Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିବାକୁ ନେଇ ଜାମିନ ଆବେଦନ କରିଥିଲେ ହେମନ୍ତ । ହେଲେ ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।…

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ, ଜୁନ୍ ୨ ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ…

‘ଲେଖିକି ରଖନ୍ତୁ, ଆଉ ପ୍ରଧାନମନ୍ତ୍ରୀ ହେବେନି ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ୟୁପିରେ 'ଇଣ୍ଡିଆ' ମେଣ୍ଟ ର ଝଡ଼ ଆସୁଛି । ଆପଣ ଲେଖିରଖନ୍ତୁ ଯେ, ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ର ଏହା ସବୁଠୁ ବଡ ପରାଜୟ ହେବାକୁ ଯାଉଛି । ଉତ୍ତର ପ୍ରଦେଶର କନୌଜରେ ରାହୁଲ ଗାନ୍ଧୀ କହିଛନ୍ତି, “ନରେନ୍ଦ୍ର…

“ଆନ୍ଧ୍ରପ୍ରଦେଶରେ ୪ ପ୍ରତିଶତ ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ କୁର୍ନୁଲରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ରାଜ୍ୟରେ ମୁସଲମାନମାନଙ୍କୁ ୪ ପ୍ରତିଶତ ସଂରକ୍ଷଣ ମିଳିବ। ଏହା ୱାଇଏସଆରସିପି (YSRCP) କଂଗ୍ରେସର ଅନ୍ତିମ ନିଷ୍ପତ୍ତି। ସଂରକ୍ଷଣ…

ପିଟ୍ରୋଡାଙ୍କ ପରେ ମଣି ଶଙ୍କରଙ୍କ ବିବାଦୀୟ ବୟାନ: କହିଲେ ପାକ୍ ପାଖରେ ଅଛି ପରମାଣୁ ବୋମା, ଭାରତ ତାକୁ ସମ୍ମାନ ଦେଉ

ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ରଙ୍ଗ ଓ ରୂପକୁ ନେଇ ବୟାନ ଦେଇଥିବା ଫସିଥିବା ସାମ୍ ପିଟ୍ରୋଡାଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ବୟାନ ସାମ୍ନାକୁ ଆସିଛି। ମଣି ଶଙ୍କରଙ୍କ ବୟାନକୁ ନେଇ ଏବେ ଚାଲିଛି ବିବାଦ। ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଆୟର୍‌…

ବିଚ୍ ରାସ୍ତାରେ ନିଶାସକ୍ତ ଯୁବତୀଙ୍କ ଯୋରଦାର ହଙ୍ଗାମା; ପୋଲିସ ଅଧିକାରୀଙ୍କ ଚୁଟି ଟାଣି କାମୁଡ଼ିଲେ

ମୁମ୍ବାଇ: ନିଶାସକ୍ତ ଅବସ୍ଥାରେ ହାଇ ଭୋଲଟେଜ୍ ଡ୍ରାମା କଲେ ଯୁବତୀ । ନିଶାରେ ଥାଇ ତିନି ଜଣ ଯୁବତୀ ଘଟାଇଲେ ତୁମୁଳକାଣ୍ଡ । ବିଚ୍ ରାସ୍ତାରେ ପୋଲିସ କର୍ମୀଙ୍କୁ ଗାଳିଗୁଲଜ କରି କାମୁଡିବା ସହ ଚୁଟି ଭିଡିଲେ ଓ ପୋଲିସ ବର୍ଦ୍ଦି ମଧ୍ୟ ଚିରିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର…

କେଜ୍ରିଓ୍ବାଲଙ୍କୁ ମିଳିବ କି ଅନ୍ତରୀଣ ଜାମିନ? ଆଜି ଶୁଣାଣି..

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମିଳିବ କି ଅନ୍ତରୀଣ ଜାମିନ?  ଏନେଇ ଆଜି ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ । ଏହାପୂର୍ବରୁ  କେଜ୍ରିଓ୍ବାଲଙ୍କ ବିରୋଧରେ ଇଡି ଏକ ସତ୍ୟପାଠ ଦାଖଲ କରିଛି । ଯେଉଁଥିରେ କୁହାଯାଇଛି, ପ୍ରଚାର ଏକ ମୌଳିକ ଅଧିକାର ନୁହେଁ ।…

ବ୍ୟବସାୟୀଙ୍କ ଘରୁ ମିଳିଲା ଟଙ୍କାର ପାହାଡ଼, ଜବତ ହେଲା ବିଡ଼ା ବିଡ଼ା ନୋଟ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏଠାରେ ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ କର୍ମଚାରୀମାନେ ସେଠାରେ ଯାହା ପାଇଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ବ୍ୟବସାୟୀଙ୍କ ଘରେ ପୋଲିସ ବହୁ ସଂଖ୍ୟକ ନଗଦ ଟଙ୍କାର ପାହାଡ଼…

ଦୁଇ ଓଡିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଦୁଇ ଓଡିଆ ପୁଅ । ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କଲେ ପଦ୍ମ ପୁରସ୍କାର । ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ଲୋକକଳା ଶବ୍ଦ ନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର…

ବଦଳିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ପ୍ରତିଦିନ ବଦଳୁଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ। ଆଜି ଅର୍ଥାତ୍ ମେ ୧୦ରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ ଏବଂ ଡିଜେଲର ହାରକୁ ଅଦ୍ୟତନ କରିଛନ୍ତି। ଯାହା ଅନୁଯାୟୀ, ବିହାର ସମେତ ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହୋଇଛି।…