Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କଶ୍ମୀରର ଗାନ୍ଦରୱାଲ ଜିଲ୍ଲାରେ ସେନା ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆରହାମା ଅଞ୍ଚଳରେ କିଛି ଘଣ୍ଟା ଧରି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା…

ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬-୨୭ ଆଜି ଠାରୁ ଆରମ୍ଭ ହୋଇଯାଇଛି। ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ। ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ। ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ…

କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ସରକାରୀ PSU IOC, HPCL, ଏବଂ BPCL ଆଜି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି। ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ…

୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…

ବିଜାପୁର: ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୫ ଜଣ ମାଓବାଦୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲା ଏସପିଙ୍କ ନିକଟରେ ମଙ୍ଗଳବାର ୧୨ ମହିଳା ମାଓବାଦୀଙ୍କ ସମେତ ମୋଟ ୨୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀଙ୍କ ଉପରେ ୧ କୋଟି ୪୭…

ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟ ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ସଂସଦ କାର୍ଯ୍ୟକାଳ ମଧ୍ୟରେ, ସେ ସ୍ମାର୍ଟ ସିଟି ପ୍ରକଳ୍ପକୁ ନେଇ ସରକାରଙ୍କୁ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଯଦି ଏକ ସହର ଏହାର ନାଗରିକଙ୍କୁ ମୌଳିକ…

୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ । ବିଶେଷ କରି ଗାଡ଼ି ଚାଳକ ଏବଂ ଟ୍ୟାକ୍ସ ପେୟରଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । କାଲିଠାରୁ ଟୋଲ୍ ପ୍ଲାଜାରେ କ୍ୟାଶ୍ ଦେଇ ଆଉ ଗାଡ଼ି ପାର୍ କରିପାରିବେ ନାହିଁ । ସେହିପରି ଆଜି ଟ୍ୟାକ୍ସ ବଞ୍ଚାଇବା ପାଇଁ ଶେଷ ସୁଯୋଗ ।…

Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ,…

ନୂଆଦିଲ୍ଲୀ: କଂଗ୍ରେସ ମଙ୍ଗଳବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣ ପରେ ତାଙ୍କୁ କଡ଼ା ଟାର୍ଗେଟ କରିଛି। ବାମପନ୍ଥୀ ଉଗ୍ରବାଦ ଉପରେ ଏକ ବିତର୍କ ସମୟରେ ତାଙ୍କ ମନ୍ତବ୍ୟକୁ ନେଇ କଟାକ୍ଷ କରିଛି କଂଗ୍ରେସ। ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ଶାହଙ୍କ ଭାଷଣକୁ ସମାଲୋଚନା କରି X…

ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି। ମଙ୍ଗଳବାର ଗୌହାଟୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜାରି ହୋଇଛି ନିର୍ବାଚନୀ ଇସ୍ତାହାର ବା 'ସଂକଳ୍ପ ପତ୍ର' । କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉନ୍ମୋଚନ କରିଥିବା…

୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?

ନୂଆଦିଲ୍ଲୀ: ଆମେ କ’ଣ ସମ୍ପୂର୍ଣ୍ଣ ରୂପେ କରୋନାଭାଇରସ୍ ମୁକ୍ତ? ହୁଏତ ନାଁ। ଏବେ ପୁଣି ଫେରୁଛି କରୋନା ଭାଇରସର ନୂତନ ଭାରିଆଣ୍ଟ। ଯେତେବେଳେ ଆମେ ଭାବୁଛୁ ଯେ ସବୁକିଛି ସ୍ୱାଭାବିକ ହୋଇଗଲାଣି, ସେତେବେଳେ ଭାଇରସର ଏକ ନୂଆ ରୂପ ବିଶ୍ୱ ଦ୍ୱାରକୁ ଆସି ଆଘାତ କରିଛି। ଏଥର ଚର୍ଚ୍ଚାର ବିଷୟ ହେଉଛି…

Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ…

ପାଟନା: ମଙ୍ଗଳବାର ବିହାରର ନାଳନ୍ଦାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୀତଳା ମନ୍ଦିରରେ ଦଳାଚକଟାରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଆଜି ନାଳନ୍ଦା ଜିଲ୍ଲାର ଦୀପନଗର ଥାନା ଅଞ୍ଚଳ ଅନ୍ତର୍ଗତ ମାଘରା ଗ୍ରାମର ଶୀତଳା ମନ୍ଦିରରେ ଭକ୍ତଙ୍କ ଏକ ବିଶାଳ ଭିଡ଼ ଜମା ହୋଇଥିଲା।…