Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନେପଡନ୍ତି ଭାରତରତ୍ନ ବାଜପେୟୀ

ନୂଆଦିଲ୍ଲୀ: ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୬ଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ । ଦିଲ୍ଲୀ ରାଜଘାଟ ସ୍ଥିତ ତାଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ଉପସ୍ଥିତ ରହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଙ୍କ ସମେତ ଅନ୍ୟ ବିଜେପି ମନ୍ତ୍ରୀ ଓ ସାଂସଦମାନେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ…

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ହେବ ନିର୍ବାଚନ, ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବେ। ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗର ଏକ ସାମ୍ବାଦିକ ସମ୍ମିଳନୀ ହେବ। ଚଳିତ ବର୍ଷ ଶେଷରେ ଜମ୍ମୁ-କାଶ୍ମୀର, ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କୁହାଯାଉଛି ଯେ ଆଜି…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: କାଲିଠୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ସେହିପରି ଆସନ୍ତାକାଲିଠୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଶନିବାର…

ଇସ୍ରୋର କାଉଣ୍ଟ ଡାଉନ ଆରମ୍ଭ, ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଇଓଏସ-୦୮

ଅମରାବତୀ: ଆକାଶ ଗବେଷଣା କ୍ଷେତ୍ରରେ ଇସ୍ରୋ ରଚିବ ଇତିହାସ। ଆଜି ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଇଓଏସ-୦୮ (EOS-08)। ଶ୍ରୀହରିକଟୋରୁ ସକାଳ ୮ଟା ୫୦ରେ ହେବ ଲଞ୍ଚିଂ। ପରିବେଶ ପାଣିପାଗ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହେବ ସହାୟକ। ISRO ଆଜି (ଶୁକ୍ରବାର)ସକାଳେ…

ଅଗ୍ନି କ୍ଷେପଣାସ୍ତ୍ରର ଜନକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଅଗ୍ନି କ୍ଷେପଣାସ୍ତ୍ରର ଜନକ ତଥା DRDO କ୍ଷେପଣାସ୍ତ୍ର ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମଧ୍ୟରୁ ଭାରତର ଅଗ୍ନି କ୍ଷେପଣାସ୍ତ୍ର ଅନ୍ୟତମ। DRDO ଅଧିକାରୀଙ୍କ ଅନୁଯାୟୀ, ରାମ ନାରାୟଣ ଅଗ୍ରୱାଲ ୮୪ ବର୍ଷ…

‘ବାମ ଓ ରାମ’ ମିଶି ଏହି ହିଂସା କରୁଛନ୍ତି: ମମତା ବାନାର୍ଜୀ

କୋଲକାତା: କୋଲକାତା ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସେଠାରେ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କିଛି ରାଜନୈତିକ ବ୍ୟକ୍ତି ବଙ୍ଗଳାରେ…

କୋଲକାତା ଦୁଷ୍କର୍ମ ମାମଲାରେ ମମତା ସରକାରଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଡାକ୍ତରଖାନାରେ ପ୍ରମାଣ ନଷ୍ଟ ନ ହେବା ପାଇଁ ସେ ସାମରିକ ବାହିନୀ ନିୟୋଜିତ କରିବାକୁ କେନ୍ଦ୍ର…

କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣା: କାହିଁକି ଟିଏମସି ପ୍ରବକ୍ତା ପଦରୁ ହଟିଲେ ଶାନ୍ତନୁ ସେନ୍

କୋଲକତା: କୋଲକାତାର ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ମନ୍ତବ୍ୟ ଦେବା ଟିଏମସିର ପୂର୍ବତନ ସାଂସଦ ଶାନ୍ତନୁ ସେନଙ୍କୁ ମହଙ୍ଗା ପଡିଛି । ଶାନ୍ତନୁ ସେନଙ୍କ ବିବୃତ୍ତିକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହି ତାଙ୍କୁ ଦଳର ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି ।…

ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିପାରିବେ ଏହି ଖେଳାଳି: ରିକି ପଣ୍ଟିଙ୍ଗ

ନୂଆଦିଲ୍ଲୀ: କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଭାରତୀୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଦୁଇ ଦଶନ୍ଧିରୁ ଅଧିକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୧୫୯୨୧ ଟେଷ୍ଟ ରନ୍ ସ୍କୋର କରିଥିଲେ। ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ…

ସାମ୍ନାକୁ ଆସିଲା ରବୀନ୍ଦ୍ରନାଥ ଟାଗୋରଙ୍କ ହାତ ଲେଖା ଜାତୀୟ ସଂଗୀତ

ନୂଆଦିଲ୍ଲୀ: ଦେଶର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମଗ୍ର ଦେଶ ମନେ ପକାଉଛି। ଏଥିସହିତ ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେ ପକାଇଛି ନୋବେଲ କମିଟି। ଜାତୀୟ ସଂଗୀତ ବଜାଇ ତ୍ରିରଙ୍ଗାକୁ ସମ୍ମାନ ଜଣାଯାଉଛି। ଜାତୀୟ ସଂଗୀତ ରବୀନ୍ଦ୍ରନାଥ ଟାଗୋର…