Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯାହାକୁ ନେଇ ବିହାର ରାଜନୀତିରେ ହଟଚମଟ ଦେଖାଦେଇଛି। ଏବେ ପ୍ରଶ୍ନ ଉଠୁଛି ନୀତିଶ ତାଙ୍କ ଉତ୍ତରାଧିକାରୀ ଭାବରେ କାହାକୁ ବାଛିବେ। ଯାହାକୁ ନେଇ କଳ୍ପନାଜଳ୍ପନା…

ନୋଏଡାରେ ଶ୍ରମିକଙ୍କ ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ: ମନ୍ତ୍ରୀ

ନୋଏଡା: ଉତ୍ତର ପ୍ରଦେଶ ନୋଏଡାରେ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ଦାବିରେ ହୋଇଥିବା ପ୍ରତିବାଦ ହିଂସାତ୍ମକ ହେଉଛି। ତେବେ ଏହି ଘଟଣାରେ ପାକିସ୍ତାନ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏବେ ସକ୍ରିୟ ହୋଇ ସମସ୍ତ ଦିଗକୁ ତଦନ୍ତ କରୁଛନ୍ତି। ଏଥିରେ ଷଡ଼ଯନ୍ତ୍ର ଥିବା…

AI ପତ୍ନୀ ପାଇଁ ହାରିଲେ ଜୀବନ, ଶରୀର ଛାଡି ଡିଜିଟାଲ ଦୁନିଆକୁ ଯିବା…

ନୂଆଦିଲ୍ଲୀ: ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର ନିରନ୍ତର ବୃଦ୍ଧି ପାଉଛି। ତଥାପି, Google ର AI ଚାଟବଟ୍, Gemini ସହିତ ଜଡିତ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଆମେରିକା ଫ୍ଲୋରିଡାର ବାସିନ୍ଦା ଜୋନାଥନ ଗାଭାଲାସ ଜେମିନିକୁ ନିଜ ପତ୍ନୀ ଭାବି ତା କଥାରେ…

China Warns US: ଚିହିଁକି ଉଠିଲା ଚୀନ୍, ଟ୍ରମ୍ପଙ୍କୁ ଦେଲା ଚେତାବନୀ

ନୂଆଦିଲ୍ଲୀ: ବିଶ୍ୱ ମୁଣ୍ଡ ଉପରେ ହର୍ମୁଜ ସଙ୍କଟ ମାନୁନି ଇରାନ ରାଗ ଗରଗରରେ ଏମିତି କରିଲେ ଟ୍ରମ୍ପ... ଚୀନ୍ ଶୁଣାଇଲା ଚରମବାଣୀ ମଧ୍ୟପ୍ରାଚ୍ୟ ବିବାଦରେ, ହରମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏବେ ଉତ୍ତେଜନା ବୃଦ୍ଧି ପାଇଛି। ଯାହାକୁ ନେଇ ଆମେରିକା ସୋମବାର ହରମୁଜ୍…

ହରମୁଜ୍କୁ ନେଇ ଚାଲିଥିବା ଅଶାନ୍ତି ମଧ୍ୟରେ ଭାରତ ପାଇଁ ବଡ଼ ଘୋଷଣା କଲା ତେହେରାନ

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀକୁ ନେଇ ଅଶାନ୍ତି ମଧ୍ୟରେ ଭାରତ ପାଇଁ ଖୁସି ଖବର ଆସିଛି। ତେହେରାନ୍ ସ୍ପଷ୍ଟ କରିଛି ଯେ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଭାରତୀୟ ଜାହାଜଗୁଡ଼ିକଠାରୁ କୌଣସି ଟୋଲ୍ ଆଦାୟ କରାଯାଉନାହିଁ। ଏହା ବ୍ୟତୀତ ଏହା ମଧ୍ୟ କହିଛି ଯେ ଭବିଷ୍ୟତରେ ଭାରତୀୟ ଜାହାଜଗୁଡ଼ିକୁ…

Monsoon in 2026:ଚଳିତ ବର୍ଷ ସ୍ବାଭାବିକ ଠାରୁ କମ୍‌ ବର୍ଷା ନେଇ ଆକଳନ;’ଏଲ୍ ନିନୋ’ର ପ୍ରଭାବ…

ଭୁବନେଶ୍ବର:ଜୁନ୍‌ରୁ ସେପ୍ଟେମ୍ବର ମୌସୁମୀରେ କମ୍‌ ବର୍ଷା ଆକଳନ । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ୨୦୨୬ ମସିହାରେ ଦେଶରେ ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିପାରେ । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ହାରାହାରି ୯୨ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି…

ଆମ ଯୁଦ୍ଧ ନୁହେଁ, ଆମେ କାହିଁକି ଫସିବୁ; ହର୍ମୁଜ ପ୍ରଣାଳୀକୁ ନେଇ ୟୁକେ ଅଲଗା…

ନୂଆଦିଲ୍ଲୀ: ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଉତ୍କଟ ସ୍ତରରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସାମୁଦ୍ରିକ ନୌସେନା ଅବରୋଧ ଘୋଷଣା କରି କହିଛନ୍ତି ଯେ ଆମେରିକାର ସେନା ଆଜି ଅପରାହ୍ନ ୭:୩୦ IST ରୁ…

Asha Bhosle Funeral: ପଞ୍ଚଭୂତରେ ଲୀନ ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ। ୯୨ ବର୍ଷୀୟ ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ଏପ୍ରିଲ ୧୧, ୨୦୨୬ରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାପରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାରମ୍ଭରେ ରିପୋର୍ଟ…

ଟ୍ରମ୍ପଙ୍କୁ ଅଷ୍ଟ୍ରେଲିଆର ଝଟକା, ହର୍ମୁଜ ବନ୍ଦକୁ ନେଇ କହିଲା ଏମିତି …

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ସମସ୍ତ ଦେଶ ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲା ରଖିବାକୁ ନିବେଦନ କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ବନ୍ଦ ଘୋଷଣା କରିବା…

ଶହେ ଡଲାର ପାର ହେଲା ତେଲ ଦର

ନୂଆଦିଲ୍ଲୀ: ପୁଣିଥରେ ଶହେ ଡଲାର ପାର ହୋଇଛି ଅଶୋଧିତ ତେଲ ଦର । ତୈଳଦର ଅଚାନକ ବୃଦ୍ଧି ହେବାରୁ ବିଶ୍ୱ ବଜାରରେ ନିଆଁ ଲାଗିଯାଇଛି । ବ୍ୟାରେଲ ପିଛା ଶହେ ଡଲାର ପାର ହୋଇଥିବାରୁ ଭାରତ ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି । ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ…