Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରିବର୍ତ୍ତନ ପରେ ପ୍ରଥମ ପରୀକ୍ଷା

ଶ୍ରୀନଗର: ୧୦ ବର୍ଷ ପରେ ପୁଣି ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ପାଇଁ ହେବ ଭୋଟ୍ । ଏଥର କିନ୍ତୁ ରାଜ୍ୟ ଭାବେ ନୁହେଁ । କେନ୍ଦ୍ର ଶାସିତ ଅଂଚଳ ଭାବେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ।…

ଘାଂଟୁଛି ସିବିଆଇ, ସନ୍ଦେହ ଘେରରେ ପୂର୍ବତନ ପ୍ରିନସିପାଲ

କୋଲକାତା: କୋଲକାତା ଆରଜି କର ମେଡିକାଲ ଓ ହସପିଟାଲ୍ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ଦିନକୁ ଦିନ ଜଟିଳା ହେଉଛି । ମାମଲାରେ ସିବିଆଇ ଜାରି ରଖିଛି ଖୋଳତାଡ । ଘଟଣାର ଟିକିନିଖି ତଦନ୍ତ କରୁଛି ସିବିଆଇ । ଆରଜି କର ହସପିଟାଲର ଜଘନ୍ୟ ଘଟଣା ଦେଶବ୍ୟାପୀ ଜନଆକ୍ରୋଶ ସୃଷ୍ଟି କରିଥିବା…

ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି, କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଯାହା ଫଳରେ ସ୍ବାସ୍ଥ୍ଯ ସେବା ବାଧାପ୍ରାପ୍ତ ହେଉଛି। ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛି କେନ୍ଦ୍ର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

ମାତ୍ର ୩୭ ବର୍ଷରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ବନିଲେ, ଜାଣନ୍ତୁ କିଏ ଏହି ପାଇତୋଙ୍ଗତାର୍ନ ଶିନାଓ୍ବତ୍ରା..

ବାଙ୍ଗକକ୍: ମାତ୍ର ୩୭ ବର୍ଷ ବୟସରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ପାଇତୋଙ୍ଗତାର୍ଣ୍ଣ ଶିନାଓ୍ବତ୍ରା । ପୂର୍ବ ପ୍ରଧାନମନ୍ତ୍ରୀ ତଥା ଅରବପତିଙ୍କର ଝିଅ ପାଇତୋଙ୍ଗତାର୍ନ ଥାଇଲାଣ୍ଡର ନେତୃତ୍ବ ନେଇ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ବନିଯାଇଛନ୍ତି । ଗତ ଶୁକ୍ରବାର…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି। ମୈସୁର ଅର୍ବାନ…

ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା l ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା l ତେବେ ଗଠନ ହୋଇଥିବା କମିଟିରେ ଲୋକସଭାରୁ ୧୫ ଜଣ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ମନୋନୀତ…

କୋଲକାତା ଳଜ୍ଜା: ଏହା କେବଳ ଡାକ୍ତରମାନଙ୍କ ବିଷୟ ନୁହେଁ, ପୂରା ଦେଶ ଓ ସମାଜର ବିଷୟ

ଭୁବନେଶ୍ବର: କୋଲକାତାରେ ପୁଣି ନିର୍ଭୟା ଘଟଣାର ପୁନରାବୃର୍ତ୍ତି । ପୁଣି ଅତି ନୃସଂସ ଭାବେ ଏ ସମାଜର କୁତ୍ସକାର ଆଖି ଆଉ ଜଣେ ଝିଅର ଜୀବନକୁ ଛିନଭିନ୍ କରିଦେଇଛି । ଏହାକୁ ନେଇ ଏବେ ସାରା ଦେଶରେ ତେଜିଛି ଆନ୍ଦୋଳନ  । ଯାହାକୁ ନେଇ ଏହା କେବଳ ଡାକ୍ତର ସଂପ୍ରଦାୟଙ୍କର ନୁହେଁ ଏହା ପୂରା ଦେଶର…

ସାବରମତି ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ପଛରେ ରହିଛି ଷଡଯନ୍ତ୍ର!

କାନପୁର: ଆଜି ବଡି ଭୋର ସକାଳୁ ପୁଣି ଏକ ଟ୍ରେନ୍ ଦୁର୍ଘଟଣା । ହେଲେ ଅଳ୍ପକେ ବଞ୍ଚିଯାଇଛନ୍ତି ଯାତ୍ରୀ । ବାରଣାସିରୁ ଅହମ୍ମଦାବାଦ ଯାଉଥିବା ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଶନିବାର ସକାଳ ପ୍ରାୟ ୨.୩୫ରେ ଲାଇନଚ୍ୟୁତ ହୋଇଛି । ତେବେ ଏହି ଦୁର୍ଘଟଣାରେ ସେଭଳି କିଛି କ୍ଷତି ହୋଇନାହିଁ…

ବିହାରରେ ତୃତୀୟ ଥର ପାଇଁ ଭୁଶୁଡିଲା ଏହି ନିର୍ମାଣାଧୀନ ବ୍ରିଜ 

ପାଟଣା: ବିହାରରେ ସେତୁ ଭୁଶୁଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଯାଇଛି ଆଉ ଏକ ଦୁର୍ଘଟଣା। ଗଙ୍ଗା ନଦୀ ଉପରେ ନିର୍ମିତ ଏକ ସେତୁ ହଠାତ୍ ଭୁଶୁଡି ପଡିଛି। ଭାଗଲପୁର ଜିଲ୍ଲାକୁ ଖଗରିଆ ସହ ସଂଯୋଗ କରୁଥିବା ଏହି ସେତୁ ଭୁଶୁଡ଼ିଯାଇଛି। ତେବେ ବନ୍ୟା…

ଅଟଳ ସେତୁରୁ ଡେଉଁଥିଲେ ମହିଳା; ଚୁଟି ଧରି ଭିଡି ଆଣିଲେ କ୍ୟାବ ଡ୍ରାଇଭର 

ମୁମ୍ବାଇ: ମୁମ୍ବାଇର ଅଟଳ ସେତୁରୁ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡେଇଁବାକୁ ଚେଷ୍ଟା କରିଥିଲା ବେଳେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି କ୍ୟାବ ଡ୍ରାଇଭର ଓ ଟ୍ରାଫିକ ପୋଲିସ। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଛାତିଥରା ଘଟଣା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ…