Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା-ଇରାନ ମଧ୍ୟରେ ସଂଘର୍ଷ; ଜଣେ ଭାରତୀୟ ନାବିକ ମୃତ, ୧୭ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ସଂଘର୍ଷ ଦେଖାଦେଇଛି । ଯାହା ଫଳରେ ଏହାର ଶିକାର ହୋଇଛନ୍ତି ଭାରତୀୟ ନାଗରିକ । ଉଭୟଙ୍କ ମଧ୍ୟରେ ଗୁଳିଗୋଳା ଜାରି ରହିଥିବାବେଳେ, ଶୁକ୍ରବାର ଭାରତୀୟ ନାବିକଙ୍କୁ ନେଇ ଦୁବାଇରୁ ମାଲ ପରିବହନ କରି ୟେମେନ ଅଭି ଯାଉଥିବା ଏକ…

ଏଲିଏନ୍ ଅଛନ୍ତି କି ନାହିଁ; ଆମେରିକା ଜାରି କଲା ୟୁଏଫଓ..

ୱାଶିଂଟନ: ଏଲିଏନ୍ ଭଳି ଜୀବ ଅଛି କି ନାହିଁ। ସେ ବିଷୟରେ ସସପେନ୍ସ ଶେଷରେ ସମାପ୍ତ ହୋଇପାରେ। ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନ୍, ଅଜ୍ଞାତ ଉଡ଼ନ୍ତା ବସ୍ତୁ (UFO) ସମ୍ବଳିତ ପୂର୍ବ ଫାଇଲଗୁଡ଼ିକର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରକାଶ କରିଛି। ପେଣ୍ଟାଗନ୍ ଏହାକୁ ଆନୁଷ୍ଠାନିକ ଭାବରେ…

ବିଜୟଙ୍କ ପାଇଁ ଶେଷ ହେଲା ‘ନମ୍ବର ଗେମ୍’ର ଚିନ୍ତା, ସର୍ତ୍ତହୀନ ସମର୍ଥନ ଜଣାଇଲା VCK

ଚେନ୍ନାଇ: ତାମିଲନାଡୁ ସରକାର ଗଠନକୁ ନେଇ ଚାଲିଥିବା ସସପେନ୍ସ ଏବଂ ଅଭିନେତାରୁ ନେତା ସାଜିଥିବା ବିଜୟଙ୍କ ପାଇଁ ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିଛି। ଗତ କିଛି ଦିନ ଧରି ଯେଉଁ ‘ନମ୍ବର ଗେମ୍’ କୁ ନେଇ ବିଜୟଙ୍କ ଶିବିରରେ ଛନକା ପଶିଥିଲା, ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସବୁଠାରୁ ବଡ଼…

ତାମିଲନାଡୁ ରାଜନୀତିରେ ‘ଭିସିକେ’ର ମାଷ୍ଟରଷ୍ଟ୍ରୋକ୍: ୩ ଦିନ ଧରି ‘ଥାଲାପତି’ ବିଜୟଙ୍କୁ କେମିତି ରଖିଥିଲେ ଚାପରେ?

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଦ୍ରାବିଡ଼ ଗଡ଼ର ସମୀକରଣ ଏବେ ଏକ ନୂଆ ମୋଡ଼ ନେଇଛି। ଗତ ୭୨ ଘଣ୍ଟା ଧରି ରାଜ୍ୟ ରାଜନୀତିରେ ଯେଉଁ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା, ତାହା କେବଳ ଏକ ସାଧାରଣ ଘଟଣା ନୁହେଁ, ବରଂ ଏହା ଥିଲା ଥୋଲ ତିରୁମାଭାଲାଭନଙ୍କ ନେତୃତ୍ୱାଧୀନ ଭିସିକେ (VCK) ର ଏକ…

ମିଶନ ମୋଡରେ ବିଜେପି: ବଙ୍ଗଳାକୁ ଗେରୁଆ କରିବା ପରେ ଏବେ ପଞ୍ଜାବର ପାଳି, ଗୃହମନ୍ତ୍ରୀଙ୍କର ଚାଲିଛି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ବିପୁଳ ବିଜୟ ପାଇବ ପରେ ଏବେ ମିଶନ ପଞ୍ଜାବ ଆରମ୍ଭ କରିଛି। ପଶ୍ଚିମବଙ୍ଗ ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଯୋଡ଼ି ପଞ୍ଜାବରେ ଦଳର ପ୍ରଥମ ବିଜୟ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବେ। ଦଳ ପ୍ରଧାନମନ୍ତ୍ରୀଙ୍କ…

ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ପରାଜୟ ସ୍ୱୀକାର କଲେ କି ମମତା? ଏକ୍ସ (X) ବାୟୋ ବଦଳାଇ ଦେଲେ ବଡ଼ ସଂକେତ

​କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ମୈଦାନରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ନିଜର ଏକ୍ସ (ପୂର୍ବରୁ ଟ୍ୱିଟର) ପ୍ରୋଫାଇଲ୍‌ରେ ଏକ…

Modi bowing down: ଆଜିଠୁ ବଙ୍ଗ ବିଜେପି ଗଡ, ଆଣ୍ଠୁ ମାଡି ବଙ୍ଗବାସୀଙ୍କୁ ମୁଣ୍ଡିଆ ମାରିଲେ ମୋଦି

କୋଲକାତା: ଆଜି ଭାରତୀୟ ଜନତା ପାର୍ଟି ବିଜେପି ପାଇଁ ଏକ ଐତିହାସିକ ଦିନ । ପ୍ରଥମ ଥର ପାଇଁ ସ୍ବାଧୀନତା ପରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହୋଇଛି । ବିଦାୟ ନେଇଛନ୍ତି ମମତା ଦିଦି। ଶୁଭେନ୍ଦୁ ଦାଦାଙ୍କ ହାତକୁ ଆସିଛି ବଙ୍ଗ ଶାସନ । ଶନିବାର ବିଜେପିର ପ୍ରଥମ ସରକାରର ଶପଥ ଗ୍ରହଣ ଉତ୍ସବ…

ଶେଷରେ ସତ ମାନିଲା ଚୀନ୍, ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ କରିଥିଲା ସାହାଯ୍ୟ

ନୂଆଦିଲ୍ଲୀ: ଗତ ବର୍ଷ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ଅପରେସନ ସିନ୍ଦୂର ସମୟରେ ଚୀନ ପାକିସ୍ତାନକୁ ସାହାଯ୍ୟ କରିଥିଲା। ସେହି ସମୟରେ ଚୀନ ଏହି କଥାକୁ ସ୍ୱୀକାର କରିନଥିଲା। ଏବେ ଚୀନ୍ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ସ୍ୱୀକାର କରିଛି ଯେ ସେ ପାକିସ୍ତାନକୁ ଭୂମିସ୍ତରୀୟ…

ଶୁଭେନ୍ଦୁ ଅଧିକାରୀଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଥିବା ଖୁଦିରାମ ଟୁଡୁ କିଏ, ପଶ୍ଚିମବଙ୍ଗ ରାଜନୀତିରେ ତାଙ୍କର…

କୋଲକତା: ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଖୁଦିରାମ ଟୁଡୁ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତି ଏବଂ ତାଙ୍କୁ ବିଜେପିର ପ୍ରମୁଖ ଆଦିବାସୀ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ…

Suvendu Adhikari Takes Oath: ବଙ୍ଗଳାରେ ବିଜେପିର ପ୍ରଥମ ସରକାର, ଶପଥ ନେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ…

କୋଲକାତା: ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ଶୁଭେନ୍ଦୁ ଅଧିକାରୀ । ନିଜର ୫ ମନ୍ତ୍ରୀଙ୍କ ସହ ନେଲେ ପଦ ଏବଂ ଗୋପନୀୟତାର ଶପଥ । ଶନିବାର ଭାରତୀୟ ଜନତା ପାର୍ଟି, ବିଜେପି ପାଇଁ ବଡ ଐତିହାସିକ ଦିନ । ଭାରତୀୟ ଜନତା ପାର୍ଟି ନେତା ଶୁଭେନ୍ଦୁ ଅଧିକାରୀ ଶନିବାର…