Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାକରେ ଇରାନ ସମର୍ଥୀତ ଗୋଷ୍ଠୀ ଉପରେ ଆକ୍ରମଣ

ତେହେରାନ: ଇରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଇରାନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହା ପରେ ଇରାନର ନ୍ୟୁକ୍ଲିୟର ସଂରଚନା କ୍ଷେତ୍ରରେ ବିସ୍ଫୋରଣ ହୋଇଥିଲା । ଏହା ପଛରେ ଇସ୍ରାଏଲ ହାତ ଥିବା ଅନୁମାନ କରାଯାଉଛି । ଶନିବାର ଇରାନ ସମର୍ଥୀତ ଇରାକର…

ବଦଳିଲା ପ୍ଲାନ, ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: ବଦଳିଲା ପ୍ଲାନ । ସ୍ଥଗିତ ରହିଲା ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତ । ଏପ୍ରିଲ ୨୧ ଓ ୨୨ରେ ଦୁଇ ଦିନିଆ ମସ୍କଙ୍କର ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ବର୍ତ୍ତମାନ ମସ୍କଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ତେବେ ମସ୍କଙ୍କ ଭାରତ ଗସ୍ତକୁ କାହିଁକି ସ୍ଥଗିତ ରଖାଯାଇଛି…

ଗତ ନିର୍ବାଚନ ତୁଳନାରେ ଏଥର କମିଲା ଭୋଟିଂ, ପ୍ରଥମ ପର୍ଯ୍ୟାୟରେ ୬୨.୩୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଗତକାଲି ସାରା ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ମତଦାନ ହୋଇଥିଲା । ଏହାରିଭିତରେ ପଶ୍ଚିମବଙ୍ଗ ଏବଂ ମଣିପୁରର କେତେକ ଅଞ୍ଚଳରୁ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।…

ରାଣୀ ଝାନ୍ସି ଫ୍ଲାଇଓଭର ଦୁର୍ନୀତି ମାମଲା, ନିଲମ୍ବିତ ହେଲେ ଦିଲ୍ଲୀ ବିଧାନସଭା ସଚିବ

ନୂଆଦିଲ୍ଲୀ: ନିଲମ୍ବିତ ହେଲେ ଦିଲ୍ଲୀ ବିଧାନସଭା ସଚିବ । ରାଣୀ ଝାନ୍ସି ଫ୍ଲାଇଓଭର ସହ ଜଡିତ ବ୍ୟାପକ ଅନିୟମିତତା ମାମଲାରେ ଦିଲ୍ଲୀ ବିଧାନସଭା ସଚିବ ତଥା ଡିଏଏନଆସିଏସ କ୍ୟାଡର ଅଧିକାରୀ ରାଜ କୁମାରଙ୍କୁ ନିଲମ୍ବିତ କରିଛି ଗୃହ ମନ୍ତ୍ରଣାଳୟ । ଏହି ମାମଲାରେ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର…

ହୋମ ୱର୍କ କରିବା ପାଇଁ ଦୁବାଇରେ ଟ୍ୟୁସନ ସାରଙ୍କୁ ଛାତ୍ର ଦେଲା ୩୦୦୦ ଡଲାର

ଆବୁଧାବି: ୟୁଏଇରେ ସମ୍ଭ୍ରାନ୍ତ ଓ ଧନୀ ଲୋକଙ୍କ ସହର ପାଲିଟିଛି ଦୁବାଇ । ଏଠାରେ ଅତ୍ୟାଧୂନିକ ଜୀବନ ଶୈଳୀରେ ବଂଚିବାକୁ ସମସ୍ତେ ଚାହାନ୍ତି । ସହରରେ ଅନେକ ଧନୀ ବ୍ୟବସାୟୀ ରହିଛନ୍ତି । ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଅନେକ ଟ୍ୟୁସନ ସାର ନିୟୋଜିତ ହୋଇଥାନ୍ତି । ଜଣେ ଟ୍ୟୁସନ ସାର…

ପ୍ରଥମ ଥର ପାଇଁ ଲିପାଇନ୍ସକୁ ବ୍ରାହ୍ମୋସ କ୍ଷେପଣାସ୍ତ୍ର ବିତରଣ କଲା ଭାରତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଫିଲିପାଇନ୍ସ ସହିତ ସ୍ୱାକ୍ଷରିତ ୩୭୫ ନିୟୁତ ଡଲାର ଚୁକ୍ତିନାମା ଅନୁଯାୟୀ ଭାରତ ଶୁକ୍ରବାର ଦିନ ବ୍ରାହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଫିଲିପାଇନ୍ସକୁ ହସ୍ତାନ୍ତର କରିଛି। ଭାରତୀୟ ବାୟୁସେନା ଏହାର ଆମେରିକୀୟ ସି -୧୭ ଗ୍ଲୋବାମାଷ୍ଟର ପରିବହନ ବିମାନକୁ…

କଂଗ୍ରେସକୁ ଭୋଟ୍ ନଦେବାକୁ ଲୋକଙ୍କୁ ଅପିଲ କଲେ ମମତା

କୋଲକତା: ଦେଶରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିଜ ନିଜର ବିବୃତ୍ତି ଦେଉଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁର୍ସିଦାବାଦରେ ଭୋଟ୍ ଦେବାକୁ ମୁସଲମାନ ଭୋଟରଙ୍କୁ ନିବେଦନ କରିଛନ୍ତି । ତେବେ…

ଏହି ପାର୍କରେ ଗଛକୁ ଆଲିଙ୍ଗନ କଲେ ଦେବାକୁ ପଡିବ ୧୫୦୦ ଟଙ୍କା

ବେଙ୍ଗାଲୁର: ବେଙ୍ଗାଲୁରର କବନ ପାର୍କରେ ଗଛକୁ ଆଲିଙ୍ଗନ କରିବା ପାଇଁ ୧୫୦୦ ଟଙ୍କା ଦେବାକୁ ପଡିବ । ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହା ଭାଇରାଲ ହୋଇଛି । ଟ୍ରୋଭ ଏକ୍ସପେରିୟନ୍ସ ନାମକ କମ୍ପାନୀ ତାଙ୍କ ଅଫିସିଆଲ ୱେବସାଇଟରେ ଫରେଷ୍ଟ ବାଥିଙ୍ଗ ଏକ୍ସପିରିୟନ୍ସ ନାମକ ଏକ…

ଚଳିତ ଗ୍ରୀଷ୍ମରେ ଭାରତୀୟ ରେଳବାଇ ପକ୍ଷରୁ ରେକର୍ଡ ସଂଖ୍ୟକ ଅତିରିକ୍ତ ଟ୍ରେନ୍ ଚଳାଚଳ କରିଛି

ନୂଆଦିଲ୍ଲୀ: ଚଳିତ ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ସୁବିଧାକୁ ସୁନିଶ୍ଚିତ କରିବା ଏବଂ ଯାତ୍ରା ଚାହିଦାରେ ଆଶାତୀତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳବାଇ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ୯୧୧୧ ଟି ଟ୍ରିପ୍ ଚଳାଚଳ କରୁଛି। ୨୦୨୩ ଗ୍ରୀଷ୍ମରେ ସମୁଦାୟ ୬୩୬୯ ଟି ଟ୍ରିପ୍ ଅଫର…

ଏଭରେଷ୍ଟ ମାଛ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ସମସ୍ତ ମସଲା ଫେରାଇ ନେବାକୁ ନିର୍ଦ୍ଦେଶ ଦେଲା ସିଙ୍ଗାପୁର

ନୂଆଦିଲ୍ଲୀ: ପ୍ରଥମେ ନେସଲେ ପରେ ଏବେ ଏଭରେଷ୍ଟ ମସଲାକୁ ନେଇ ବିବାଦ ଦେଖାଦେଇଛି । ଭାରତରେ ପ୍ରତ୍ୟେକ ଘରେ ଘରେ ଖାଦ୍ୟକୁ ସ୍ବାଦିଷ୍ଟ କରିବାକୁ ବ୍ୟବହୃତ ହେଉଥିବା ଏଭରେଷ୍ଟର ମାଛ ମସଲାକୁ ସିଙ୍ଗାପୁର ସରକାର ଫେରାଇଦେଇଛନ୍ତି । ସିଙ୍ଗାପୁର ଫୁଡ୍ ଏଜେନ୍ସି ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି…