Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Removal of grave of Afzal Guru: ତିହାର ଜେଲରୁ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ

ନୂଆଦିଲ୍ଲୀ: ତିହାର ଜେଲରୁ ଆତଙ୍କବାଦୀ ମକବୁଲ ଭଟ୍ଟ ଏବଂ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଆତଙ୍କବାଦ ସମ୍ପର୍କିତ ଅପରାଧ ପାଇଁ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ଦିଲ୍ଲୀର ସେଣ୍ଟ୍ରାଲ ଜେଲ ତିହାରରୁ ମହମ୍ମଦ ମକବୁଲ ଭଟ୍ଟ ଏବଂ ମହମ୍ମଦ ଅଫଜଲ…

Encounter breaks out: ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି; ଜଙ୍ଗଲରେ ଲୁଚିଛନ୍ତି…

ଶ୍ରୀନଗର: ରବିବାର ଜମ୍ମୁ ଏବଂ କାଶ୍ମୀରର କିସ୍ତୱାର ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । କିସ୍ତୱାର ଗୁଳିକାଣ୍ଡରେ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ। ସେନା କହିଛି ଯେ ହ୍ୱାଇଟ୍ ନାଇଟ୍…

ଫାର୍ଷ୍ଟ୍ କ୍ଲାସ ଏସି କୋଚରୁ ନେଉଥିଲେ ବେଡସିଟ ଓ କମ୍ବଳ, ଧରିଲେ କର୍ମଚାରୀ…

ନୂଆଦିଲ୍ଲୀ: ପୁରୁଷୋତ୍ତମ ଏକ୍ସପ୍ରେସର ଫାର୍ଷ୍ଟ୍ କ୍ଲାସ ଏସି କୋଚରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ବେଡରୋଲ ଚୋରି କରୁଥିବାର ଅଭିଯୋଗ ବାରମ୍ବାର ହେଉଥିବା ନଜର ଆସିଛି। ତେବେ ଏପରି କିଛି ଘଟଣାକୁ ନେଇ ବର୍ତ୍ତମାନ୍ ଅନଲାଇନରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରେନ…

AI ପଢ଼ିପାରେ କି ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ ? ଆସିଗଲା ନୂଆ ଟେକ୍ନୋଲଜି

ନୂଆଦିଲ୍ଲୀ: ଆମେ ଏକ ଡିଜିଟାଲ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପ୍ରାୟ ସବୁ କିଛି ଉପରେ କବଜା କରିଛି। ଯେଉଁମାନେ ଡାକ୍ତରଙ୍କ ପାଖକୁ ଯାଇଛନ୍ତି, ସେମାନେ ଜାଣନ୍ତି ଯେ ହାତ ଲେଖା ପ୍ରେସକ୍ରିପ୍ସନ ପଢ଼ିବା କେତେ କଷ୍ଟକର ହୋଇପାରେ – ଏଥିରେ କ’ଣ ଲେଖାଯାଇଛି…

ଏହି ସବୁ ଦେଶରେ ମିଳୁ ନାହାନ୍ତି ବର

ନୂଆଦିଲ୍ଲୀ: ଭାରତରେ ଏବେ ପୁଅମାନଙ୍କୁ ବିବାହ ଉପଯୋଗୀ ଝିଅ ନ ମିଳିବା ଧୀରେ ଧୀରେ ଏକ ସମସ୍ୟାରେ ପରିଣତ ହେବାରେ ଲାଗିଛି । ତେବେ ପୃଥିବୀରେ ଏ ଭଳି ଦେଶ ସବୁ ଅଛି ଯେଉଁଠାରେ ବର ମିଳିବା କଷ୍ଟକର ହୋଇ ପଡୁଛି । ଦିଜିବୁତ ନାମକ ଏକ ଦେଶ ଅଛି ଯେଉଁଠାରେ ମହିଳାଙ୍କ ଅନୁପାତ ୫୫ ପ୍ରତିଶତ ରହିଛି ।…

ICC କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାର ହେବାକୁ ହେଲେ କ’ଣ ଥାଏ ଯୋଗ୍ୟତା ? ଜାଣନ୍ତୁ ଗୋଟିଏ ଦିନରେ ଦରମା କେତେ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଏକ ଅଦ୍ଭୂତ ଉତ୍ସାହ। ଗଳିକନ୍ଦିରେ ପିଲାମାନେ ବ୍ୟାଟ୍ ଓ ବଲ୍ ଧରି ଖେଳିବାକୁ ଓହ୍ଲାଇ ଆସନ୍ତି ଏବଂ ପ୍ରତ୍ୟେକ ଖେଳାଳି ବିରାଟ କୋହଲି କିମ୍ବା ଶଚୀନ ତେନ୍ଦୁଲକର ହେବାର ସ୍ୱପ୍ନ ଦେଖେ। କିନ୍ତୁ ସତ୍ୟ ହେଉଛି, କ୍ରିକେଟରେ…

PM Modi Speech: ‘ପ୍ରତ୍ୟେକ ଘର ଏବଂ ଦୋକାନକୁ ସ୍ୱଦେଶୀର ପ୍ରତୀକ କରନ୍ତୁ’, GST ସଞ୍ଚୟ ଉତ୍ସବ ପାଳନ…

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । GST ସଂସ୍କାର ନେଇ ଦେଲେ ବଡ଼ ସୂଚନା । କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶବାସୀଙ୍କୁ…

ଏହି ଦେଶର ଲୋକ ଅଧିକ ବ୍ୟବହାର କରନ୍ତି ସୋସିଆଲ ମିଡିଆ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଆଜିର ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ଲୋକମାନେ ଦିନର ଅଧିକାଂଶ ସମୟ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ, ଟିକଟକ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ସ୍କ୍ରୋଲିଂ, ଚାଟିଂ କିମ୍ବା ଭିଡିଓ ଦେଖିବାରେ ବିତାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେଉଁ…

Bagram air base:’ଆଗାମୀ ୨୦ ବର୍ଷ ପାଇଁ ଆମେରିକା ସହିତ ଲଢ଼ିବାକୁ ପ୍ରସ୍ତୁତ’

କାବୁଲ: ଆଫଗାନ ଅଧିକାରୀମାନେ ବଗରାମ ଏୟାରବେସ୍ କୁ ପୁନଃ ଦଖଲ କରିବା ପାଇଁ ଆମେରିକାର ଧମକକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ଜୋର ଦେଇଛନ୍ତି ଯେ ସେଠାରେ ବିଦେଶୀ ସାମରିକ ଉପସ୍ଥିତି ପୁନଃସ୍ଥାପିତ କରିବାର ଯେକୌଣସି ପ୍ରୟାସକୁ ଦୃଢ଼ ବିରୋଧ କରାଯିବ। ଗୁଇନ୍ଦା…

ଉପମୁଖ୍ୟମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ…

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ହ୍ୟାଣ୍ଡେଲ ହ୍ୟାକ ହୋଇଯାଇଛି। ହ୍ୟାକର୍ସମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ପୋଷ୍ଟ କରିଥିଲେ। ଘଟଣାର ୩୦ରୁ ୪୫ ମିନିଟ୍ ମଧ୍ୟରେ ଆକାଉଣ୍ଟକୁ ହ୍ୟାକର୍ସଙ୍କ…