Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ଏଫଆଇଆର ଖାରଜ, ସେପ୍ଟେମ୍ବର ୫…

ନୂଆଦିଲ୍ଲୀ: ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ନିଟ୍ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଏବେ ଶାନ୍ତ ପଡ଼ିବାର ଆଶା ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରି ସୁପ୍ରିମକୋର୍ଟ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ପ୍ରାଥମିକ ରିପୋର୍ଟ ବା…

SCO photo: ମଞ୍ଚରେ ମୋଦି-ଜିନପିଙ୍ଗଙ୍କ ଚିଟଚାଟ୍, ପୁଟିନଙ୍କ ପଛେ ପଛେ ଧାଇଁଲେ ଶରିଫ… SCO ଫଟୋ ଅପ୍‌ ପରେ ଭାଇରାଲ୍‌…

ନୂଆଦିଲ୍ଲୀ: କିର୍ଗିଜସ୍ତାନର ରାଜଧାନୀ ବିଶ୍କେକ୍‌ରେ ଚାଲିଥିବା ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ବିଶ୍ୱନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଗ୍ରୁପ୍‌ ଫଟୋ ପୂର୍ବରୁ ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ…

ଚିନି ଡିଲରଙ୍କ ପାଇଁ ନୂଆ କଟକଣା: ସେପ୍ଟେମ୍ବର ୧୫ରୁ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଷ୍ଟକ୍ ରଖିବା ଉପରେ ବାରଣ

ଭୁବନେଶ୍ୱର: ରାଜ୍ୟରେ ଏବେ ଚିନି ଦର ଆକାଶଛୁଆଁ ହେବାରେ ଲାଗିଛି । ଖୁଚୁରା ବଜାରରେ କିଲୋପ୍ରତି ଦର ୭୦ ଟଙ୍କା ଛୁଇଁବା ସାଧାରଣ ଖାଉଟିଙ୍କ ଚିନ୍ତାକୁ ବହୁଗୁଣିତ କରିଦେଇଛି । ଏଭଳି ସ୍ଥିତିରେ ଦରଦାମ୍ ନିୟନ୍ତ୍ରଣ ଏବଂ ବ୍ୟାପକ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ କଡ଼ା…

SC Cancels FIRs: ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ରୁଜୁ FIR ରଦ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: NEET ପେପର୍ ଲିକ୍‌କୁ ନେଇ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ ନିଜର…

ନେପାଳର ଭୟଙ୍କର ବନ୍ୟା; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟାକୁ ଅନେକ ଦିନ ବିତିଗଲାଣି କିନ୍ତୁ ଏବେ ବି ବିପର୍ଯ୍ୟୟ ଛାତି ଥରାଇ ଦେଉଛି। ଭଗ୍ନାବଶେଷ ମଧ୍ୟରେ ଫସିଥିବା ଲୋକଙ୍କ ପାଇଁ ଖୋଜାଖୋଜି ଏବେ ବି ଜାରି ରହିଛି। ପ୍ରାୟ ୪୦୦୦ ଲୋକ ନିଖୋଜ ଅଛନ୍ତି, ଏବଂ ପ୍ରାୟ ୯୮୭ ମୃତଦେହ ଉଦ୍ଧାର କରାଯାଇଛି। ତେବେ…

India’s GDP: ତେଲ ସଙ୍କଟ ମଝିରେ କେମିତି ଏତେ ବଢିଗଲା ଭାରତର ଅର୍ଥନୀତି? ୭.୮% ଅଭିବୃଦ୍ଧି ପଛରେ ରହିଛି ଏହି…

ନୂଆଦିଲ୍ଲୀ: ତେଲ ଦରରେ ଭୟଙ୍କର ବୃଦ୍ଧି, ହର୍ମୁଜ୍ ପ୍ରଣାଳୀରେ ସଙ୍କଟ ଏବଂ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଏତେ ସବୁ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ଅର୍ଥନୀତି ଏପ୍ରିଲ-ଜୁନ୍ ୨୦୨୬ ତ୍ରୈମାସିକରେ ୭.୮% ବଢ଼ିଛି। ଏହି ଅଭିବୃଦ୍ଧି ଅର୍ଥନୀତିବିଦ୍‌ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ତଥ୍ୟ…

S-400: ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନକୁ କନ୍ଦାଇଥିଲା…ପୁଣି ବଡ଼ ଡିଲ୍ କରିବ ଭାରତ! ରୁଷିଆ ଦେଲା ୫…

ନୂଆଦିଲ୍ଲୀ: ମୋଦୀଙ୍କ ଆଗରେ ବଡ ପ୍ରସ୍ତାବ ରଖିଲେ ପୁଟିନ୍! ଭାରତ ଆସିପାରେ ଆହୁରି S-400! ଯାହାର ପ୍ରହାର ପାକିସ୍ତାନକୁ କନ୍ଦାଇଥିଲା… ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତର ଏୟାର ଡିଫେନ୍ସ କ୍ଷମତାର ଦମ୍ ଦେଖିଥିଲା ପାକିସ୍ତାନ। ଏବେ ଏହି ଶକ୍ତିକୁ ଆହୁରି ମଜବୁତ କରିବାକୁ ଭାରତ…

GDP growth: ୭.୮% GDP ବୃଦ୍ଧିକୁ ନେଇ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ‘ମିଛର ପ୍ରତିଧ୍ୱନି’ ନେଇ ବିରୋଧୀଙ୍କୁ…

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଆସିଛି ଏକ ବଡ଼ ଖବର। ୨୦୨୬-୨୭ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସିକରେ ଦେଶର GDP ବୃଦ୍ଧି ହାର ୭.୮ ପ୍ରତିଶତ ରହିଛି। ଏହି ଆର୍ଥିକ ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଅର୍ଥନୀତିକୁ…

ହସ୍ପିଟାଲରେ ଭର୍ତ୍ତି ସାମାଜିକ କର୍ମୀ ଆନ୍ନା ହଜାରେ

ମୁମ୍ବାଇ: ପ୍ରଖ୍ୟାତ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ବମ୍ବେ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ସୂତ୍ର ଅନୁସାରେ, ୮୭ ବର୍ଷୀୟ ଆନ୍ନା ହଜାରେ ପ୍ରଥମେ ତାଙ୍କ ଜନ୍ମସ୍ଥାନ ରାଲେଗାନ ସିଦ୍ଧି…

ପୁଣି ବଢିଲା CNG ଓ PNG ଦର

ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ବଢିଲା CNG ଓ PNG ଦର। ମହାନଗର ଗ୍ୟାସ ଲିମିଟେଡ୍ (MGAL) ଏବଂ ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍ (MR) ମଧ୍ୟ ଏହାର ମୂଲ୍ୟ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଇନପୁଟ୍ ଖର୍ଚ୍ଚକୁ ଉଦ୍ଧୃତ କରି କମ୍ପାନୀଗୁଡ଼ିକ CNG ମୂଲ୍ୟ ୨ ଟଙ୍କା ଏବଂ…