Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ଗନ୍ଧ ଗୁଡିକ ଦ୍ବାରା ଆପଣଙ୍କ ଘରେ ପଶିଥାନ୍ତି ସାପ….

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ସାପକୁ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ଭଗବାନ ଶିବ ତାଙ୍କ ବେକରେ ନାଗ ସାପକୁ ଧାରଣ କରିଥାନ୍ତି, ଯେତେବେଳେ କି ଭଗବାନ ବିଷ୍ଣୁ ଶେଷନାଗଙ୍କ ଶଯ୍ୟାରେ ବସିଥାନ୍ତି । ପୁରାଣରେ ମଧ୍ୟ ସାପ ବିଷୟରେ ହଜାର ହଜାର ଉଲ୍ଲେଖ ମିଳେ । ଭାରତରେ ସାପମାନଙ୍କୁ…

Bareilly Unrest : ବରେଲି ଦଙ୍ଗାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମୌଲାନା ତୌକିର ରଜା ଗିରଫ, ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍…

ଲକ୍ଷ୍ନୌ:ବରେଲି ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନେ ମୌଲାନା ତୌକିର ରଜା ସମେତ ଆଠ ଜଣଙ୍କୁ ଗିରଫ କରି ଫାରୁଖାବାଦ ଜିଲ୍ଲାର ଫତେଗଡ଼ କେନ୍ଦ୍ରୀୟ କାରାଗାରକୁ ପଠାଇ ଦେଇଛନ୍ତି। ବିଭିନ୍ନ ଥାନାରେ ମୋଟ ୧୧ଟି ମାମଲା ମଧ୍ୟ ରୁଜୁ ହୋଇଛି। ଆଇଏମସି ମୁଖ୍ୟ ମୌଲାନା ତୌକିର…

Vijay Rally Stampede: ମୋର ହୃଦୟ ଭାଙ୍ଗି ଯାଇଛି…ରାଲିରେ ଦଳାଚକଟା ଉପରେ ଅଭିନେତା ବିଜୟଙ୍କ ଆସିଲା ପ୍ରଥମ…

ଚେନ୍ନାଇ: ଶନିବାର ତାମିଲନାଡୁର କରୁର ଜିଲ୍ଲାରେ ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା ଘଟିଛି । ଏବେ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ଓ ୫୦ ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ରାଲି ସମୟରେ ହୋଇଥିବା ଦଳାଚକଟାକୁ ନେଇ ଅଭିନେତା ବିଜୟଙ୍କ ପ୍ରଥମ…

Permanent UNSC Seat: ଭାରତକୁ UNSCରେ ସ୍ଥାୟୀ ଆସନ ମିଳିବା ଉଚିତ…ଏହି ପଡ଼ୋଶୀ ଦେଶ କଲା ଖୋଲା ସମର୍ଥନ

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ତମ ଅଧିବେଶନରେ ଭୁଟାନର ପ୍ରଧାନମନ୍ତ୍ରୀ ସେରିଂ ତୋବଗେ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ବିସ୍ତାର ପାଇଁ ସମର୍ଥନ କରିଛନ୍ତି । ତୋବଗେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିବର୍ତ୍ତିତ ବିଶ୍ୱ ବାସ୍ତବତାକୁ ଦୃଷ୍ଟିରେ ରଖି, ଭାରତ ଏବଂ ଜାପାନ ଭଳି…

Stampede at Vijay’s rally: ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା:୩୦ରୁ ଅଧିକ ମହିଳା ଓ ଶିଶୁଙ୍କ…

ଚେନ୍ନାଇ: ତାମିଲନାଡୁର କରୁର ଜିଲ୍ଲାରେ ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା ଘଟି ୩୧ ଜଣଙ୍କର ମୃତ୍ୟୁ ହୋଇଛି। 'ତାମିଝାଗା ଭେଟ୍ରି କାଝଗମ୍’ (TVK) ନେତା ତଥା ଅଭିନେତା ବିଜୟ ଏହି ରାଲିର ଆୟୋଜନ କରିଥିଲେ। ରାଲି ସମୟରେ ଦଳାଚକଟା ହୋଇଥିଲା। ମୃତକଙ୍କ ମଧ୍ୟରେ ମହିଳା ଏବଂ…

Leh Protest: ପାକିସ୍ତାନ ସହ ମିଶି ଷଡ଼ଯନ୍ତ୍ର କରୁଥିଲେ କି ୱାଙ୍ଗଚୁକ୍‌?

ଲଦାଖ: ବୁଧବାର ଜମ୍ମୁ-କଶ୍ମୀର ସ୍ଥିତ ଲଦାଖ ଲେହରେ ବାଂଲାଦେଶ ଏବଂ ନେପାଳ ହିଂସାର ପ୍ରତିଛବି ଦେଖିବାକୁ ମିଳିଥିଲା। ବିଜେପି କାର୍ଯ୍ୟାଳୟ ଏବେ ସୁରକ୍ଷାକର୍ମୀଙ୍କ ଭ୍ୟାନ ଜାଳିଦେଇଥିଲେ ବିକ୍ଷୋଭକାରୀ। ହେଲେ ପରେ ସ୍ଥିତି ଆୟତ୍ତ କରାଯାଇଥିଲା। ଶୁକ୍ରବାର ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା…

IND vs PAK: ଟିମ୍ ଇଣ୍ଡିଆକୁ ଘାରିଛି ଷ୍ଟାର ଖେଳାଳୀଙ୍କ ଚିନ୍ତା?

ନୂଆଦିଲ୍ଲୀ: ଆଉ ଏକ ସୁପର ସଣ୍ଡେ, ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା। ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବାକୁ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ ଶତ୍ରୁରାଷ୍ଟ୍ର। ଏସିଆ କପ୍ ଇତିହାସରେ ପ୍ରଥମ ଥର ପାଇଁ, ଦୁଇ ପାରମ୍ପରିକ ଦଳ ଫାଇନାଲରେ ପରସ୍ପରର…

ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି; ମଣିପୁର ସମେତ ତିନୋଟି ରାଜ୍ୟରେ AFSPA ଅବଧି ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର କିଛି ଅଂଶରେ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ (AFSPA)କୁ ସମ୍ପ୍ରସାରଣ କରାଯାଇଛି। ଏହି…

ଆତଙ୍କବାଦୀ ପରବିନ୍ଦର ସିଂହ ଆବୁଧାବିରୁ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହିତ ଜଡିତ ଆତଙ୍କବାଦୀ ପରବିନ୍ଦର ସିଂହ ଓରଫ ପିଣ୍ଡିକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରୁ ଗିରଫ କରି ଭାରତ ଆଣିବାରେ ସଫଳତା ହାସଲ କରିଛି। ତେବେ ପଞ୍ଜାବ ପୋଲିସ ସେଣ୍ଟ୍ରାଲ…

Childbirth In Space: ଏଲିଏନ୍ ପରି ଦେଖାଯିବେ କି ମହାକାଶରେ ଜନ୍ମ ହୋଇଥିବା ଛୁଆ ?

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଖୋଜୁଛନ୍ତି। ଏଥିପାଇଁ ମହାକାଶରେ ପରୀକ୍ଷା ନିରୀକ୍ଷା ମଧ୍ୟ ଜାରି ରଖିଛନ୍ତି । ମହାକାଶକୁ ବୁଝିବା ପାଇଁ ବୈଜ୍ଞାନିକମାନେ ନିରନ୍ତର ନୂତନ ଅଧ୍ୟୟନ କରୁଛନ୍ତି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଉପନିବେଶ ସ୍ଥାପନ…