Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହର୍ମୁଜରେ ଉତ୍ତେଜନା ବୃଦ୍ଧି; ଫେରି ଆସିଲା ୨ଟି ଭାରତୀୟ ଟ୍ୟାଙ୍କର

ନୂଆଦିଲ୍ଲୀ: ହର୍ମୁଜରେ ବୃଦ୍ଧି ପାଉଛି ଉତ୍ତେଜନା । ଇରାନର କାର୍ଯ୍ୟାନୁଷ୍ଠାନ କାରଣରୁ ଭାରତୀୟ ଜାହାଜଗୁଡ଼ିକୁ ଫେରିଆସିବାକୁ ପ଼ଡିଛି । ଭାଗ୍ୟଲକ୍ଷ୍ମୀ ସମେତ ୨ ଭାରତୀୟ ଟ୍ୟାଙ୍କରକୁ ଆଗକୁ ବଢ଼ିବାରୁ ବାରଣ କରିଥିଲା ଇରାନ । ଫଳରେ ଭାରତୀୟ ଟ୍ୟାଙ୍କର ସେଠାରୁ ଫେରିଆସିଛି ବୋଲି ଜଣାପଡ଼ିଛି…

Earthquake In Japan:ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ:ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ସୁନାମି ପାଇଁ ଚେତାବନୀ ଜାରି କରାଯାଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ସୈନରିକୁ ଉପକୂଳରୁ ପ୍ରାୟ ଶହେ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଭୂମିକମ୍ପର ଗଭୀରତା ଦଶ…

ମହିଳା ସଂରକ୍ଷଣ ବିଲ୍‌ ଆଳରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବିଜେପି: କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ନହେବା ପରେ, ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ବିଜେପି ଏହି ପ୍ରସଙ୍ଗକୁ ଜନସାଧାରଣଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ ବିଲ୍ ବିଫଳତାରେ ଉତ୍ସାହିତ…

ପ୍ରଧାନମନ୍ତ୍ରୀ ମୋଦି-ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସାକ୍ଷାତ, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉପରେ…

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜାତୀୟ ରାଜଧାନୀରେ ଲି ଜେ-ମ୍ୟୁଙ୍ଗଙ୍କୁ ଭବ୍ୟ…

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ; ଚାଲିଗଲା ୧୫ ଜଣଙ୍କ ଜୀବନ, ଅନେକ ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀରର ଉଧମପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଉଧମପୁରର ରାମନଗରର କାଗୋତ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି ଏବଂ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ, ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର…

ପାକିସ୍ତାନୀ ଯୁଦ୍ଧ ବିମାନ ମୁତୟନ ମଧ୍ୟରେ କାହିଁକି ସାଉଦି ଆରବ ଗସ୍ତ କଲେ ଭାରତର ‘ଜେମ୍ସ ବଣ୍ଡ’?

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବକୁ ଅଚାନକ ଗସ୍ତ କରିଛନ୍ତି। ଯେଉଁଠାରେ ସେ ଶୀର୍ଷ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସହଯୋଗର ବିଭିନ୍ନ କ୍ଷେତ୍ର ସମୀକ୍ଷା କରାଯାଇଥିଲା ଏବଂ ଏହି ଅଞ୍ଚଳର…

୬ ଘଣ୍ଟାର ଚେତାବନୀ, ତା’ପରେ ଗୁଳିଚାଳନା…ଇରାନୀ ଜାହାଜ ଟୌସ୍କା କିପରି ଆମେରିକା ହେପାଜତକୁ ଆସିଲା?

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି । ଆମେରିକା ବଡ଼ ଇରାନୀ କଣ୍ଟେନର ଜାହାଜ ଟୁସ୍କାକୁ ନିଜ କବଜାକୁ ନେଇଛି । ଏହି କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିକୁ ବିପଦରେ ପକାଇଛି । ଆମେରିକୀୟ ସେନା ଅନୁଯାୟୀ,…

ଆମେରିକାରେ ପୁଣି ଫୁଟିଲା ଗୁଳି, ୮ ଜଣ ଶିଶୁଙ୍କୁ ହତ୍ୟା…

ଓ୍ବାଶିଂଟନ୍: ଆମେରିକାର ଲୁଇସିୟାନାରେ ଗୁଳିକାଣ୍ଡ ଘଟିଛି । ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ ଅନୁଯାୟୀ, ଆକ୍ରମଣ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଛି । ପୋଲିସ କହିଛି ଯେ ସନ୍ଦିଗ୍ଧ ଆକ୍ରମଣକାରୀ, ଯାହାର ପରିଚୟ ତୁରନ୍ତ ପ୍ରକାଶ କରାଯାଇ ନାହିଁ, ଘଟଣା ପରେ…

ଇଟାଲୀର ଏକ ଗୁରୁଦ୍ୱାର ବାହାରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା; ଆକ୍ରମଣକାରୀ ଫେରାର

ନୂଆଦିଲ୍ଲୀ:ଇଟାଲୀରେ ଦୁଇ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଇଟାଲୀର କୋଭୋ ସହରରେ ଘଟିଛି। ଇଟାଲୀର ଏକ ଗୁରୁଦ୍ୱାରରୁ ବାହାରିବା ସମୟରେ ଦୁଇଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇଟାଲୀର ବର୍ଗାମୋ ପ୍ରଦେଶର କୋଭୋ ସହରରେ…

ଯେଉଁଠି ଧର୍ଯ୍ୟ ଶେଷ, ସେଠି ଚାଲେ ପର୍ଶୁରାମଙ୍କ ଫାର୍ସା; ଦମଦାର ପୋଷ୍ଟର ଦେଖି ଫ୍ୟାନ୍ସ… 

ନୂଆଦିଲ୍ଲୀ: "ମହାବତାର ନରସିଂହ" ପରେ ହୋମ୍ବାଲେ ଫିଲ୍ମସ୍ ଏବଂ କଲିମ୍ ପ୍ରଡକ୍ସନ୍ ଏବେ ସାତ ଭାଗ ବିଶିଷ୍ଟ ମହାବତାର ସିନେମାଟିକ୍ ୟୁନିଭର୍ସର ଦ୍ୱିତୀୟ ଭାଗ "ମହାବତାର ପର୍ଶୁରାମ" ଆଣିଛନ୍ତି। ନିର୍ମାତାମାନେ ଏକ ରୋମାଞ୍ଚକର ପୋଷ୍ଟର ସହିତ ଫିଲ୍ମର ପ୍ରଥମ ଝଲକ ସେୟାର କରିଛନ୍ତି। ଯାହା ଖୁବ୍…