Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଜୋ ବାଇଡେନ

ନ୍ୟୁୟର୍କ: ଜୋ ବାଇଡେନ୍ ଶନିବାର ଦିନ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ "ମୁଁ ଦେଶର ସର୍ବୋତ୍ତମ ହିତରେ ଅଛି"। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମେତ ତାଙ୍କ ଡେମୋକ୍ରାଟ୍ ସହଯୋଗୀଙ୍କ ଚାପ ବଢ଼ୁଥିବାରୁ ୮୧…

ଶାନ୍ତିର ବାହକ ସାଜିବ ଭାରତ – ଆମେରିକା ସମ୍ପର୍କ: ଏରିକ ଗାର୍ସେଟି

ନୂଆଦିଲ୍ଲୀ: ଭାରତ ଆମେରିକା ସହ ନିଜର ଭବିଷ୍ୟତ ଦେଖୁଛି। ଆମେରିକା ବି ସମାନ ଭାବେ ଭାରତ ସହ ନିଜର ଭବିଷ୍ୟତ ଦେଖୁଛି। ଭାରତ ଓ ଆମେରିକା ଭିତରେ ବହୁ ଭଲ ସମ୍ପର୍କ ରହିଛି। ପୂର୍ବ ଦିନ ଅପେକ୍ଷା ସମ୍ପର୍କ ବଢିଛି। ଆମ ହୃଦୟ ଓ ମସ୍ତିଷ୍କ ସମାନ ଅଛି, କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏହି ଦୁଇ ଦେଶ…

ବୁଧ ଗ୍ରହରେ ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି ହୀରାର ପରସ୍ତ

ନୂଆଦିଲ୍ଲୀ: ଗୋଟିଏ ହୀରା ଆମକୁ ମିଳିଗଲେ ତାହା ଆମ ପାଇଁ ଏକ ସ୍ୱପ୍ନ ସଦୃଶ ହୋଇ ଯାଇଥାଏ । ତାହାହେଲେ ଆପଣମାନେ ଚିନ୍ତା କରନ୍ତୁ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ୧୫କିଲୋମିଟର ପର୍ଯ୍ୟନ୍ତ ହୀରର ପରସ୍ତ ପଡି ରହିଛି । ଆଜ୍ଞା ହଁ..ବୁଧ ଗ୍ରହରେ ମାଟି ତଳେ ୧୫ କିଲୋମିଟର ପର୍ଯ୍ୟନ୍ତ ହୀରା…

୨୦୫୦ ସୁଦ୍ଧା ଭାରତରେ ବୟସ୍କଙ୍କ ଜନସଂଖ୍ୟା ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ଭାରତରେ ବୃଦ୍ଧଙ୍କ ଜନସଂଖ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ମିଳିତ ଜାତିସଂଘର ପପୁଲେସନ୍ ଫଣ୍ଡର ଭାରତ ୟୁନିଟ୍ ଇଣ୍ଡିଆର ମୁଖ୍ୟ ଆଣ୍ଡ୍ରେଆ ୱୋଜନାର ଏଭଳି ସୂଚନା ଦେଇଛନ୍ତି। ପିଟିଆଇ ସହିତ ଏକ ସାକ୍ଷାତକାରରେ ୱୋଜନାର କହିଛନ୍ତି, ୬୦ ବର୍ଷ କିମ୍ବା…

କେରଳରେ ନିପା ଆତଙ୍କ, ଜଣେ ମୃତ୍ୟୁ

ନୂଆଦିଲ୍ଲୀ: କେରଳରେ ପୁଣି ଆତଙ୍କ ଖେଳାଇଲା ନିପା ଭାଇରସ୍ । କେରଳର ମଲ୍ଲାପୁରମରୁ ଜଣେ ୧୪ ବର୍ଷୀୟ ବାଳକଠାରେ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିକୁ…

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ହାଉସ୍‌ କମିଟିରେ ସ୍ଥାନ ପାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍‌ କମିଟିରେ ସ୍ଥାନ ଦେଲେ ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଲେ ଅପରାଜିତା। ଏହି ୧୨ ଜଣିଆ ହାଉସ୍ କମିଟିରେ ଅଛନ୍ତି, କଲ୍ୟାଣ ବାନାର୍ଜୀ,…

ବାଂଲାଦେଶୀଙ୍କ ପାଇଁ ବଙ୍ଗଳା ଦ୍ୱାର ସବୁବେଳେ ଖୋଲା, ଏପରି କାହିଁକି କହିଲେ ଦିଦି

କୋଲକାତା: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏକ ବଡ଼ ବୟାନ ଦେଇଛନ୍ତି। ରବିବାର ଦିନ କୋଲକାତାରେ ସହିଦ ଦିବସ ସମାବେଶ ଅବସରରେ ଭିକ୍ଟୋରିଆ ହାଉସ ସମ୍ମୁଖରେ ଆୟୋଜିତ ହୋଇଥିବା ବୈଠକକୁ ସମ୍ବୋଧିତ କରିବା ବେଳେ…

ବାଂଲାଦେଶରେ ସରକାରୀ ଚାକିରି ଉପରୁ ହଟିଲା ସଂରକ୍ଷଣ

ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଜାରି ରହିଥିବା ହିଂସା ମଧ୍ୟରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି। ସଂରକ୍ଷଣ କୋଟା ହ୍ରାସ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାଂଲାଦେଶ ସୁପ୍ରିମକୋର୍ଟ ପ୍ରତ୍ୟାହାର କରି ନେଇଛନ୍ତି। ଏହି ନିଷ୍ପତ୍ତି ସାରା ଦେଶରେ ବିକ୍ଷୋଭ…

ଲାଇଭ ଷ୍ଟ୍ରିମିଂ ବେଳେ ଚାଲିଗଲା ଇନଫ୍ଲୁଏନ୍ସରଙ୍କ ଜୀବନ

ବେଜିଂ: ଲାଇଭ ଭିଡିଓରେ ଖାଇବା ଚ୍ୟାଲେଞ୍ଜ କରୁଥିବାବେଳେ ଚାଇନାର ଜଣେ ୨୪ବର୍ଷୀୟ ଇନଫ୍ଲୁଏନ୍ସର ଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଜୁଲାଇ ୧୪ ରେ ଘଟିଥିଲା ​​| ପାନ୍ ଜିଆଓଟିଙ୍ଗ୍ ନାମକ ଏହି ଇନଫ୍ଲୁଏନ୍ସର ଏପରି ଚ୍ୟାଲେଞ୍ଜ ଗ୍ରହଣ କରିବା ପାଇଁ ଜଣାଶୁଣା ଥିଲେ, ଯେଉଁଥିରେ ତାଙ୍କୁ ୧୦…

ମାତିଛି ଚାନ୍ଦିପୁରା ଭାଇରସ, ଗଲାଣି ୧୬ ଜୀବନ

ଅହମଦାବାଦ: ଗୁଜରାଟରେ ମାତିଛି ଚାନ୍ଦିପୁରା ଭାଇରସ।ତେବେ ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ଏହି ଭାଇରସରେ ସଂକ୍ରମିତ ହୋଇ ୧୬ ଜଣଙ୍କ ଜୀବନ ଗଲାଣି। ଏନେଇ ଗୁଜରାଟ ସ୍ବାସ୍ଥ୍ଯ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି, ହିମତପୁରରେ ଚାନ୍ଦିପୁରା ଭାଇରସର ୧୪ଟି ରିପୋର୍ଟ ଚିହ୍ନଟ ହୋଇଥିବା ବେଳେ…