୁରୀକାଳୀନ ଝରକାରୁ ଖସି ପଡିଛି ୮ ବର୍ଷର ଝିଅ। ଝିଅର ବାପା-ମାଆ ଦୀର୍ଘ ସମୟ ଧରି ଏହି ଘଟଣା ବିଷୟରେ ଜାଣିପାରିନଥିଲେ। ଟ୍ରେନଟି ବହୁ କିଲୋମିଟର ଆଗକୁ ଗଲାପରେ ସେମାନେ ନିଜ ଝିଅକୁ…

ନୂଆ ଗାଡି଼ରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଜର୍ମାନ ରାଷ୍ଟ୍ରଦୂତଙ୍କ ଭାରତ ପ୍ରେମ। ନୂଆ ଗାଡି଼ କିଣିବା ପରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ। ଭାରତୀୟ ପରମ୍ପରା ଅନୁସାରେ ଯେତେବେଳେ ଆମେ ଏକ ନୂଆ ଗାଡି଼ କିଣୁ ସର୍ବପ୍ରଥମେ ଆମେ ପୂଜା କରିବା ସହ ନଡ଼ିଆ ଭାଙ୍ଗିଥାଉ। ଏହା ବ୍ୟତୀତ ଲେମ୍ବୁ ଏବଂ ଲଙ୍କା ମଧ୍ୟ…