Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

G-20ରେ ଗଢା ହେଲା ତ୍ରିଶକ୍ତି; ‘ଭାରତ, କାନାଡା ଏବଂ ଅଷ୍ଟ୍ରେଲିଆ ଆଗାମୀ ପିଢ଼ିର ଭବିଷ୍ୟତ…’, କହିଲେ ମୋଦି…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଲିଥିବା G-20 ଶିଖର ସମ୍ମିଳନୀରେ, ଭାରତ ଏକ ପ୍ରମୁଖ ସହଭାଗୀତା ଘୋଷଣା କରିଛି, ଯାହା କାନାଡା ସହିତ ସମ୍ପର୍କରେ ଏକ ନୂତନ ଆରମ୍ଭ। ଏହି ସହଭାଗୀତାରେ ଭାରତ ଏବଂ କାନାଡା ସହିତ ଅଷ୍ଟ୍ରେଲିଆ ବି ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Macron Meet Modi: “ବନ୍ଧୁତା ଅମର ରହୁ…”, G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ: G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ବୈଠକ ବିଶେଷ ଥିଲା। ଦୁଇ ନେତା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ G20 ଶିଖର ସମ୍ମିଳନୀର…

‘White collar’ terror case: ‘ହ୍ୱାଇଟ୍ କଲର ଆତଙ୍କବାଦୀ ମଡ୍ୟୁଲ୍’ମାମଲାରେ ଆଉ ଜଣେ ଅଭିଯୁକ୍ତକୁ…

ଶ୍ରୀନଗର:'ହ୍ୱାଇଟ୍ କଲର' ଆତଙ୍କବାଦୀ ମଡ୍ୟୁଲ୍ ଏବଂ ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାର ତଦନ୍ତ ସହିତ ଜଡିତ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଜମ୍ମୁ ଏବଂ କାଶ୍ମୀର ପୋଲିସର ରାଜ୍ୟ ତଦନ୍ତ ସଂସ୍ଥା (SIA) ଶନିବାର ଦିନ ଏକ "ହ୍ୱାଇଟ୍ କଲର ଆତଙ୍କୀ ମଡ୍ୟୁଲ୍" ମାମଲାରେ…

ଟ୍ରେନରେ ଜଣେ ମହିଳା ଇଲେକ୍ଟ୍ରିକ୍ କେଟିଲରେ ପ୍ରସ୍ତୁତ କଲେ ମ୍ୟାଗି, ଭିଡିଓ ଭାଇରାଲ ପରେ ରେଳବାଇ…

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଅଜବ ଗଜବ ହରକତ ସାମ୍ନାକୁ ଆସିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଏସି କୋଚରେ ମୋବାଇଲ ଚାର୍ଜିଂ ପଏଣ୍ଟରେ ଇଲେକ୍ଟ୍ରିକ୍ କେଟିଲ୍ ଲଗାଇ ମହିଳା ଜଣକ ମ୍ୟାଗି ତିଆରି କରୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ…

ଜୋହାନ୍ସବର୍ଗରେ ଜି-20 ଶିଖର ସମ୍ମିଳନୀରେ ମୋଦୀଙ୍କ ପ୍ରଭାବଶାଳୀ ଭାଷଣ, ‘ବସୁଧୈବ କୁଟୁମ୍ବକମ୍’, ଉପରେ…

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶକ୍ତିଶାଳୀ ଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରି ତାଙ୍କ ଭାଷଣ ଆରମ୍ଭ କରିଥିଲେ । ମହାତ୍ମା…

ଘର ଭିତରର ପବନ ବି ଖତରନାକ୍ ! ରିସର୍ଚ୍ଚରୁ ଜଣାପଡ଼ିଲା ଆଶ୍ଚର୍ଯ୍ୟକର କଥା

ନୂଆଦିଲ୍ଲୀ: ଆଜିକାଲି ବାହାରେ ପ୍ରଦୂଷଣ ଏତେ ବଢ଼ିଯାଇଛି ଯେ ଅଧିକାଂଶ ଲୋକ ଭାବନ୍ତି, ଘର ଭିତରେ ରହିଲେ ନିଶ୍ଚୟ ନିରାପଦ ବାୟୁ ପାଇବେ। କିନ୍ତୁ ବାସ୍ତବ ଠିକ୍ ଉଲଟା! ବିଟ୍ସ ପିଲାନୀ, ଆଇଆଇଟି ଯୋଧପୁର ଓ ଏନଆଇଟି ୱାରଙ୍ଗଲର ବୈଜ୍ଞାନିକମାନେ ନିକଟରେ କରିଥିବା ଏକ ଗବେଷଣାରେ ଚକିତ…

୧୯୯୫ରେ ଭାରତକୁ ଆସିଲା ପ୍ରଥମ ଇଣ୍ଟରନେଟ, ଏହା ପୂର୍ବରୁ କେମିତି ଚାଲୁଥିଲା ISRO?

ନୂଆଦିଲ୍ଲୀ: ଭାରତ ୧୯୪୭ରେ ସ୍ୱାଧୀନତା ପାଇବା ପରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଯୋଗାଯୋଗ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି। ସେତେବେଳେ ଦେଶରେ କମ୍ପ୍ୟୁଟର ନଥିଲା, ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ନଥିଲା, ଅନ୍ତରୀକ୍ଷ ପ୍ରଯୁକ୍ତିବିଦ୍ୟା ତ ଦୂରର କଥା। କିନ୍ତୁ ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ…

ଦୁନିଆର ସବୁଠୁ ଆଶ୍ଚର୍ଯ୍ୟ ଜୀବ, ଲକ୍ଷେ ବର୍ଷ ଏହାର ଆୟୁଷ

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଅନେକ ଜୀବ ଲମ୍ବା ଆୟୁଷ ପାଇଁ ପ୍ରସିଦ୍ଧ, କିନ୍ତୁ ସମୁଦ୍ରର ଗଭୀର ଅଞ୍ଚଳରେ ରହୁଥିବା ଏକ ନୂଆଁ ଛୋଟ ଜେଲିଫିସ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହାର ନାମ ହେଉଛି Turritopsis dohrnii, ଯାହାକୁ ସାଧାରଣ ଭାଷାରେ ‘ଅମର ଜେଲିଫିସ୍‌’ ବା ‘Immortal…

Maoists Surrender: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୩୭ ମାଓବାଦୀଙ୍କ ସାମୂହିକ ଆତ୍ମସମର୍ପଣ

ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଆତ୍ମସମର୍ପଣ କଲେ ୩୭ ମାଓବାଦୀ । ନିଷିଦ୍ଧ ସିପିଆଇ (ମାଓବାଦୀ)ର ୩୭ ଜଣ ଅଣ୍ଡରଗ୍ରାଉଣ୍ଡ କ୍ୟାଡର, ଯେଉଁଥିରେ ତିନି ଜଣ ରାଜ୍ୟ କମିଟି ସଦସ୍ୟ (ଏସସିଏମ) ମଧ୍ୟ ସାମିଲ ଥିଲେ, ଶୁକ୍ରବାର ଦିନ…

UPI-TIPS Link: RBIର ବଡ଼ ପଦକ୍ଷେପ; ଭାରତ ଏବଂ ୟୁରୋପ ମଧ୍ୟରେ ଡିଜିଟାଲ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ:ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ଯୋଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତର ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) ଖୁବ୍ ଶୀଘ୍ର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଟାର୍ଗେଟ୍ ଇନଷ୍ଟାଣ୍ଟ ପେମେଣ୍ଟ ସେଟେଲମେଣ୍ଟ…