Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉନ୍ନାଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ କୁଲଦୀପକୁ ଜାମିନ୍ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ମିଳିଛି। କୋର୍ଟ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ନିକଟରେ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ…

Operation Sindoor: ଭାରତର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ…ବଡ଼ ଖୁଲାସା କଲେ ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାକିସ୍ତାନକୁ ଉଚିତ୍ ଜବାବ ଦେଇ ଅପରେସନ ସିନ୍ଦୂରରେ ପିଓକେ ଓ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ସଙ୍ଗଠନକୁ ଧ୍ୱଂସବିଧ୍ୱଂସ କରି ଦେଇ ଥିଲା ଭାରତୀୟ ସେନା ଏବଂ ପାକିସ୍ତାନୀ ଏୟାରବେସ୍ ଉପରେ ମଧ୍ୟ କରିଥିଲା ଖୁବ୍ ବଡ଼ ହମଲା। ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣର ବଡ଼…

aravali case: ଆରାବଳୀ ମାମଲା: ସ୍ଥଗିତ ରହିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ ଜାରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆରାବଳି ମାମଲାର ୨୦ ନଭେମ୍ବର ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ପାଇଁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ସଦସ୍ୟ ବିଶିଷ୍ଟ…

Thalapathy Vijay: ଅଭିନୟରୁ ସନ୍ୟାସ ନେଲେ ବିଜୟ, ଏବେ କରିବେ କେବଳ ରାଜନୀତି

ମୁମ୍ବାଇ: ଅଭିନୟକୁ ବାଏ ବାଏ କଲେ ସାଉଥ ସୁପରଷ୍ଟାର ଥଲାପତି ବିଜୟ । ଅଭିନୟ ଜଗତରୁ ନେଲେ ସନ୍ୟାସ । ଏହାର କାରଣ କ’ଣ ନିଜେ କହିଛନ୍ତି ବିଜୟ । ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ବିଜୟ । ଥଲାପତି ନାଁ ଶୁଣିବା ମାତ୍ରେ ବଢିଯାଉଥିଲା ଫାନ୍ସଙ୍କ କ୍ରେଜ ।…

Terrible train accident ଭୟଙ୍କର ଟ୍ରେନ ଦୁର୍ଘଟଣା: ୧୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ମେକ୍ସିକୋରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୮ ଜଣ ଆହତ ହୋଇଛନ୍ତି। ପ୍ରଶାନ୍ତ ମହାସାଗରକୁ ମେକ୍ସିକୋ ଉପସାଗର ସହିତ ସଂଯୋଗ କରୁଥିବା ରେଳ ଲାଇନରେ ଯାତାୟାତ ଅଚଳ ହୋଇଯାଇଛି। X ରେ ଏକ ବାର୍ତ୍ତାରେ ଓଆକ୍ସାକା ରାଜ୍ୟର…

Donald Trump: ପୁଟିନଙ୍କ ସହ ୨ ଘଣ୍ଟା ଫୋନରେ କଥା ହେଲେ ଟ୍ରମ୍ପ, ଘମାଘୋଟ ଲଢେଇର ହେବ କି ଅନ୍ତ!

ନୂଆଦିଲ୍ଲୀ: ସରିବ ୪ ବର୍ଷ ଧରି ଚାଲିଥିବା ଘମାଘୋଟ ଲଢେଇ । ଯୁଦ୍ଧ ବନ୍ଧ ନେଇ ଶେଷ ପର୍ଯ୍ୟାୟରେ ରହିଛି ଆଲୋଚନା । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଶାନ୍ତି ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦ ସୁତ୍ରୀ ପିସ୍ ପ୍ଲାନ୍ ଉପରେ ୯୫…

Train Fire: ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଜଣେ ମୃତ, ଅନେକ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ଇଲାମାଞ୍ଚିଲି ଷ୍ଟେସନରେ ଅଘଟଣ । ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି । ଏକ୍ସପ୍ରେସ୍‌ଟି ବିଶାଖାପାଟଣାରୁ ଦୁଭାଦାକୁ ଯାଉଥିଲା । ବିଳମ୍ବିତ ରାତିରେ ଟ୍ରେନର ଦୁଇଟି…

New Married Couple Suicide: ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି….

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହର ଦୁଇ ଦିନ ପରେ ହନିମୁନରେ ଶ୍ରୀଲଙ୍କା ଯାଇଥିବା ନବ ଦମ୍ପତ୍ତି ବେଙ୍ଗାଲୁରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି । ଖବର ମୁତାବକ, ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା (୩୬) ବେଙ୍ଗାଲୁରୁରେ…

ଏହି ଦେଶ ଗୁଡିକରେ ନୂଆ ବର୍ଷ ପାଳନ ବାତିଲ, ଆତଙ୍କୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ବିଶ୍ୱର ଅନେକ ପ୍ରମୁଖ ସହରରେ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଛି । ବଢ଼ୁଥିବା ବିପଦ ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣର ଆଶଙ୍କା, ସମ୍ପ୍ରତି ହିଂସାତ୍ମକ ଘଟଣା ଏବଂ ବଡ଼…

ବାଂଲାଦେଶରେ ମିଳୁନି କଣ୍ଡୋମ୍‌; ଗୋଟିଏ ମାସ ପାଇଁ ବନ୍ଦ ହୋଇଯିବ ବିକ୍ରି, ହିଂସା ଭିତରେ କାହିଁକି ହେଲା ଏମିତି ସ୍ଥିତି

ନୂଆଦିଲ୍ଲୀ: ବାଂଲାଦେଶ ଏବେ କେବଳ ରାଜନୈତିକ ଅସ୍ଥିରତା କିମ୍ବା ହିଂସାରେ ଦେଇ ଗତି କରୁନାହିଁ, ବରଂ ଏକ ଏହିଭଳି ସଙ୍କଟ ଉଭା ହେଉଛି ଯାହା ନୀରବରେ ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିପାରେ। ପରିବାର ନିୟୋଜନର ମୂଳଧନ ଭାବେ ପରିଚିତ ଗର୍ଭନିରୋଧକ ସାଧନଗୁଡ଼ିକ ହଠାତ୍ ବଜାର ଏବଂ ସରକାରୀ…