Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଝି ଆକାଶରେ ଜଳିଗଲା ଜେଟ, ଭିତରେ ଥିଲେ ୨ ପାଇଲଟ

ଚାଟୋଗ୍ରାମ୍: ଟେନିଂ ବେଳେ ଜଳିଗଲା ଫାଇଟର ଜେଟ୍ । ଭିତରେ ଥିଲେ ଦୁଇ ପାଇଲଟ ।  ଗତକାଲି ବାଲାଂଦେଶରେ ଏକ ଟ୍ରେନିଂ ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନିଂ ସରିବା ପରେ ଦୁଇ ପାଇଲଟ ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ସମୟରେ ଜେଟ୍‌ରେ…

ବରଖାସ୍ତ ନିଷ୍ପତ୍ତି ପ୍ରତ୍ୟାହାର କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ:  ଛୁଟିରେ ଥିବା କ୍ୟାବିନ କ୍ରୁମାନଙ୍କୁ ବରଖାସ୍ତ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। କମ୍ପାନୀର ପ୍ରାୟ ୩ଶହ କର୍ମଚାରୀ ଏକାଠି ଛୁଟିରେ ଚାଲିଯିବା ହେତୁ ଘୋର ସମସ୍ୟା ସୃଷ୍ଟି ହୋଇଥିଲା। ବିମାନ ଉଡାଣରେ ବାଧା ସୃଷ୍ଟି ହୋଇଥିଲା । ଛୁଟିରେ…

ଖୋଲିଲା କେଦାରନାଥ ଧାମ, ହଜାର ହଜାର ଭକ୍ତଙ୍କ ଭିଡ

ଡେରାଡୁନ: ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର କେଦାରନାଥ ଧାମର କବାଟ। ପୂରା ବିଧି ବିଧାନ ଅନୁଯାୟୀ କବାଟ ଖୋଲାଯାଇଛି। ମନ୍ଦିରର କବାଟ ଖୋଲିବା ମାତ୍ରେ ହର ହର ମହାଦେବ ଧ୍ୱନିରେ ଦ୍ୱାରା ସମଗ୍ର ପରିବେଶ ଭକ୍ତମୟ ହୋଇଯାଇଥିଲା। ସେହିପରି ଆଜି ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର…

ଚିନ୍ତା ବଢାଇଲାଣି ନାଇଲ ଫିଭର, ସରକାରଙ୍କ ପକ୍ଷରୁ ଚେତାବନୀ ଜାରି

ଥିରୁଅନନ୍ତପୁରମ: କେରଳରେ ଚିନ୍ତା ବଢାଇଲାଣି ନାଇଲ ଫିଭର । କେରଳରେ ୱେଷ୍ଟ ନାଇଲ ଫିଭର (ଡବ୍ଲ୍ୟୁଏନ୍‌ଏଫ) ବ୍ୟାପିବାରେ ଲାଗିଛି। ଏହାକୁ ନେଇ ରାଜ୍ୟରେ ଚେତାବନୀ ଜାରି କରିଛନ୍ତି ରାଜ୍ୟ ସରକାର। ରିପୋର୍ଟ ଅନୁଯାୟୀ କେରଳର କୋଝିକୋଡ଼, ତ୍ରିଶୁର ଏବଂ ମଲ୍ଲପୁରମରୁ ୬ ମାମଲା ସାମ୍ନାକୁ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୮ ମୃତ, ଅନେକ ଗୁରୁତର

ଚେନ୍ନାଇ: ତାମିଲନାଡୁର ଶିବକାସୀ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି ।…

‘ହିନ୍ଦୁଙ୍କ ଚିନ୍ତା ନିଶ୍ଚୟ କରିବି; କାରଣ ଭୂମି ଛୋଟ ହେବାରେ ଲାଗିଛି, ଜନସଂଖ୍ୟା ବୃଦ୍ଧି ପାଉଛି’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ଏକ ବୟାନ ସାମ୍ନାକୁ ଆସିଛି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ରିପୋର୍ଟ ଉପରେ ଉନ୍ନାଓର ବିଜେପି ପ୍ରାର୍ଥୀ ତଥା ସାଂସଦ ସାକ୍ଷୀ ମହାରାଜ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ବିଜେପି ନେତା କହିଛନ୍ତି ଯେ,…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ କହିଲେ ଯାହାର ୨ଟି ପତ୍ନୀ ତାକୁ କଂଗ୍ରେସ ଦେବ ୨ ଲକ୍ଷ

ଭୋପାଳ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରତଲାମାର କଂଗ୍ରେସ ଲୋକସଭା ପ୍ରାର୍ଥୀ କାନ୍ତିଲାଲ ଭୂରିୟା ଗୁରୁବାର ପ୍ରଚାର ଅବସରରେ ଏ ଭଳି ଏକ ବୟାନ ଦେଇଛନ୍ତି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ କହିଛନ୍ତି ଯାହାର ୨ଟି ପତ୍ନୀ ତାଙ୍କୁ କଂଗ୍ରେସ ପକ୍ଷରୁ ପ୍ରତିବର୍ଷ ୨ ଲକ୍ଷ…

ଭାରତରେ କମିଛି ହିନ୍ଦୁ ଜନସଂଖ୍ୟା; ଇଏସି-ପିଏମ

ନୂଆଦିଲ୍ଲୀ: ୧୯୫୦ରୁ ୨୦୧୫ ଭିତରେ ଭାରତରେ ହିନ୍ଦୁ ଜନସଂଖ୍ୟା କମିଛି । ଏମିତି କିଛି ରିପୋର୍ଟ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଇଏସି-ପିଏମ । ୧୯୫୦ରୁ ୨୦୧୫ ଭିତରେ ହିନ୍ଦୁ ଜନସଂଖ୍ୟା ୮୪.୬୮ ପ୍ରତିଶତରୁ ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି । ପ୍ରାୟ ୭.୮୨ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ…

ଗଣମାଧ୍ୟମ ସ୍ବାଧୀନତା ବିପଦରେ, ପ୍ରଥମ ୩୧ ଦେଶ ଭିତରେ ଭାରତ ସାମିଲ

ନୂଆଦିଲ୍ଲୀ: ରିପୋଟର୍ସ ୱିଦଆଉଟ ବଡର୍ସ(ଆରଏସଏଫ) ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କର ୨୧ତମ ସଂସ୍କରଣ ଜାରି କରିଛି। ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ତଥା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୫୯ ରହିଛି । ବିଗତ କିଛି ବର୍ଷର ରିପୋର୍ଟ ଦେଖିଲେ ଭାରତର…

ହରିୟାଣାରେ ବିଜେପି ଶକ୍ତ ଝଟକା, ଇସ୍ତଫା ଦେଲେ ବରିଷ୍ଠ ନେତା ସୁରଜ ପାଲ ଅମ୍ମୁ

ଚଣ୍ଡିଗଡ: ହରିୟାଣାରେ ବିଜେପି କୁ ଆଉ ଏକ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ରାଜପୁତ ସମ୍ପ୍ରଦାୟର ବଡ ନେତା ସୁରଜ ପାଲ ଅମ୍ମୁ । ଅମ୍ମୁ ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । ଏଥିରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜପୁତ…