Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯେଉଁଠି ଧର୍ଯ୍ୟ ଶେଷ, ସେଠି ଚାଲେ ପର୍ଶୁରାମଙ୍କ ଫାର୍ସା; ଦମଦାର ପୋଷ୍ଟର ଦେଖି ଫ୍ୟାନ୍ସ… 

ନୂଆଦିଲ୍ଲୀ: "ମହାବତାର ନରସିଂହ" ପରେ ହୋମ୍ବାଲେ ଫିଲ୍ମସ୍ ଏବଂ କଲିମ୍ ପ୍ରଡକ୍ସନ୍ ଏବେ ସାତ ଭାଗ ବିଶିଷ୍ଟ ମହାବତାର ସିନେମାଟିକ୍ ୟୁନିଭର୍ସର ଦ୍ୱିତୀୟ ଭାଗ "ମହାବତାର ପର୍ଶୁରାମ" ଆଣିଛନ୍ତି। ନିର୍ମାତାମାନେ ଏକ ରୋମାଞ୍ଚକର ପୋଷ୍ଟର ସହିତ ଫିଲ୍ମର ପ୍ରଥମ ଝଲକ ସେୟାର କରିଛନ୍ତି। ଯାହା ଖୁବ୍…

ଦିଦିଙ୍କ ଗଡ଼ରେ ୧୦ ଟଙ୍କାରେ ଏଭଳି କାମ କଲେ ପ୍ରଧାନମନ୍ତ୍ରୀ ମୋଦି

ଝାରଗ୍ରାମ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ରବିବାର ଝାରଗ୍ରାମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଡି ଦୋକାନରେ ଅଟକିଥିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାଫଲା ଅଟକିବା ମାତ୍ରେ ସେଠାରେ ଏକ ବଡ଼ ଭିଡ଼…

ବାଣ କାରଖାନାରେ ବିସ୍ଫୋରଣ; ୧୮ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ରବିବାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ କାରଖାନାରେ ୩୦ ଜଣ ଶ୍ରମିକ କାମ କରୁଥିଲେ। ୬ ଜଣ ଗୁରୁତର ଆହତ ହୋଇଥିଲେ, ଯେଉଁଥିରେ ୩ ଜଣ ମହିଳା ମଧ୍ୟ ଥିଲେ…

ସଙ୍ଗୀନ ଅଭିଯୋଗ, ଏପଷ୍ଟାଇନ୍ ଫାଇଲ୍ସରୁ ଧ୍ୟାନ ହଟାଇବାକୁ ଯୁଦ୍ଧ କରୁଛନ୍ତି ଟ୍ରମ୍ପ…

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବେ ଶକ୍ତିର ଏକ ବିପଜ୍ଜନକ ଯୁଦ୍ଧରେ ପରିଣତ ହୋଇଛି। ଯେଉଁଠାରେ ପରିସ୍ଥିତି ଦିନକୁ ଦିନ ଉତ୍ତେଜନା ପୂର୍ଣ୍ଣ ହେବାରେ ଲାଗିଛି। ଇରାନ ସହିତ ଆମେରିକା-ଇସ୍ରାଏଲ ବିବାଦ ସମଗ୍ର ବିଶ୍ୱକୁ ଚିନ୍ତିତ କରିଛି। ଏହି ଅଶାନ୍ତି ମଧ୍ୟରେ ଆମେରିକୀୟ…

ସ୍ମାର୍ଟଫୋନରେ ଆଧାର ଆପ୍ ବାଧ୍ୟତାମୂଳକ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ଭାରତରେ ବିକ୍ରି ହେଉଥିବା ସ୍ମାର୍ଟଫୋନରେ ଆଧାର ଆପ୍ ପ୍ରି-ଇନଷ୍ଟଲେସନ୍ ବାଧ୍ୟତାମୂଳକ କରିବା ପାଇଁ ଏକ ପ୍ରସ୍ତାବ କିମ୍ବା ଯୋଜନାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି । ଭାରତ ସରକାର ପୂର୍ବରୁ ପ୍ରତ୍ୟେକ ଫୋନରେ ଆଧାର ଆପ୍ ପ୍ରି-ଇନଷ୍ଟଲେସନ୍ କରିବାକୁ ଯୋଜନା କରିଥିଲେ ।…

Americans detained at Srinagar: ବିମାନବନ୍ଦରରେ ଲଗେଜରୁ ମିଳିଲା ସାଟେଲାଇଟ୍ ଫୋନ୍; ୨ ଆମେରିକୀୟ ଅଟକ

ଶ୍ରୀନଗର:ଶ୍ରୀନଗର ବିମାନବନ୍ଦରରେ ଦୁଇଜଣ ଆମେରିକୀୟ ନାଗରିକଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦର ସୁରକ୍ଷା କର୍ମଚାରୀମାନେ ନିୟମିତ ଯାଞ୍ଚ ସମୟରେ ସେମାନଙ୍କ ଲଗେଜରୁ ଏକ ନିଷିଦ୍ଧ ଗାର୍ମିନ୍(Garmin) ସାଟେଲାଇଟ୍ ଫୋନ୍/ଟ୍ରାକର ପାଇଥିଲେ। ଜଣେ ନାଗରିକଙ୍କୁ ଜେଫ୍ରି ସ୍କଟ୍ ପ୍ରାଥର ଭାବରେ…

ମମତା ବାନାର୍ଜୀଙ୍କ ପୂର୍ବତନ ମନ୍ତ୍ରୀ ଦିନେଶ ତ୍ରିବେଦୀ ହେବେ ବାଂଲାଦେଶର ନୂଆ ହାଇକମିଶନର

ନୂଆଦିଲ୍ଲୀ: ଭାରତ ସରକାର ଦିନେଶ ତ୍ରିବେଦୀଙ୍କୁ ବାଂଲାଦେଶର ନୂତନ ହାଇକମିଶନର ଭାବରେ ନିଯୁକ୍ତ କରିଛନ୍ତି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ବାଂଲାଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଏବଂ ଉଭୟ ଦେଶ ଏକ ସନ୍ତୁଳିତ ଏବଂ ଦୃଢ଼ ସମ୍ପର୍କ…

ହିମାଚଳ ବିଧାନସଭାରେ ମହିଳା ବିଧାୟକଙ୍କ ସମ୍ପର୍କରେ କଙ୍ଗନାଙ୍କ ବୟାନକୁ ନେଇ ବିବାଦ, ହାସ୍ୟସ୍ପଦ ଓ ଭିତ୍ତିହୀନ…

ସିମଲା: ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ସଂସଦରେ ମହିଳା ସଶକ୍ତିକରଣ ଉପରେ ଏକ ବିବୃତ୍ତି ବିବାଦ ସୃଷ୍ଟି କରିଛି । ଲୋକ ନିର୍ମାଣ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତାଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ତଥ୍ୟହୀନ ଏବଂ "ହାସ୍ୟାସ୍ପଦ" ବୋଲି କହିଛନ୍ତି ।…

ଇସ୍ରାଏଲର ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କଲେ ସାଉଦି ଆରବ ଏବଂ ମିଶର ସମେତ ୧୬ ଦେଶ

ଜେରୁଜେଲମ: ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତି ଉପରେ ସାଉଦି ଆରବ ସମେତ ଅନେକ ଆରବ ଏବଂ ମୁସଲିମ ଦେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତିକୁ "ଭୁଲ"…

ଗୋଆର ସାଧ୍ବୀ ସେଲ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬’

ଭୁବନେଶ୍ୱର: ଗୋଆର ସାଧ୍ବୀ ସେଲ୍ ଫେମିନା ମିସ୍ ଇଣ୍ଡିଆ ୱର୍ଲ୍ଡ ୨୦୨୬ର ମୁକୁଟ ଜିତିଛନ୍ତି। ଏହା ସହିତ ସେ ଆଗାମୀ ମିସ୍ ୱର୍ଲ୍ଡ ପ୍ରତିଯୋଗିତାରେ ଭାରତଙ୍କୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ମହାରାଷ୍ଟ୍ରର ରଜନନ୍ଦିନୀ ପାୱାର ପ୍ରଥମ ରନର୍-ଅପ୍ ଏବଂ ଶ୍ରୀ ଅଦ୍ୱୈତା…