Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନ କି ବାତ୍: ୨୦୨୫ ବର୍ଷର ସଫଳତା ବଖାଣିଲେ, ‘ପାର୍ବତୀ ଗିରି’ଙ୍କୁ ପ୍ରେରଣାର ଉତ୍ସ ବୋଲି କହିଲେ ମୋଦି

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀଙ୍କ ୧୨୯ ତମ 'ମନ୍‍ କି ବାତ୍‍' କାର୍ଯ୍ୟକ୍ରମ। ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ମୋଦି। ୨୦୨୫ରେ ଭାରତକୁ ଅନେକ ସଫଳତା ମିଳିଛି । କ୍ରୀଡ଼ାକ୍ଷେତ୍ରରେ ଝିଅମାନେ ଗୌରବ ଆଣିଛନ୍ତି । ନୂଆ ସଂକଳ୍ପ ସହ ଭାରତକୁ…

India will take revenge ଗୋଟି ଗୋଟି ଜଳିବେ ସବୁ ବାଂଲାଦେଶୀ: ଯୋଗୀ ଆଦିତ୍ୟ ନାଥ

ନୂଆଦିଲ୍ଲୀ: ଭାରତ ନେବ ପ୍ରତିଶୋଧ,ତଡ଼ା ଖାଇବେ ସବୁ ବାଂଲାଦେଶୀ । ବାଂଲାଦେଶରେ ହିନ୍ଦୁଙ୍କୁ ନୃଶଂସ ଭାବେ ଜାଳିଦେଲ, ଏବେ ତୁମ ପାଳି ଆସୁଛି । ହିନ୍ଦୁଙ୍କୁ ଯେମିତି ଘୋଷାଡ଼ି ଘୋଷାଡ଼ି ମାରିଛ ସେମିତି ଅବସ୍ଥା ଭାରତରେ ବାଂଲାଦେଶୀଙ୍କର ହେବ  ।ଭାରତର ସରଳତା ଦେଖିଛ ଏବେ ତାଣ୍ଡବ ଦେଖିବ ।…

Aravalli dispute: ସୋମବାର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ: ଆରାବଳି ପାହାଡ଼ ମାମଲାର ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିବେ । ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ୍ତ ଭାବେ ଏହାର ବିଚାର କରିଛନ୍ତି । ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ସମ୍ପୂର୍ଣ୍ଣ ବିବାଦର ଶୁଣାଣି କରିବେ । ସିଜେଆଇ…

Russia-Ukraine war:ଶେଷ ହେବ କି ରୁଷ-ୟୁକ୍ରେନ ଯୁଦ୍ଧ? ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ଆଲୋଚନା

ନୂଆଦିଲ୍ଲୀ:ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆମେରିକାର ଫ୍ଲୋରିଡାରେ ସାକ୍ଷାତ କରିବେ। ଜେଲେନ୍ସକି ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାର ଉପାୟ ବିଷୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ଜେଲେନ୍ସକି…

Bengaluru Encroachment: ବେଙ୍ଗାଲୁରୁରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ… କର୍ଣ୍ଣାଟକ-କେରଳ ସରକାର ମୁହାଁମୁହିଁ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶନିବାର ବେଙ୍ଗାଲୁରୁରେ ଜବରଦଖଲ ହଟାଇବା କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଏହି କାମ ପାଇଁ ସେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ପ୍ରତିଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସରକାର "ବୁଲଡୋଜର ସଂସ୍କୃତି"ରେ…

President Murmu: ଦ୍ବିତୀୟ ରାଷ୍ଟ୍ରପତି ଭାବେ ନୌସେନାର ଏକ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ୨୮ ଡିସେମ୍ବର ଅର୍ଥାତ୍ ଆଜି ଭାରତୀୟ ନୌସେନାର ଏକ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଯାତ୍ରା କରିବା ପରେ ସେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ହେବେ। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ. ଅବଦ୍ଦୁଲ କଲାମ ୨୦୦୬ ମସିହା ଫେବୃଆରୀ…

winter counter-terrorism operations: ୩୦ରୁ ୩୫ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ; ତୁଷାରପାତରେ ଭାରତୀୟ ସେନା…

ଶ୍ରୀନଗର:ଜମ୍ମୁ ଏବଂ କାଶ୍ମୀରର ପ୍ରବଳ ଥଣ୍ଡା ଏବଂ ପ୍ରବଳ ତୁଷାରପାତ ମଧ୍ୟରେ,ଭାରତୀୟ ସେନା କିସ୍ତୱାର ଏବଂ ଡୋଡା ଜିଲ୍ଲାରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ତୀବ୍ର କରିଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଅତ୍ୟନ୍ତ କଠୋର ପାଗ ଏବଂ ଦୁର୍ଗମ ଅଞ୍ଚଳ ସତ୍ତ୍ୱେ, ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ…

Earthquake:ତାଇୱାନରେ ୭.୦ ତୀବ୍ରତାର ଭୂମିକମ୍ପ, ଦୋହଲିଗଲା କୋଠାଘର

ନୂଆଦିଲ୍ଲୀ: ପୁଣି ଥରେ ଭୂମିକମ୍ପରେ ତାଇୱାନ ଥରି ଉଠିଲା। ଶନିବାର (ଡିସେମ୍ବର ୨୭) ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭ ଥିଲା। ୟିଲାନ କାଉଣ୍ଟିର ସୁଆଓ ଟାଉନସିପର ଉପକୂଳରୁ ୨୦ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା…