Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହମାସର ଆକ୍ରମଣ ପୂର୍ବରୁ ଏବଂ ପରେ କିପରି ଥିଲା ଇସ୍ରାଏଲ, ଦେଖନ୍ତୁ ସାଟେଲାଇଟ ଫଟୋ

ନୂଆଦିଲ୍ଲୀ: ଇସ୍ରାଏଲର ସାଟେଲାଇଟ୍ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିତ୍ରଗୁଡିକ ମାଇକ୍ରୋବ୍ଲଗିଂ ସାଇଟରେ 'ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ' (IDF) ଦ୍ୱାରା ପୋଷ୍ଟ କରାଯାଇଛି। ଏହି ପୋଷ୍ଟ ସେୟାର କରିବା ମାତ୍ରେ ଉକ୍ତ ପୋଷ୍ଟକୁ ୪ ଲକ୍ଷ ୨୩ ହଜାର ଭ୍ୟୁ ଏବଂ ସାଢେ ସାତ ହଜାରରୁ…

ଚିକାଗୋରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ : ୬ ବର୍ଷର ଶିଶୁକୁ ୨୬ ଥର ଛୁରୀ ଭୁଷିଲେ ଘର ମାଲିକ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଶହଶହ ଜୀବନ ଚାଲିଯାଉଛି ପାଣି ଫୋଟକା ପରି। ଏଠି ଜୀବନ ଏଇ ଅଛି-ଏଇ ନାହିଁ ।   ଏ ଯୁଦ୍ଧର କରୁଣ ଦୃଶ୍ୟ ଖାଲି ଇସ୍ରାଏଲ ବା ପାଲେଷ୍ଟାଇନ ମାଟିରେ ଦେଖିବାକୁ ମିଳିନି । ଏହାର ହିଂସ୍ର ପ୍ରଭାବ ସୁଦୂର ଆମେରିକାରେ ବି  ଦେଖିବାକୁ ମିଳିଛି।…

ହତ୍ୟା କରିବା ପୂର୍ବରୁ ହମାସର ନେତା ୟାହିୟା ସିନୱରଙ୍କୁ ମୃତ ଘୋଷିତ କରିଛି ଇସ୍ରାଏଲ

ତେଲ ଅଭୀବ: ୟାହିୟା ସିନୱରଙ୍କୁ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଏବେ ପାଗଳଙ୍କ ପରି ଖୋଜି ବୁଲୁଛି । ହମାସର ଲାଡେନ ଭାବେ ପରିଚିତ ଏହି କୁଖ୍ୟାତ ଆତଙ୍କବାଦୀ ଜୀବିତ ଥାଇ ସୁଦ୍ଧା ଇସ୍ରାଏଲ ଡିକ୍ସିନାରୀରେ ମୃତ । ଗାଜା ନିକଟରେ ଆକ୍ରମଣ ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି…

ଉତ୍ତରାଖଣ୍ଡରେ ୪ ତୀବ୍ରତାର ଭୂକମ୍ପ ଝଟକା: ମୃତାହତର ନାହିଁ ସୂଚନା

ନୂଆଦିଲ୍ଲୀ : ଗତକିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତର ଭୂମିକମ୍ପ ହେଉଛି । ଆଜି ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୁର୍ବରେ ଏହି ଭୂକମ୍ପ…

ନିଠାରୀ ମାମଲା: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଲହାବାଦ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ନିମ୍ନ ଅଦାଲତ ଦେଇଥିଲେ…

ନଏଡା:ନଏଡାର ବହୁଚର୍ଚ୍ଚିତ ନିଠାରୀ କାଣ୍ଡ ସହ ଜଡିତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ହାଇକୋର୍ଟଙ୍କ ଆଶ୍ୱସ୍ତି । ହାଇକୋର୍ଟ ସୁରେନ୍ଦ୍ର କୋଲି ଏବଂ ମନିନ୍ଦର ସିଂହ ପନ୍ଧେରଙ୍କ ଫାଶି ଦଣ୍ଡକୁ ରଦ୍ଦ କରି ଦେଇଛନ୍ତି ।  ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଆଲହାବାଦ…

‘ଟିଏମସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନିଅନ୍ତି’

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଆକାରରେ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଅଭିଯୋଗ ଆଣିଛନ୍ତି। ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ…

୮୭ ବର୍ଷ ବୟସରେ ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଗିଲଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ମନମୋହନ ସିଂହ ସରକାରର ମନ୍ତ୍ରୀ ମନୋହର ସିଂହ ଗିଲଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୧ତମ ମୁଖ୍ୟ…

ଗୟଳ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ପାଇଲେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ତାଲସର ଗାଁରେ ଚଳିତ ବର୍ଷ ଏପ୍ରିଲରେ ଏକ ଗୟଳ ଦ୍ୱାରା ଜଣେ ୭୬ ବର୍ଷୀୟ ବୃଦ୍ଧ ମୃତ୍ୟର ଶିକାର ହୋଇଥିଲେ। ମୃତକ ତୁକାରାମ ବଡାଡେ ଜଣେ ସ୍ଥାନୀୟ ପୂଜାରୀ ଓ ଚାଷୀ ଥିଲେ। ଗାଁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଯାଇଥିବା ବେଳେ ତାଙ୍କୁ ଗୟଳ ଆକ୍ରମଣ…

ହମାସର ଟନେଲ ନେଟୱର୍କକୁ ଭେଦ କରିପାରିବ ତ ଇସ୍ରାଏଲ

ନୂଆଦିଲ୍ଲୀ: ନିଶ୍ଚିତ ଭାବେ ଏଥର ଇସ୍ରାଏଲ ଓ ହମାସ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିବ । ଗାଜାର ଉତରରେ ଇସ୍ରାଏଲ ସେନା ପ୍ରବେଶ କରିବା ପାଇଁ ପ୍ରସ୍ତୁତ । ତେବେ ଏହାର ମୁକାବିଲା ପାଇଁ ହମାସ ପ୍ରସ୍ତୁତ ଅଛି ତ ? ରିପୋର୍ଟ ମୁତାବକ ଇସ୍ରାଏଲର ଅତ୍ୟାଧୂନିକ ଟେକ୍ନୋଲୋଜିର ମୁକାବିଲା ହମାସ…

ଗାଜା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ପ୍ରସ୍ତୁତ, ୩ ଘଂଟା ମଧ୍ୟରେ ସ୍ଥାନ ଛାଡିବା ପାଇଁ ଲୋକଙ୍କୁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗାଜା ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ ସମସ୍ତ ପ୍ରସ୍ତୁତି ଶେଷ କରି ଦେଇଛି । ୩ ଘଂଟା ମଧ୍ୟରେ ଗାଜା ଛାଡି ଚାଲିଯିବା ପାଇଁ ଇସ୍ରାଏଲ ପକ୍ଷରୁ ଡେଡଲାଇନ ଦିଆଯାଇଛି । ଟ୍ୟାଙ୍କ ଏବଂ ସୈନ୍ୟମାନେ ଧିରେ ଧିରେ ଗାଜା ଅଭିମୁଖେ ଗସ୍ତ କରିବା ଆରମ୍ଭ କରିଛନ୍ତି । ଇସ୍ରାଏଲ ସୀମା…