Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ

ମୁମ୍ବାଇ: ବାଳିକା ବଧୂ ଫେମ୍ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲ।। ୧୦ ବର୍ଷ ପରେ ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ । ପ୍ରତ୍ୟୁଷା ଆତ୍ମହତ୍ୟା ମାମଲାରେ ସେତେବେଳର ତାଙ୍କ ପୁରୁଷବନ୍ଧୁ ଅଭିନେତା ତଥା ପ୍ରଯୋଜକ ରାହୁଲ ରାଜ୍ ସିଂହଙ୍କୁ ମୁକ୍ତ କରିଛନ୍ତି ବମ୍ବେ…

UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍‌-କାର୍ଡକୁ ଫେରିବେ ୭୬%!

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ଆସିଛି ବଡ଼ ଖବର। ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ ପେମେଣ୍ଟରେ ୦.୪% MDR ଲାଗୁ ହେବାକୁ ଥିବା ବେଳେ, ଏହି ଚାର୍ଜ ଗ୍ରାହକଙ୍କ ଉପରେ ପଡ଼ିଲେ ଲୋକେ UPI ବଦଳରେ କ୍ୟାସ୍ ଓ କାର୍ଡ ବ୍ୟବହାର କରିପାରନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି।…

US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ

ଆମେରିକା: ଦୁଇଟି ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡ ପ୍ରୟାସରୁ ବଂଚିଗଲେ ଆମେରିକାର ମୃତ୍ୟୁଦଣ୍ଡ ପାଇଥିବା କଏଦୀ । ପ୍ରଥମ ଟେନେସି ମହିଳା କ୍ରିଷ୍ଟା ପାଇକ୍ ମୃତ୍ୟୁଦଣ୍ଡ ପାଇଁ ଦିଆଯାଇଥିବା ଦୁଇଟି ଘାତକ ଇଂଜେକ୍ସନ ପରେ ବି ବଂଚିଯାଇଥିବାରୁ ତାଙ୍କୁ ମେଡିକାଲରେ ଭତି ର୍ କରାଯାଇଛିି । ଏକ…

UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର

ଉତ୍ତରପ୍ରଦେଶ : ଧର୍ମସ୍ଥଳ ଲୋଭରେ ଅଧର୍ମୀ ପାଲଟିଯାଉଛି ମଣିଷ । ଠାକୁରଙ୍କ ନାଁରେ ଜୀବନ ନେବାକୁ ବି ପଛାଉନିା ୟୁପି ଶାହାଜାହାନପୁରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡିଦେଲା ଦୁର୍ବୃତ୍ତ । ଅଭିଯୁକ୍ତ ସୁମିତ ସିଂକୁ ଗିରଫ କରି…

ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…

ନୂଆଦିଲ୍ଲୀ: ୨୦୨୬ ମସିହାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାହାର ଜାରି ରଖିଛି। ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିସାରିଛି। ତଥାପି, ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ କିଛି ଦିନ…

Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍‌…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ: ମନେ ରଖନ୍ତୁ ତାଙ୍କ ନାଁ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାରତୀୟ ପାଇଲଟଙ୍କ ଉପରେ ପ୍ରଶଂସାର ବର୍ଷା କଲେ ଇସ୍ରାଏଲ ନାଗରିକ । କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାର, ଫ୍ଲାଇଦୁବାଇ ବିମାନର କକ୍‌ପିଟ୍‌ରେ ଘଟିଥିବା ଭୟଙ୍କର ଘଟଣା ପରେ ଏବେ ଇସ୍ରାଏଲ୍‌ର ସୋସିଆଲ ମିଡିଆରେ ଏହି…

Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର…

ନୂଆଦିଲ୍ଲୀ: ମୃତ୍ୟୁମୁହଁରୁ ଯାତ୍ରୀଙ୍କୁ ଟାଣିଆଣିଲେ ପ୍ଲମ୍ବର! ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବର୍ତ୍ତାଇଦେଲେ! କୁଣ୍ଡାଇ ପାକାଇଲେ ପ୍ରଧାନମନ୍ତ୍ରୀ! ମଝି ଆକାଶରେ ଘଟିଲା ଛାତିଥରା ଘଟଣା । ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିଲା ବିମାନ । ସବୁକିଛି…

ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା

ନୂଆଦିଲ୍ଲୀ: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଏକ କଥିତ ଆକ୍ରମଣକୁ ବିଫଳ କରିଥିବା ଭାରତୀୟ ପାଇଲଟ୍ ସ୍ମିତ୍ ମାଛରଙ୍କୁ ବ୍ୟାପକ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସାହସିକତାକୁ ପ୍ରଶଂସା କରି ତାଙ୍କୁ ହିରୋ ବୋଲି କହିଥିଲେ। ଟ୍ରମ୍ପ ଏବଂ ନେତାନ୍ୟାହୁ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଆଜିଠାରୁ ଅକ୍ଟୋବର ମାସ ଆରମ୍ଭ ହେଉଛି। ପାର୍ବଣ ପୂର୍ବରୁ ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୬୨.୫୦ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ସହିତ ଦିଲ୍ଲୀରେ ଏକ ସିଲିଣ୍ଡରର ମୂଲ୍ୟ ୨,୮୧୦ ହୋଇଛି। କିନ୍ତୁ ଘରୋଇ ସିଲିଣ୍ଡରର…

ଗୁଆହାଟୀ ପିଚ୍‌ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”

ଆସାମ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ରନ୍‌ର ବନ୍ୟା ଦେଖିବାକୁ ମିଳିଛି। ଗୁଆହାଟୀର ବାର୍ଷାପାରା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୋଟ ୮୧୧ ରନ୍ ସଂଗ୍ରହ ହୋଇଥିଲା। ଭାରତ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟକୁ ମାତ୍ର ୪୩.୩ ଓଭରରେ…