Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରମ୍ପଙ୍କ ହାତ ଛାଡ଼ିଲେ ବ୍ରିଟେନ-ଫ୍ରାନ୍ସ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରାଜନୀତିରୁ ଆସୁଛି ଏକ ବଡ଼ ଖବର। ଇରାନ ଏବଂ ହର୍ମୁଜ ଷ୍ଟ୍ରେଟ୍ କୁ ନେଇ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବଢୁଛି ଦୂରତା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାକାବନ୍ଦୀ ଯୋଜନାକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି ବ୍ରିଟେନ ଏବଂ ଫ୍ରାନ୍ସ। ସାମୁଦ୍ରିକ…

ପ୍ରାୟ ୪୦ ମିନିଟ୍ ଧରି କଥା ହେଲେ ମୋଦି-ଟ୍ରମ୍ପ, ହର୍ମୁଜକୁ ନେଇ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ଆମେରିକା ଦ୍ୱାରା ହର୍ମୁଜ୍ ପ୍ରଣାଳୀ ଅବରୋଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ହୋଇଛି । ଏହା ଦ୍ୱିତୀୟ ଥର…

ପୁଣି ଆମେରିକା-ଇରାନ ମଧ୍ୟରେ ଇସଲାମାବାଦରେ ହେବ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯୁଦ୍ଧ ପୁଣି ଥରେ ଆରମ୍ଭ ହେବ କି ନାହିଁ । ଏହା ଅସମ୍ଭବ ମନେ ହେଉଛି, କାରଣ ଅସ୍ତ୍ରବିରତି ଏପ୍ରିଲ ୨୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ଏବଂ ପାକିସ୍ତାନ…

ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ; ୯ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ର ଶକ୍ତି ଜିଲ୍ଲାର ବେଦାନ୍ତ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ନରେ ଏକ ବଏଲର ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଅଧୀକ୍ଷକ ପ୍ରଫୁଲ୍ଲ ଠାକୁର ଏନେଇ ସ୍ପଷ୍ଟ କରିଛନ୍ତି। ସୂଚନା ଅନୁଯାୟୀ ଘଟଣାସ୍ଥଳରେ ତିନି ଜଣ…

ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ, କାଲି ଶପଥ ଗ୍ରହଣ

ପାଟଣା: ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଯାହା ପରେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଆଉ ଏବେ ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ସେ ଆସନ୍ତାକାଲି ଅର୍ଥାତ୍…

ନୋଏଡା ହିଂସାରେ ପାକିସ୍ତାନ କନେକ୍ସନ, ୩୦୦ ଗିରଫ

ନୂଆଦିଲ୍ଲୀ: ସୋମବାର ଦିନ ନୋଏଡାରେ ଶ୍ରମିକଙ୍କ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଶୀଘ୍ର ହିଂସାତ୍ମକ ରୂପ ନେଇଥିଲା। ହିଂସା ପରେ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ଶ୍ରମିକମାନେ ହରିୟାଣା ପରି ୩୫ ପ୍ରତିଶତ ମଜୁରୀ ବୃଦ୍ଧି ଦାବି କରୁଥିଲେ। କିନ୍ତୁ,…

ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ। ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍‌ ନେଇ ପ୍ରସ୍ତାବ। କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ସିଟ୍‌ ସଂରକ୍ଷିତ ରହିବ। ୨୦୨୯ ସାଧାରଣ ନିର୍ବାଚନ ବେଳକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆସିଲା ଡ୍ରାଫ୍ଟ ବିଲ୍‌…

ଏହି ୟୁରୋପୀୟ ଦେଶରେ ସରକାର ପରିବର୍ତ୍ତନ ହେଲେ ଆମେରିକା, ରୁଷକୁ ଏବଂ ଭାରତକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ହଙ୍ଗେରୀରେ ବହୁ ପ୍ରତୀକ୍ଷିତ କ୍ଷମତା ପରିବର୍ତ୍ତନ ହୋଇଛି। ସାଧାରଣ ନିର୍ବାଚନରେ, ପିଟର ମୈଗ୍ୟାରଙ୍କ ଟିସ୍ଜା ପାର୍ଟି ଭିକ୍ଟର ଅରବାନଙ୍କ ଫିଡେଜ୍ ପାର୍ଟିକୁ ପରାସ୍ତ କରିଛି। ମାଗ୍ୟାରଙ୍କ ଦଳ ଦୁଇ-ତୃତୀୟାଂଶ ବହୁମତ ହାସଲ କରିଛି। ହଙ୍ଗେରୀରେ ସରକାର ପରିବର୍ତ୍ତନ କେବଳ ଆମେରିକା…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯାହାକୁ ନେଇ ବିହାର ରାଜନୀତିରେ ହଟଚମଟ ଦେଖାଦେଇଛି। ଏବେ ପ୍ରଶ୍ନ ଉଠୁଛି ନୀତିଶ ତାଙ୍କ ଉତ୍ତରାଧିକାରୀ ଭାବରେ କାହାକୁ ବାଛିବେ। ଯାହାକୁ ନେଇ କଳ୍ପନାଜଳ୍ପନା…

ନୋଏଡାରେ ଶ୍ରମିକଙ୍କ ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ: ମନ୍ତ୍ରୀ

ନୋଏଡା: ଉତ୍ତର ପ୍ରଦେଶ ନୋଏଡାରେ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ଦାବିରେ ହୋଇଥିବା ପ୍ରତିବାଦ ହିଂସାତ୍ମକ ହେଉଛି। ତେବେ ଏହି ଘଟଣାରେ ପାକିସ୍ତାନ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏବେ ସକ୍ରିୟ ହୋଇ ସମସ୍ତ ଦିଗକୁ ତଦନ୍ତ କରୁଛନ୍ତି। ଏଥିରେ ଷଡ଼ଯନ୍ତ୍ର ଥିବା…