Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାରିବା ଡର ! ମୋଦିଙ୍କ ସହ ମଞ୍ଚରେ ବସିବାକୁ ମନାକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଅଡୁଆ ବଢିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ଶାସକ ଏମଏନଏଫ ନେତା ଜୋରମଥାଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ସବୁଠୁ ଭଲ ହେବ କି ପ୍ରଧାନମନ୍ତ୍ରୀ ମୋଦି…

ଶ୍ରୀଲଙ୍କା ଗଲେ ଦେବାକୁ ପଡିବନି ଭିସା ଶୁଳ୍କ, ତାଲିକାରେ ଅଛି ଏହି ୬ଟି ଦେଶ

କଲୋମ୍ବ: ଦଶହରାରେ ଯାତ୍ରୀଙ୍କୁ ଶ୍ରୀଲଙ୍କା ସରକାରଙ୍କ ଉପହାର । ଆଜି କ୍ୟାବିନେଟ ନେଇଛି ଏକ ବଡ ନିଷ୍ପତ୍ତି । ଏହା ଅଧୀନରେ ବର୍ତ୍ତମାନ ଶ୍ରୀଲଙ୍କା ଯିବାକୁ ହେଲେ ଆଉ ଦେବାକୁ ପଡିବନି ଭିସା ଶୁଳ୍କ । ଭାରତ ସମେତ ୬ଟି ଦେଶର ଲୋକଙ୍କୁ ଭିସା ପାଇଁ ଶୁଳ୍କ ଛାଡ କରିଛି ସରକାର । ଭିସା ଫ୍ରି…

ପୁଟିନ ଫିଟ୍ ଆଣ୍ଡ ଫାଇନ୍, ଅସୁସ୍ଥ ଖବର ଗୁଜବ କହିଲା କ୍ରେମଲିନ୍

ମସ୍କୋ: ରବିବାର ସନ୍ଧ୍ୟାରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ଏକ ରୁଷୀୟ ଟେଲିଗ୍ରାମ୍ ଚ୍ୟାନେଲରେ ଖବର ପ୍ରକାଶିତ ପରେ ଏହାକୁ ଗୁଜବ ସୃଷ୍ଟି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି। କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ଯେ ପୁଟିନ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି।…

ହମାସ ଆତଙ୍କବାଦୀଙ୍କ ହାତରେ କେମିକାଲ ଅସ୍ତ୍ର !

ତେଲ ଅଭୀବ: ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଲଢ଼େଇ ଥମିବାର ନାମ ଧରୁନି । ଇସ୍ରାଏଲ ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କ ଏକ ବୟାନ ଚାଂଚଲ୍ୟ ସୃଷ୍ଟି କରିଛି । ସେ କହିଛନ୍ତି ହମାସ ଆତଙ୍କବାଦୀଙ୍କ ଆତରେ କେମିକାଲ ଅସ୍ତ୍ର ରହିଛି । ଆତଙ୍କବାଦୀଙ୍କଠାରୁ ମିଳିଥିବା ଏକ ମ୍ୟାନୁଆଲରେ ଏ ସମ୍ପର୍କରେ…

ନବରାତ୍ରୀରେ ମା’ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଜମ୍ମୁ: ନବରାତ୍ରୀ ଅବସରରେ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ସମାଗମ ହୋଇଛି । ଜଗତଜନନୀଙ୍କ ଦର୍ଶନ ଲାଗି ଦେଶର ବିଭିନ୍ନ କୋଣ ଅନୁକୋଣରୁ ପହଞ୍ଚଛନ୍ତି ଶ୍ରଦ୍ଧାଳୁ । ଜମ୍ମୁର ରିୟାସୀ ଜିଲ୍ଲା ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ମା' ବୈଷ୍ଣୋ ଦେବୀଙ୍କ ମନ୍ଦିରରେ…

କାର ଓ ବସ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୭ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁର ତିରୁବନାମଲାଇ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଓ ବସର ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆସାମର ପାଞ୍ଚ ଜଣ ଶ୍ରମିକ ଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ…

ଆତଙ୍କୀ ଗଡ଼ ଧ୍ୱଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍, ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍। ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ଲଗାତାର ପ୍ରୟାସ ଜାରି ରହିଛି। ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼…

ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ କେତେ ରହିଛି ପେଟ୍ରୋଲ-ଡିଜେଲ ମୂଲ୍ୟ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି । ଯାହାର ପ୍ରଭାବ ଜାତୀୟ ସ୍ତରରେ ମଧ୍ୟ ପଡିଥିବା ପରିଲିକ୍ଷିତ ହେଉଛି । ରାଜ୍ୟ ସ୍ତରରେ ଲାଗୁ ହୋଇଥିବା ଟିକସ ଯୋଗୁଁ ବିଭିନ୍ନ ରାଜ୍ୟର ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ରହିଛି ।…

ତାୱାଙ୍ଗରେ ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ରାଜନାଥ

ଇଟାନଗର: ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଶସ୍ତ୍ର ପୂଜା କରିବା ସହ ବିଜୟାଦଶମୀ ପାଳନ କରିଛନ୍ତି। ଏହାସହ ତାୱାଙ୍ଗର ଚୀନ୍ ସୀମାରେ ଥିବା ଯୁଦ୍ଧ ସ୍ମାରକୀରେ ସହିଦ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଦୁଇ ବନ୍ଧକଙ୍କୁ ଛାଡିଲା ହମାସ: ସେପଟେ ଇସ୍ରାଏଲର ଘୋଷଣା-ଗାଜାରେ ହମାସ ଶାସନ ରହିବ ନାହିଁ

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ । ହମାସ ପକ୍ଷରୁ ଦାବି କରାଯାଇଛି, ଗାଜା ପଟ୍ଟିରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେପଟେ ଇସ୍ରାଏଲ ସରକାର ପକ୍ଷରୁ କୁହାଯାଇଛି, ଗାଜା ପଟ୍ଟିରେ ହମାସର…