Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Maoist Surrender: ୭୦ ଲକ୍ଷ ପୁରସ୍କାର ରାଶି ଥିବା ୧୬ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ସୁରକ୍ଷା ବାହିନୀ ନକ୍ସଲ ମୁକାବିଲାରେ ଏକ ବଡ଼ ସଫଳତା ହାସଲ କରିଛି। ମୋଟ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ମାଓବାଦୀଙ୍କ ନାମ ରହିଛି ଯାହାଙ୍କ ଉପରେ ₹୭୦ ଲକ୍ଷ ପୁରସ୍କାର ରାଶି ରହିଛି। ସେମାନେ ସମସ୍ତେ ନାରାୟଣପୁର ପୋଲିସ ଅଧିକ୍ଷକ…

ସ୍କୁଟିରେ ଭୟଙ୍କର ବିସ୍ଫୋରଣ, ୬ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁରରେ ମୂଳଗଞ୍ଜ ଥାନା ଅନ୍ତର୍ଗତ ମିଶ୍ରି ବଜାର ଅଞ୍ଚଳରେ ଥିବା ମର୍କଜ ମସଜିଦ ନିକଟରେ ଦୁଇଟି ସ୍କୁଟିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ହଠାତ ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ଉଭୟ ସ୍କୁଟିରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ…

ମାତ୍ର ୬୦ ମିନିଟରେ ବିଶ୍ୱର କୌଣସି ସ୍ଥାନରେ ପାର୍ସଲ ପହଞ୍ଚାଇ ପାରିବେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଜିକାଲି କ୍ଵିକ୍ କମର୍ସ କମ୍ପାନୀମାନେ ପାର୍ସଲ ଡେଲିଭରୀ ଦୁନିଆରେ ହଟଚମଟ ସୃଷ୍ଟି କରିଛନ୍ତି। କେତେକ କମ୍ପାନୀ ୧୦ରୁ ୧୫ ମିନିଟ୍ ଭିତରେ ଘରେ ସାମଗ୍ରୀ ପହଞ୍ଚାଇ ଦେଉଛନ୍ତି, ଆଉ କେତେକ ଏକ ଦୁଇ ଦିନରେ ଏକ ସହରରୁ ଅନ୍ୟ ସହରକୁ ପାର୍ସଲ ପଠାଉଛନ୍ତି। ଆନ୍ତର୍ଜାତୀୟ ପାର୍ସଲ କଥା…

Switches to Zoho Mail: ଅଲବିଦା Gmail; ଜୋହୋ ମେଲକୁ ସ୍ୱିଚ୍ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ:ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର (୮ ଅକ୍ଟୋବର, ୨୦୨୫) ଘୋଷଣା କରିଛନ୍ତି ଯେ, ସେ ତାଙ୍କର ସରକାରୀ ଇମେଲ୍ ଠିକଣା ପରିବର୍ତ୍ତନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ ସେ ଘୋଷଣା କରିଛନ୍ତି ଯେ ସେ ଏବେ ଜିମେଲ (Gmail) ବଦଳରେ ଜୋହୋ (Zoho)…

EPFOକୁ ନେଇ ଆସିଲା ବଡ଼ ଖବର, ୧୧ ବର୍ଷ ପରେ ବଢ଼ିବ ପେନସନ୍

ନୂଆଦିଲ୍ଲୀ : EPFOକୁ ନେଇ ଆସିଲା ବଡ଼ ଖବର । ଅକ୍ଟୋବର ୧୦ ଓ ୧୧ରେ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ କିଛି ବଡ଼ ନିଷ୍ପତ୍ତି ହେବା ନେଇ କୁହାଯାଇଛି। ୧୧ ବର୍ଷ ଧରି ଅପରିବର୍ତ୍ତିତ ରହିଥିବା ସର୍ବନିମ୍ନ ପେନ୍ସନ୍‌ (୧୦୦୦ ଟଙ୍କା)ରେ ବୃଦ୍ଧିର ଆଶା ସହିତ ଏହି ବୈଠକରେ ଏପିଏଫ୍‌ଓ ୩.୦ର…

କାହିଁକି ୧୦ ଅଙ୍କର ହୋଇଥାଏ ମୋବାଇଲ ନମ୍ୱର ? ଜାଣନ୍ତୁ ଏହାପଛର ରୋଚକ କାରଣ

ନୂଆଦିଲ୍ଲୀ: ଯେତେବେଳେ ଆମେ କାହାର ନମ୍ବର ଡାୟଲ କରୁ, ତେବେ କଲ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରିନେଉ ଯେ ନମ୍ବରଟି ୧୦ ଅଙ୍କର କି ନାହିଁ। ଯଦି ଭୁଲରେ ଗୋଟିଏ ଅଙ୍କ ମିସ୍ ହୋଇଯାଏ କିମ୍ବା ଗୋଟିଏ ଅଙ୍କ ଅଧିକ ହୋଇଯାଏ, ତେବେ ନମ୍ବରଟି ଅବୈଧ ହୋଇଯାଏ ଓ କଲ ଲାଗେ ନାହିଁ। ଆପଣ କେବେ…

ପାକିସ୍ତାନରେ ସୁନାର ଦାମ କେତେ ? ଭାରତଠୁ ଢେର….

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୁନାର ଦାମ ସବୁବେଳେ ଚର୍ଚ୍ଚାରେ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି, ଭାରତରେ ସୁନା କିଣି ତାହା ପାକିସ୍ତାନରେ ବିକ୍ରି କରାଯାଇପାରିବ କି? ଆଉ ଯଦି ହଁ, ତେବେ ଏଥିରୁ ପ୍ରକୃତରେ ଲାଭ ମିଳିବ କି? ଆସନ୍ତୁ, ଦୁଇ ଦେଶରେ ସୁନାର ମୂଲ୍ୟ ଓ ଏହା ସହ…

ଏସିଆର ସବୁଠୁ ବଡ଼ କନେକ୍ଟିିଭ ହବ୍ ହେବ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏନଏମଆଇଏ)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହା ପ୍ରାୟ ୧୯୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ଏଥିସହିତ  ଏହା ଭାରତର ସର୍ବବୃହତ ଗ୍ରୀନଫିଲ୍ଡ…

କିଏ ଅଧିକ ପାଠପଢୁଆ ନୀତୀଶ ନା ଲାଲୁ ? ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: କିଏ ଅଧିକ ପାଠୁଆ ନୀତୀଶ ନା ଲାଲୁ । ବିହାର ରାଜନୀତିର କଥା ଆସିଲେ ଏହି ଦୁଇ ନେତାଙ୍କ ନାଁ ସବୁବେଳେ ଥାଏ ଆଗରେ । ଏମିତିକି କୁହାଯାଏ ଯେ ଏହି ନେତାଙ୍କ ବିନା ବିହାର ରାଜନୀତି ଅସମ୍ଭବ। ବର୍ତ୍ତମାନ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ, ଅନ୍ୟପକ୍ଷରେ ଲାଲୁ ଯାଦବ ମଧ୍ୟ ବିହାରର…

ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ: ଅପରେସନ ସିନ୍ଦୂର ହିରୋଙ୍କୁ କରାଗଲା ସମ୍ମାନିତ

ନୂଆଦିଲ୍ଲୀ: ଗାଜିଆବାଦର ହିଣ୍ଡନ୍ ଏୟାରଫୋର୍ସ ଷ୍ଟେସନରେ ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ ଗର୍ବ ଏବଂ ସାହସର ସହିତ ପାଳନ କରିଛି । ଚଳିତ ବର୍ଷ, ପ୍ରଥମ ଥର ପାଇଁ, ୩ଟି ସେବା ଶାଖା: ସ୍ଥଳସେନା, ନୌସେନା ଏବଂ ବାୟୁସେନାର ଏକ ମିଳିତ ଦଳ ସହିତ ପରେଡ୍ ଆରମ୍ଭ ହୋଇଥିଲା, ଯାହା…