Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ୟୁପିରେ ପରୀକ୍ଷା, ବଙ୍ଗଳାରେ କାର୍ଯ୍ୟକାରୀ…’, ମମତାଙ୍କୁ ଭେଟିବା ପରେ କ’ଣ କହିଲେ…

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଦିନ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଦିଦିଙ୍କର ପରାଜୟ ପରେ ଅଖିଳେଶ ତାଙ୍କୁ ଭାବପ୍ରବଣ ସମର୍ଥନ ପ୍ରଦାନ କରିଥିଲେ। ଅଖିଳେଶ ଯାଦବ କୋଲକାତାରେ ଟିଏମସି ମୁଖ୍ୟଙ୍କ…

ପ୍ରତ୍ୟେକ ଭାରତୀୟଙ୍କୁ କ’ଣ ବନ୍ଦେ ମାତରମ୍ ଗାଇବାକୁ ପଡିବ? ଜାତୀୟ ସଙ୍ଗୀତ ଉପରେ ନୂଆ ନିୟମ; କେବେ ହୋଇପାରେ ଜେଲ୍ ?

ନୂଆଦିଲ୍ଲୀ: ଭାରତ ସରକାର ବନ୍ଦେ ମାତରମ୍ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାର ଜାତୀୟ ସଂଗୀତ 'ବନ୍ଦେ ମାତରମ୍'କୁ 'ଜନ ଗଣ ମନ' ସହିତ ସମକକ୍ଷ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏବେଠାରୁ, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଜାତୀୟ…

ନିର୍ବାଚନ କମିଶନରଙ୍କ ଭଳି ବିଚାରପତିମାନଙ୍କ ମଧ୍ୟ ଶୀଘ୍ର ନିଯୁକ୍ତି ହେଉ: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ, "ବିଚାରପତିମାନଙ୍କୁ ନିର୍ବାଚନ କମିଶନରଙ୍କ ପରି ଶୀଘ୍ର ନିଯୁକ୍ତି ଦିଆଯାଇଥିଲେ ଭଲ ହୁଅନ୍ତା।"…

କେବେ ଶପଥ ନେବେ ବିଜୟ? ସସପେନ୍ସ ଉପରୁ ଉଠିଲା ପରଦା..

ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନ ନେଇ ସସପେନ୍ସ ଜାରି ରହିଥିଲା। ବର୍ତ୍ତମାନ ଏହି ସସପେନ୍ସ ଉପରୁ ଉଠିଲା ପରଦା। ଟିଭିକେ ମୁଖ୍ୟ ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ଗୁରୁବାର (୭ ମଇ) ସେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ…

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନିଶାନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୩୨ ନୂଆ ମନ୍ତ୍ରୀ ନେଲେ ଶପଥ

ପାଟନା: ବିହାର ରାଜନୀତିରେ ଆରମ୍ଭ ହୋଇଛି ଏକ ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ NDA ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୋଟ ୩୨ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।…

ଛାତ ଉପରୁ ବର୍ଷିଲା ବିଡ଼ା ବିଡ଼ା ଟଙ୍କା! ଇଡି ଚଢ଼ାଉ ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ…

ମୋହାଲି: ଫିଲ୍ମ ଷ୍ଟାଇଲରେ ଇଡି (ED) ଚଢ଼ାଉ। ଆଉ ଧରାପଡ଼ିବା ଭୟରେ ଛାତ ଉପରୁ ଫିଙ୍ଗାଗଲା ବିଡ଼ା ବିଡ଼ା ଟଙ୍କା। ରାସ୍ତା ଉପରେ ଯେମିତି ଟଙ୍କାର ବର୍ଷା ହେଲା। ପଞ୍ଜାବର ମୋହାଲିରେ ଦେଖିବାକୁ ମିଳିଛି ଏଭଳି ଏକ ହାଇଡ୍ରାମା। ସୂଚନା ଅନୁସାରେ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଜଣେ ଘନିଷ୍ଠ…

‘ଅପରେସନ ସିନ୍ଦୂର କେବଳ ଆରମ୍ଭ, ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ’

ନୂଆଦିଲ୍ଲୀ: ଆଜି ଅପରେସନ ସିନ୍ଦୂରକୁ ଏକ ବର୍ଷ ପୁରିଛି । ପ୍ରଥମ ବାର୍ଷିକୀ ପାଳନ କରିବା ପାଇଁ, ସେନା ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି । ସାମ୍ବାଦିକ ସମ୍ମିଳନୀ ସମୟରେ, ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଥିଲେ ଯେ, ଅପରେସନ ସିନ୍ଦୂର ଶେଷ ନୁହେଁ, ଏହା କେବଳ ଆରମ୍ଭ…

ପାକିସ୍ତାନରେ ଆମେରିକାର ବଡ଼ ପଦକ୍ଷେପ

ଇସଲାମବାଦ: ପାକିସ୍ତାନରୁ ଏହି ସମୟର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି । ପାକିସ୍ତାନରେ ନିଜର ବାଣିଜ୍ୟ ଦୂତାବାସ ବା କନସୁଲେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ପଛରେ ରହିଛି ଏକ ବଡ଼ କାରଣ। ଆସନ୍ତୁ ଜାଣିବା କାହିଁକି ପାକିସ୍ତାନ ଉପରେ…

Suvendu Adhikari Aide’s Mother: ମୃତ ପିଏ ଚନ୍ଦ୍ରକାନ୍ତଙ୍କ ମାଆ କାନ୍ଦି କାନ୍ଦି କହିଲେ-‘ଟିଏମସି…

କୋଲକତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାର ମଧ୍ୟମଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଚନ୍ଦ୍ରନାଥଙ୍କ କାର୍ ଅଟକାଇ…

ଏହି ଫିଲ୍ମ ଜରିଆରେ ଗ୍ରାଉଣ୍ଡ ତିଆରି କରିଥିଲେ ବିଜୟ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି ଅଭିନେତାରୁ ଜନନେତା ପାଲଟିଥିବା ସୁପରଷ୍ଟାର୍ 'ଥାଲାପତି' ବିଜୟ। ଏବେ ସେ ମୁଖ୍ୟମନ୍ତ୍ରୀ ଆସନର ଖୁବ୍ ନିକଟତର। କିନ୍ତୁ ୨୦୨୬ର ଏହି ବିଜୟ କ’ଣ ହଠାତ୍ ମିଳିଛି ? ନା, ଏହା ପଛରେ ରହିଛି ବର୍ଷ ବର୍ଷର ଏକ ସୁଚିନ୍ତିତ…