Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଗୁଗୁଲ ଲଞ୍ଚ କଲା ୱାଲେଟ୍ ଆପ୍, ଜାଣନ୍ତୁ ଡିଜିଟାଲ୍ ପର୍ସର ଉପକାରିତା

ନୂଆଦିଲ୍ଲୀ: ଭାରତରେ ଗୁଗୁଲ ଲଞ୍ଚ କଲା ଗୁଗଲ ୱାଲେଟ୍। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣ ଏହି ଆପ୍ ଡାଉନଲୋଡ୍ କରିପାରିବେ। ଅବଶ୍ୟ ଅନେକ ଉପଭୋକ୍ତାଙ୍କୁ କିଛି ଦିନ ପୂର୍ବରୁ ଏହାର ଆକ୍ସେସ୍ ମିଳିଯାଇଛି। ଗୁଗୁଲ୍ ୱାଲେଟରେ ଆପଣ ଆପଣଙ୍କର ସମସ୍ତ ପାସେସ୍‌, ଲୟାଲିଟି ଓ ଗିଫ୍ଟ କାର୍ଡସ୍ ଷ୍ଟୋର କରି…

ଭାରତୀୟ ସଂସ୍କୃତି ପାଇଁ କଳଙ୍କ ‘ଲିଭ୍-ଇନ ରିଲେସନଶିପ୍’

ବିଳାସପୁର: ଲିଭ୍-ଇନ୍ ରିଲେସନଶିପ୍ ଯେମିତି ଆଜିକାଲିର ଗୋଟେ ଟ୍ରେଣ୍ଡ ହୋଇଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଅଧିକାଂଶ ଯୁବପିଢି ବିବାହ ପୂର୍ବରୁ ଲିଭ-ଇନ୍‌ ରିଲେସନଶିପ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ଯୁବକ-ଯୁବତୀ…

କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ବୟାନକୁ ନେଇ ବିବାଦ: କହିଲେ’ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟ ପରି…

ନୂଆଦିଲ୍ଲୀ: ଦେଶରେ ଚାଲିଛି ନିର୍ବାଚନ ପର୍ବ। ଲୋକସଭା ନିର୍ବାଚନ ମଧ୍ୟରେ ଭାରତୀୟ ବିଦେଶ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିଟ୍ରୋଡା ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସାମ୍ ପିଟ୍ରୋଡା ତାଙ୍କ ବୟାନରେ ଭାରତର ବିବିଧ ସଂସ୍କୃତି ବିଷୟରେ କହିଛନ୍ତି। ଏହି ବିବିଧତାକୁ ଅନ୍ୟ ଦେଶ ସହ ତୁଳନା…

ମନୀଷ ସିସୋଦିଆ ପୁଣି ନିରାଶ; ମେ ୧୩ ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ଆପ ନେତା ମନୀଷ ସିସୋଦିଆଙ୍କୁ ପୁଣି ନିରାଶ ହେବାକୁ ପଡିଛି । ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ମେ' ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଆଜି ମନୀଷ ସିସୋଦିଆଙ୍କ ଜାମିନ ଆବେଦନ…

ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ; ଉତ୍ତର ରଖିଲେ ଭଉଣୀ ପ୍ରିୟଙ୍କା

ରାଏବରେଲି: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଏକ ଜନସଭାକୁ ସମ୍ବୋଧନ ଦେଉଥିବା ବେଳେ ମୋଦୀଙ୍କୁ କଲେ ପ୍ରଶ୍ନ । କହିଲେ, ‘ଭାଷଣରେ କହୁଛନ୍ତି ରାହୁଲ ଆଦାନୀ ଅମ୍ବାନୀଙ୍କ ନାଁ ନେଉନାହାନ୍ତି । ଆରେ ଓ୍ବାହା, ପ୍ରତିଦିନ ତ ତାଙ୍କ ନାଁ ନେଉଛନ୍ତି, ପ୍ରତିଦିନ ତାଙ୍କର…

ହାଇଦ୍ରାବାଦରେ ବାଦଲଫଟା ବର୍ଷା, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଗତକାଲି ପ୍ରବଳ ବର୍ଷା ହୋଇଛି। ହାଇଦ୍ରାବାଦରେ ବାଦଲଫଟା ବର୍ଷା ଯୋଗୁଁ ବାଚୁପାଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ପୋଲିସ ଏହି…

ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ଏହି ସ୍ୱଦେଶୀ ‘ଅସ୍ତ୍ର’ ଶତ୍ରୁକୁ ଗଭୀର ସମୂଦ୍ରରେ କରିବ ଧ୍ୱଂସ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଏପରି ଦେଶୀ ଅସ୍ତ୍ର ପ୍ରସ୍ତୁତ କରାଯାଉଛି ଯାହା ଶତ୍ରୁକୁ ଜଳରାଶିରେ ଚିହ୍ନଟ କରିବ ଏବଂ ବିନାଶ କରିବ। ଏହାକୁ ସ୍ୱୟଂଶାସିତ ଅସ୍ତ୍ରଶସ୍ତ୍ର ସ୍ୱାର୍ମ ବୋର୍ଡ କିମ୍ବା ଅଣ୍ଡର ୱାଟର ସ୍ୱାର୍ମ ଜାହାଜ କୁହାଯାଏ। ଭାରତର ସ୍ୱଦେଶୀ କମ୍ପାନୀ ଲାରସେନ୍ ଆଣ୍ଡ…

କଂଗ୍ରେସ ଏବଂ ବିଆରଏସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ମୋଦୀ

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଲେଙ୍ଗାନାର କରିମନଗରରେ ଆୟୋଜିତ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିଛନ୍ତି ମୋଦୀ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ମତଦାନ ପରେ…

ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ, ୯୩ଟି ଲୋକସଭା ଆସନରେ ୬୭.୯୩% ମତଦାନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ। ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଆସନ ପାଇଁ ପଡ଼ିଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ଅମିତ ଶାହା, ଜ୍ୟୋତିରାଦିତ୍ୟ…

କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଭାଇରସ, ୧୦ ଆକ୍ରାନ୍ତ

ଥିରୁଅନନ୍ତପୁରମ୍: କେରଳରେ ବ୍ୟାପିବାରେ ଲାଗିଛି ୱେଷ୍ଟ ନାଇଲ ଭାଇରସ । ଏଯାବତ୍ କେରଳର କୋଝିକୋଡ ଓ ମଲପ୍ପୁରମ ଜିଲ୍ଲାରେ ୱେଷ୍ଟ ନାଇଲ ଭାଇରସ ସଂକ୍ରମଣର ୧୦ଟି ମାମଲା ସାମ୍ନାକୁ ଆସିଛି । ଏପରିକି ଏହି ରୋଗରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ମୃତ୍ୟୁ…