Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମ, କେରଳମ ଓ ପୁଡୁଚେରୀରେ ବଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆଜି ଆସାମ, କେରଳମ ଓ ପୁଡୁଚେରୀରେ ବଧାନସଭା ନିର୍ବାଚନ। ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୨୯୬ ଆସନରେ ଭୋଟ୍। ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍‌। ମେ'୪ ରେ ଫଳାଫଳ ଘୋଷଣା। ଆସାମରେ ୧୨୬ଟି, କେରଳରେ ୧୪୦ଟି ଏବଂ…

50% Tariffs: ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ରାଷ୍ଟ୍ରଗୁଡ଼ିକ ଉପରେ ଟ୍ରମ୍ପଙ୍କ ୫୦% ଶୁଳ୍କ ଘୋଷଣା

ନୂଆଦିଲ୍ଲୀ:ଇରାନ ସହିତ ଚାଲିଥିବା ଯୁଦ୍ଧବିରତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ବୁଧବାର ଦିନ ଟ୍ରମ୍ପ କହିଥିଲେ ଯେ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ସାହାଯ୍ୟ କରୁଥିବା ଯେକୌଣସି ଦେଶ ଉପରେ ସେ ୫୦ ପ୍ରତିଶତ ଶୁଳ୍କ…

Expeditiously exit Iran:’ଯଥାଶୀଘ୍ର ଇରାନ ଛାଡି ଦିଅ’; ଯୁଦ୍ଧବିରତି ମଧ୍ୟରେ ଭାରତୀୟ ଦୂତବାସର ହାଇ…

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲେ ମଧ୍ୟ ଭାରତ ଇରାନରେ ଉପସ୍ଥିତ ଥିବା ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି। ବୁଧବାର ଦିନ ଭାରତ ଇରାନରେ ଥିବା ନିଜର ନାଗରିକଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରିଛି। ଇରାନରେ ଥିବା…

LPG Crisis: ଯୁଦ୍ଧବିରତି ଘୋଷଣା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି, ରାଜ୍ୟ ସରକାରଙ୍କୁ କହିଲେ ତୁରନ୍ତ କର ଏହି…

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଲପିଜି ଯୋଗାଣ ପାଇଁ ନୂତନ ଫର୍ମୁଲା ପ୍ରସ୍ତୁତ କରିଥିବା ବେଳେ ସମସ୍ତ ରାଜ୍ୟ ସରକାରଙ୍କୁ ୩ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ଦେଶବ୍ୟାପୀ ଏଲପିଜି ଅଭାବକୁ ଦୃଷ୍ଟିରେ…

୧୫ ଦିନର ଅସ୍ତ୍ରବିରତି: ହ୍ରାସ ହେବ କି ବିମାନ ଭଡା, ଫୁଏଲ୍ ସରଚାର୍ଜ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ବିଶ୍ୱରେ ଘୋଡ଼ାଇ ହୋଇଥିବା ଯୁଦ୍ଧର କଳାବାଦଲ ଏବେ ହଟିବା ଆରମ୍ଭ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ୧୫ ଦିନିଆ ଯୁଦ୍ଧବିରତି କେବଳ ବନ୍ଧୁକକୁ ନୀରବ କରିନାହିଁ, ବରଂ ଅନ୍ତର୍ଜାତୀୟ ବଜାରରେ ତେଲ ମୂଲ୍ୟ ହ୍ରାସ ପାଇବା ମଧ୍ୟ ନୂତନ ଆଶା ସୃଷ୍ଟି କରିଛି। ଯଦି ଆପଣ ମଧ୍ୟ ମହଙ୍ଗା…

LPG cylinder at ₹500: ଏଲପିଜି ସଙ୍କଟ ମଧ୍ୟରେ, ମାତ୍ର ୫୦୦ ଟଙ୍କାରେ ଟାଙ୍କି ଦେଉଛନ୍ତି ଦୁଇ ଭାଇ

ଡେରାଡୁନ: ଗ୍ୟାସ୍ ଟାଙ୍କି ପାଇଁ ଦେଶରେ ଚାଲିଛି ଟଣାଓଟରା। ସରକାର ଯେତେ କହିଲେ ବି, ଠିକ୍ ସମୟରେ ମିଳିପାରୁନି ଟାଙ୍କି। କେଉଁଠି ୩୦୦୦ ତ ଆଉ କେଉଁଠି ୫୦୦୦ ଟଙ୍କା ମୂଲ୍ୟ ହୋଇଥିବା ବେଳେ... ଉଜ୍ବଳାରେ ସାମିଲ ଥିବା ଗ୍ରାହକ ବି ବହି ଥାଇ ହାତ ଖାଲି। ମିଳୁନି ଗ୍ୟାସ୍ ଯୋଗାଣ। ଏହି ସମୟରେ…

ଉଛୁଳିଲା ସେୟାର ମାର୍କେଟ: ସେନସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି। ଏହାର ପ୍ରତିଫଳନ ଘରୋଇ ଷ୍ଟକ୍ ବଜାର ଉପରେ ମଧ୍ୟ ପଡୁଛି। ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା, ଯେତେବେଳେ…

ବିଶ୍ୱ ସଙ୍କଟ ମଧ୍ୟରେ ରେପୋ ହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ବୁଧବାର ଦିନ ମୁଦ୍ରା ନୀତି କମିଟି (MPC) ଏହାର ବୈଠକରେ ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା…