Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୃତ ଗ୍ରାହକଙ୍କ କ୍ଲେମ ସମାଧାନ ପାଇଁ RBI ଆଣିଲା ନୂଆ ନିୟମ; ବିଳମ୍ବ କଲେ ଦେବ କ୍ଷତିପୂରଣ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତା'ର ଗ୍ରାହକମାନଙ୍କୁ ସୁବିଧା ଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ଦାବି ସମାଧାନ ପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାର ୧୫ଦିନ ମଧ୍ୟରେ ଦାବି…

Happy Birthday Google: ଗୁଗଲର ବୟସ କେତେ? ଜନ୍ମଦିନ ପାଳୁଛି ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍

ନୂଆଦିଲ୍ଲୀ: ଲୋକେନସ ଠାରୁ ଆରମ୍ଭ କରି ଭଲ ରେଷ୍ଟୁରାଣ୍ଟ ଖୋଜିବା ହେଉ କି ଟ୍ରେନ୍ ବିମାନ ଟ୍ରାକ୍ କରିବା ପ୍ରଥମେ ମନେ ପଡେ ଗୁଗଲ କଥା। କୌଣସି ଖବର ବିଷୟରେ ହେଉ କିମ୍ବା କ୍ରୀଡ଼ା ସ୍କୋର ଯାଞ୍ଚ କରିବା ଏସବୁ ପାଇଁ ସବୁଠୁ ସହଜ ପ୍ଲାଟଫର୍ମ ହେଉଛି ଗୁଗଲ। ମନରେ କିଛି ବି ପ୍ରଶ୍ନ ଜାତ ହେଲା…

ଓଡିଶା ମାଟିରୁ ସାରା ଦେଶରେ BSNL 4G ସେବା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି…

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କରି ଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଥିଲା। BSNLର 4G…

ଭାଷଣ ଦେଉଥିଲେ ନେତାନ୍ୟାହୁ, ଉଠି ପଳାଇଲେ ସଦସ୍ୟ ରାଷ୍ଟ୍ର…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଜାତିସଂଘ ସାଧାରଣ ସଭାରେ ଭାଷଣ ଦେଇଥିଲେ। ଏଥିସହିତ ପାଲେଷ୍ଟାଇନୀ ଗୋଷ୍ଠୀ ହମାସକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଇସ୍ରାଏଲ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଏଥିସହିତ ସେ ଇରାନ ଏବଂ ୟେମେନର ହାଉଥି ବିଦ୍ରୋହୀଙ୍କ…

ନବରାତ୍ରିରେ କାହିଁକି କରାଯାଏ ମା ସ୍କନ୍ଦମାତାଙ୍କ ଆରାଧନା…

ନୂଆଦିଲ୍ଲୀ: ନବରାତ୍ରିରେ ଦେବୀ ଦୁର୍ଗାଙ୍କ ନଅଟି ରୂପର ପୂଜା କରାଯାଇଥାଏ। ଏହି ନଅ ଦିନରେ ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କୁ ଭିନ୍ନ  ଭିନ୍ନ ରୂପରେ  ପୂଜା କରାଯାଇଥାଏ।ପଞ୍ଚମ ଦିନରେ ଦେବୀ ଦୁର୍ଗାଙ୍କ ପଞ୍ଚମ ରୂପ, ମା ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ସ୍କନ୍ଦମାତାଙ୍କ ଅର୍ଥ ଭଗବାନ ସ୍କନ୍ଦ…

India Slams Pak PM: ଜାତିସଂଘ ଭାଷଣରେ ଖାଲି ମିଛ ହିଁ ଓଗାରିଲେ ସରିଫ୍: ଉଚିତ୍ ଜବାବ ଦେଇ ପର୍ଦ୍ଦାଫାସ୍ କଲା ଭାରତ…

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମିଳିତ ଜାତିସଂଘ ସାଧାରଣ ସଭା (UNGA)ର ୮୦ତମ ଅଧିବେଶନରେ ତାଙ୍କ ଭାଷଣରେ ପୁଣି ଥରେ ଭାରତ ବିରୋଧୀ ନିନ୍ଦା ଆରମ୍ଭ କରିଛନ୍ତି। ତାଙ୍କ ଭାଷଣ ସମୟରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ, ଭାରତକୁ ଏକପାଖିଆ ଆକ୍ରମଣର ଅଭିଯୋଗ କରିଥିଲେ ଏବଂ…

Bareilly Violence: ବରେଲି ହିଂସା ମାମଲାରେ ବଡ଼ ଖୁଲାସା: ପାଞ୍ଚ ଦିନ ଧରି ଚାଲିଥିଲା ଯୋଜନା; ଅଭିଯୁକ୍ତଙ୍କ…

ବରେଲି: ଉତ୍ତରପ୍ରଦେଶ ବରେଲି ସହରରେ ଶୁକ୍ରବାର ନମାଜ ପରେ, ମୁସଲମାନମାନେ "ମୁଁ ମହମ୍ମଦଙ୍କୁ ଭଲ ପାଏ" ନାରା ଦେଇ ପ୍ରତିବାଦ କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା। ଏବେ, ପୋଲିସ ଏହି ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ କହିଛି ଯେ…

ଭାରତ ହାତରେ ଜ୍ୟାକପଟ; ଗ୍ୟାସ ଭଣ୍ଡାରର ଭିଡିଓ ଜାରି କଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ ହାତରେ ଲାଗିଛି ଏକ ବଡ ଜ୍ୟାକପଟ। ଆଣ୍ଡାମାନ ସାଗରରେ ୩୦୦ ମିଟର ଗଭୀରରେ ଲୁଚି ରହିଥିବା ଏକ ଗ୍ୟାସ ଭଣ୍ଡାର ଠାବ ହୋଇଛି। ଏହା ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ପ୍ରମୁଖ ସଫଳତା ହେବ। ଆଣ୍ଡାମାନ ସାଗରରେ ଅବସ୍ଥିତ ଶ୍ରୀ ବିଜୟପୁରମ ୨ରେ ପ୍ରାକୃତିକ ଗ୍ୟାସ ଭଣ୍ଡାର…

Rahul Gandhi South America tour: ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରକାଶ କଲା ସମ୍ପୂର୍ଣ୍ଣ ଯାତ୍ରା…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦକ୍ଷିଣ ଆମେରିକା ଗସ୍ତ ପାଇଁ ବାହାରିଛନ୍ତି। କଂଗ୍ରେସ ନେତା ପବନ ଖେଡା ଶନିବାର ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି। ସେ ଟ୍ୱିଟରରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ରାଜନୈତିକ ନେତା ଏବଂ ଛାତ୍ରମାନଙ୍କ ସହ…

ନବରାତ୍ରିରେ କାହିଁକି ବୁଣା ଯାଏ ଯଅ, ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ୧ରେ ମହାନବମୀରେ କନ୍ୟା ପୂଜନ ସହିତ ଶେଷ ହେବ ନବରାତ୍ରି। ଏହି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ବିଧିବଦ୍ଧ ଭାବରେ ପୂଜା କରାଯାଇଥାଏ।ଏହି ସମୟରେ ଲୋକମାନେ ସେମାନଙ୍କ ଘରେ ଅଖଣ୍ଡ ଦୀପ ଜଳାଇ ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି। ଏହି ଅବସରରେ ପୂଜା ଏବଂ ଉପବାସ…