Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକସଭାରେ ବୃଦ୍ଧି ପାଉଛି ବୟୋଜ୍ୟେଷ୍ଠ ସାଂସଦଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଏବେ ନିର୍ବାଚନ ହେଉଛି । ଗଣତନ୍ତ୍ରର ଏହି ମହାକୁମ୍ଭରେ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସ୍ୱାଧୀନ ହେବା ପରଠାରୁ ଦେଶରେ ସାଂସଦଙ୍କ ଆଭରେଜ ବୟସ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ମୁତାବକ ୧୭ତମ ଲୋକସଭାରେ ସାଂସଦଙ୍କ ଆଭରେଜ ବୟସ ୫୫.୫ ରହିଛି…

ରଙ୍ଗ ଓ ରୂପକୁ ନେଇ ମନ୍ତବ୍ୟ ଦେଇ ଫସିଗଲେ ପିଟ୍ରୋଡା, କଂଗ୍ରେସର ଓଭରସିଜ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଶେଷରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ମଧ୍ୟ ଏହି ଇସ୍ତଫାକୁ ଗ୍ରହଣ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ସାମଙ୍କ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି। ପୂର୍ବରେ ଭାରତୀୟମାନେ ଚୀନ୍ ଭଳି…

ଗୁଜୁରାଟରେ ଭୂ-କମ୍ପ ଝଟକା, ଲୋକେ ଭୟଭୀତ

ଅହମ୍ମଦାବାଦ: କିଛି ଦିନର ବ୍ୟବଧାନରେ ପୁଣି ଗୁଜୁରାଟରରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ…

ଲୋକପ୍ରିୟ ଗାୟକ ଅରିଜିତ ସ୍କୁଟିରେ ପତ୍ନୀଙ୍କ ସହ ଆସି ଦେଲେ ଭୋଟ

କୋଲକାତା: ଭାରତର ଦାମୀ ଗାୟକଙ୍କ ମଧ୍ୟରେ ପରିଗଣିତ ଅରିଜିତ ସିଂ ତାଙ୍କ ପତ୍ନୀଙ୍କ ସହ ସ୍କୁଟିରେ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସେ ଭୋଟ ଦେଇଥିଲେ । ସେ ତାଙ୍କ ଦାମୀ କାରରେ ନ ଆସି ସ୍କୁଟିରେ ଆସିବାକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି । ପତ୍ନୀଙ୍କ ସହ…

ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି,ଏହି ନିଆଁ ଏବେ ଭୟଙ୍କର ହେବାରେ ଲାଗିଛି  । ଏହି ଜଙ୍ଗଲ ନିଆଁ ଏବେ ଜନବସତି ଆଡକୁ ବ୍ୟାପିବାରେ ଲାଗିଛି। ଉତ୍ତରାଖଣ୍ଡର…

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ କର୍ଣ୍ଣାଟକ ପୋଲିସର ସମନ

ନୂଆଦିଲ୍ଲୀ: ବିବାଦୀୟ ପୋଷ୍ଟକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ । ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ କର୍ଣ୍ଣାଟକ ପୋଲିସ ସମନ କରିଛି । ଏକ ସପ୍ତାହ ମଧ୍ୟରେ ବେଙ୍ଗାଲୁରୁ ପୋଲିସ ନିକଟରେ ହାଜର ହେବାକୁ ସମନ ରେ ସମୟ ଦିଆଯାଇଛି ।…

ଆଷ୍ଟ୍ରାଜେନେକା କମ୍ପାନୀର ବଡ ଘୋଷଣା: ବିବାଦ ପରେ ବିଶ୍ୱ ବଜାରରୁ କୋଭିଡ -୧୯ ଟିକା ଫେରାଇ ନେବ କମ୍ପାନୀ

ନୂଆଦିଲ୍ଲୀ: ଆଉ ବଜାରରେ ବିକ୍ରି ହୋଇପାରିବନି କୋଭିଡ ଟିକା । ଆଷ୍ଟ୍ରାଜେନେକା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ ସମଗ୍ର ବିଶ୍ୱରୁ କୋଭିଡ -୧୯ ଟିକା ପ୍ରତ୍ୟାହାର କରିବାକୁ ପଦକ୍ଷେପ ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ…

ଭେଜ୍ ଥାଳିର ଦାମ ବଢ଼ିଛି ୮ ପ୍ରତିଶତ, ନନ୍ ଭେଜ୍ ଥାଳି କମିଛି ୪ ପ୍ରତିଶତ…

ନୂଆଦିଲ୍ଲୀ: ଆଳୁ, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଏପ୍ରିଲ ମାସରେ ୮ ପ୍ରତିଶତ ମହଙ୍ଗା ହୋଇଛି ଶାକାହାରୀ ଥାଳି । କ୍ରିସିଲ ରିପୋର୍ଟ ଅନୁସାରେ ଗତବର୍ଷ ଏପ୍ରିଲ ମାସରେ ଭେଜ୍ ଥାଳିର ମୂଲ୍ୟ ୨୫.୪ ଟଙ୍କା ଥିବା ବେଳେ ଚଳିତବର୍ଷ ଏପ୍ରିଲ ମାସରେ ଭେଜ୍ ଥାଳିର ମୂଲ୍ୟ ୨୭.୪ ଟଙ୍କାକୁ…

ଆତ୍ମନିର୍ଭର ହେଉଛି ଭାରତ: ଗୋଟେ ବର୍ଷ ପରେ ଆଉ ବିଦେଶରୁ ଅସ୍ତ୍ର କିଣିବନି ଭାରତୀୟ ସେନା

ନୂଆଦିଲ୍ଲୀ: ୨୦୨୫ ମସିହାରୁ ଭାରତୀୟ ସେନା ବିଦେଶରୁ ଅସ୍ତ୍ର କିଣିବ ନାହିଁ। ଜଣେ ସେନା ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରୁ ଅସ୍ତ୍ରଶସ୍ତ୍ରର ସମସ୍ତ ଆମଦାନୀ ବନ୍ଦ କରିବାକୁ ସେନା ଲକ୍ଷ୍ୟ ରଖିଛି ବୋଲି ଘରୋଇ ଶିଳ୍ପ ସମସ୍ତ ଦାବି ପୂରଣ କରିବାର କ୍ଷମତା ବଢାଇଥିବା ସେ…

ପିଟ୍ରୋଡାଙ୍କ ବୟାନ୍ ନେଇ ରାହୁଲଙ୍କୁ ଜବାବ ମାଗିଲେ ମୋଦି

ୱାରଙ୍ଗାଲ: ‘ଦେଶବାସୀଙ୍କ ତ୍ୱଚାର ରଙ୍ଗକୁ ନେଇ ଅପମାନିତ କରାଯାଇଛି। ରାହୁଲ ଗାନ୍ଧି ଏହାର ଜବାବ ଦିଅନ୍ତୁ’, ପିଟ୍ରୋଡାଙ୍କ ବର୍ଣ୍ଣବାଦ ମନ୍ତବ୍ୟ ପରେ ଏମିତି କିଛି କହି ରାହୁଲଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବର୍ଣ୍ଣବାଦ ମନ୍ତବ୍ୟ ଦେଇ ପୁଣି ଥରେ ବିବାଦରେ ଫଶିଛନ୍ତି…