Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

Thalapathy Vijay: ଅଭିନୟରୁ ସନ୍ୟାସ ନେଲେ ବିଜୟ, ଏବେ କରିବେ କେବଳ ରାଜନୀତି

ମୁମ୍ବାଇ: ଅଭିନୟକୁ ବାଏ ବାଏ କଲେ ସାଉଥ ସୁପରଷ୍ଟାର ଥଲାପତି ବିଜୟ । ଅଭିନୟ ଜଗତରୁ ନେଲେ ସନ୍ୟାସ । ଏହାର କାରଣ କ’ଣ ନିଜେ କହିଛନ୍ତି ବିଜୟ । ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ବିଜୟ । ଥଲାପତି ନାଁ ଶୁଣିବା ମାତ୍ରେ ବଢିଯାଉଥିଲା ଫାନ୍ସଙ୍କ କ୍ରେଜ ।…

Terrible train accident ଭୟଙ୍କର ଟ୍ରେନ ଦୁର୍ଘଟଣା: ୧୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ମେକ୍ସିକୋରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୮ ଜଣ ଆହତ ହୋଇଛନ୍ତି। ପ୍ରଶାନ୍ତ ମହାସାଗରକୁ ମେକ୍ସିକୋ ଉପସାଗର ସହିତ ସଂଯୋଗ କରୁଥିବା ରେଳ ଲାଇନରେ ଯାତାୟାତ ଅଚଳ ହୋଇଯାଇଛି। X ରେ ଏକ ବାର୍ତ୍ତାରେ ଓଆକ୍ସାକା ରାଜ୍ୟର…

Donald Trump: ପୁଟିନଙ୍କ ସହ ୨ ଘଣ୍ଟା ଫୋନରେ କଥା ହେଲେ ଟ୍ରମ୍ପ, ଘମାଘୋଟ ଲଢେଇର ହେବ କି ଅନ୍ତ!

ନୂଆଦିଲ୍ଲୀ: ସରିବ ୪ ବର୍ଷ ଧରି ଚାଲିଥିବା ଘମାଘୋଟ ଲଢେଇ । ଯୁଦ୍ଧ ବନ୍ଧ ନେଇ ଶେଷ ପର୍ଯ୍ୟାୟରେ ରହିଛି ଆଲୋଚନା । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଶାନ୍ତି ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦ ସୁତ୍ରୀ ପିସ୍ ପ୍ଲାନ୍ ଉପରେ ୯୫…

Train Fire: ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଜଣେ ମୃତ, ଅନେକ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ଇଲାମାଞ୍ଚିଲି ଷ୍ଟେସନରେ ଅଘଟଣ । ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି । ଏକ୍ସପ୍ରେସ୍‌ଟି ବିଶାଖାପାଟଣାରୁ ଦୁଭାଦାକୁ ଯାଉଥିଲା । ବିଳମ୍ବିତ ରାତିରେ ଟ୍ରେନର ଦୁଇଟି…

New Married Couple Suicide: ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି….

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହର ଦୁଇ ଦିନ ପରେ ହନିମୁନରେ ଶ୍ରୀଲଙ୍କା ଯାଇଥିବା ନବ ଦମ୍ପତ୍ତି ବେଙ୍ଗାଲୁରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି । ଖବର ମୁତାବକ, ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା (୩୬) ବେଙ୍ଗାଲୁରୁରେ…

ଏହି ଦେଶ ଗୁଡିକରେ ନୂଆ ବର୍ଷ ପାଳନ ବାତିଲ, ଆତଙ୍କୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ବିଶ୍ୱର ଅନେକ ପ୍ରମୁଖ ସହରରେ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଛି । ବଢ଼ୁଥିବା ବିପଦ ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣର ଆଶଙ୍କା, ସମ୍ପ୍ରତି ହିଂସାତ୍ମକ ଘଟଣା ଏବଂ ବଡ଼…

ବାଂଲାଦେଶରେ ମିଳୁନି କଣ୍ଡୋମ୍‌; ଗୋଟିଏ ମାସ ପାଇଁ ବନ୍ଦ ହୋଇଯିବ ବିକ୍ରି, ହିଂସା ଭିତରେ କାହିଁକି ହେଲା ଏମିତି ସ୍ଥିତି

ନୂଆଦିଲ୍ଲୀ: ବାଂଲାଦେଶ ଏବେ କେବଳ ରାଜନୈତିକ ଅସ୍ଥିରତା କିମ୍ବା ହିଂସାରେ ଦେଇ ଗତି କରୁନାହିଁ, ବରଂ ଏକ ଏହିଭଳି ସଙ୍କଟ ଉଭା ହେଉଛି ଯାହା ନୀରବରେ ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିପାରେ। ପରିବାର ନିୟୋଜନର ମୂଳଧନ ଭାବେ ପରିଚିତ ଗର୍ଭନିରୋଧକ ସାଧନଗୁଡ଼ିକ ହଠାତ୍ ବଜାର ଏବଂ ସରକାରୀ…

ଉସମାନ ହାଦି ମାମଲା; ସନ୍ଦିଗ୍ଧ ହତ୍ୟାକାରୀ ଭାରତରେ ଥିବା ଅଭିଯୋଗକୁ ଖଣ୍ଡନ… 

ନୂଆଦିଲ୍ଲୀ: ଡିସେମ୍ବର ୧୨  ତାରିଖରେ ଢାକାରେ ନିର୍ବାଚନ ପ୍ରଚାର ସମୟରେ ଇନକିଲାବ ମଞ୍ଚ ନେତା ସରିଫ ଉସମାନ ହାଦିଙ୍କୁ କିଛି ଦୁବୃର୍ତ୍ତ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ  ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା କିନ୍ତୁ ଡିସେମ୍ବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାରି…

ବିଶ୍ୱର ଏହି ସ୍ଥାନରେ ନାହିଁ କୌଣସି ଦେଶର ଅଧିକାର, ଆପଣ ବି ଚାହିଁଲେ ବନାଇ ପାରିବେ ଦେଶ

ନୂଆଦିଲ୍ଲୀ: ପୃଥିବୀରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯାହା ଅଧିକାରିକ ଭାବେ କୌଣସି ଦେଶର ଅଧୀନରେ ନାହିଁ। ସେଠାରେ କୌଣସି ପାସପୋର୍ଟର ଆବଶ୍ୟକତା ନାହିଁ ଏବଂ ଭିସା ମଧ୍ୟ ଲାଗୁ ହୋଇନଥାଏ। ତା’ ସହିତ ଟେକ୍ନିକାଲ୍ ଦୃଷ୍ଟିରୁ ସେଠାରେ କୌଣସି ସରକାରୀ ଆଇନ୍ ପ୍ରଚଳିତ ନୁହେଁ। ଏହି ସ୍ଥାନର ନାମ…

କଚ୍ଛରେ ଭୂମିକମ୍ପ; ସକ୍ରିୟ ହେଲା ୩ ଫଲ୍ଟ ଲାଇନ୍

ନୂଆଦିଲ୍ଲୀ: କଚ୍ଛରେ ଗତ ଶୁକ୍ରବାର ସକାଳେ ୪.୬ ତୀବ୍ରତାର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ବୈଜ୍ଞାନିକମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ତେବେ ଏହା ଫଳରେ ତିନୋଟି କମ୍ ସକ୍ରିୟ ଫଲ୍ଟ ରେଖା ସକ୍ରିୟ ହୋଇଥିବା ଜଣାପଡ଼ିଛି। ଯାହାଦ୍ଵାରା କଚ୍ଛରେ ଭୂମିକମ୍ପ…