Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମରାଠା ସଂରକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଉଦ୍ଧବ ଠାକରେଙ୍କୁ ଡାକିଲେନି

ମୁମ୍ବାଇ: ମହାରାଷ୍ଟ୍ରରେ ବଢିଲା ମରାଠା ସଂରକ୍ଷଣ ଦାବିକୁ ନେଇ ଆନ୍ଦୋଳନ । ଦାବି ପୂରଣ ପାଇଁ ଲୋକେ ହିଂସାମାର୍ଗକୁ ଓହ୍ଳାଇ ପଡିଛନ୍ତି । ତେବେ ହିଂସା ଅନ୍ୟପ୍ରତି ନୁହେଁ, ନିଜ ପ୍ରତି ହିଂସା ଆଚରଣ କରୁଛନ୍ତି ଲୋକେ । ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଆନ୍ଦୋଳନ କରେ…

‘ବିଲ୍ ପାରିତରେ ବିଳମ୍ବ କରୁଛନ୍ତି ରାଜ୍ୟପାଳ’, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ବିଧାନସଭାରେ ପାରିତ ହୋଇଥିବା ବିଲ୍ ଉପରେ ସହମତି ଦେବାରେ ବିଳମ୍ବ କରିବା ଦ୍ୱାରା "ସମ୍ବିଧାନିକ ଅଚଳାବସ୍ଥା" ସୃଷ୍ଟି ହୋଇଛି ଏଭଳି ବିଲ୍ ଉପରେ ରାଜ୍ୟପାଳ କିଭଳି କାର୍ଯ୍ୟ କରିବେ…

ମୋବାଇଲ ହ୍ୟାକ ଉଦ୍ୟମ: ସାମ୍ନାକୁ ଆସିଲା ଆମେରିକା ବ୍ୟବସାୟୀ ଜର୍ଜ ସୋରେଶଙ୍କ ସଂପୃକ୍ତି ଅଭିଯୋଗ

ନୂଆଦିଲ୍ଲୀ: ମୋବାଇଲ ହ୍ୟାକ ଉଦ୍ୟମକୁ ଦେଖା ଦେଇଥିବା ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି । ବିରୋଧୀଙ୍କ ମୋବାଇଲ ବିଜେପି ହ୍ୟାକ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ଦଳର ନେତା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷେ ବିଜେପି ଏପରି ଅଭିଯୋଗକୁ ଖଣ୍ଡନ କରିଛି ।  ଆପଲ କମ୍ପାନୀ ମଧ୍ୟ ଏପରି…

୨୦୨୪ ସୁଦ୍ଧା ଭାରତରେ ଡାକ୍ତରଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ନମ୍ବର!

ନୂଆଦିଲ୍ଲୀ: ଦେଶର ସମସ୍ତ ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରିବା ପାଇଁ ଜାତୀୟ ମେଡିକାଲ କମିସନ (ଏନ୍ଏମସି) ଆସନ୍ତା ଦୁଇ ମାସ ମଧ୍ୟରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବ। ଏହି ପ୍ରକ୍ରିୟାକୁ ଛଅ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତରେ ପ୍ରାକ୍ଟିସ…

ଶଙ୍ଖ ମଲମଲ ପଥରରେ ତିଆରି ହେବ ରାମଲଲାଙ୍କ ସିଂହାସନ; ଲାଗିବ ସୁନାର ପ୍ଲେଟ

ଅଯୋଧ୍ୟା:ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଇଛି । ରାମଲଲା ଯେଉଁଠି ବିରାଜମାନ କରିବେ ତାହାର ନିର୍ମାଣ ଚାଲିଛି । ଏକ ସୁଦୃଶ୍ୟ ସିଂହାସନରେ…

ଦୀପାବଳୀ ପୂର୍ବରୁ ଗ୍ରାହକଙ୍କୁ ଝଟକା, ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର । ଆଜିଠାରୁ ତୈଳ କମ୍ପାନି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୦୧.୫୦ ପଇସା ବୃଦ୍ଧି କରିଛନ୍ତି । ପନିପରିବା ଦର ଆକାଶଛୁଆଁ ଥିବା ବେଳେ ଏବେ ଗ୍ୟାସ ରେଟ ସମସ୍ତଙ୍କୁ ଘାଇଲା କରିବ ।…

ଉତ୍ତରପ୍ରଦେଶ ଅଲ୍ଲିଗଡ ଓ୍ବେରହାଉସରେ ବିସ୍ଫୋରଣ : ଦୁଇ ମୃତ , କାରଣ ଅସ୍ପଷ୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଏକ ଓ୍ବେରହାଉସ୍ ରେ ବିସ୍ଫୋରଣ ଘଟିଛି । ସିଦ୍ଧାର୍ଥନଗର ଜିଲ୍ଲା ଅଲ୍ଲିଗଡ ସହରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି  । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି  । ଘଟଣାରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି…

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଟ୍ରାକରୁ ଖସିଲା ସୁପରଫାଷ୍ଟ ଏକ୍ସପ୍ରେସ୍ : କେହି ମୃତାହତ ହୋଇନଥିବା ସୂଚନା, ମରାମତି କାମ…

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅଭାବନୀୟ ଘଟଣା ଘଟିଛି । ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ପ୍ରୟାଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି । ଏଥିରେ କେହି ମୃତହାହତ ହୋଇନଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ମରାମତି…

ସଚିନ-ସାରା ଏବେ ଅଲଗା: ଲୁଚାରେ ପ୍ରେମ, ବିବାହ ଆଉ ଶେଷରେ ବିଚ୍ଛେଦ

ଜୟପୁର: ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ରାଜସ୍ଥାନର ପୂର୍ବ ଉପ ମୂଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ସାରାଙ୍କ ପ୍ରେମ କାହାଣୀର ଅନ୍ତ ଘଟିଛି । ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଦେଇଥିବା ଆଫିଡେଭିଟରେ ପାଇଲଟ ପତ୍ନୀଙ୍କ ନାମ ସ୍ଥାନରେ ଡାଇଭର୍ସଡ ଲେଖିଛନ୍ତି । ଯାହାକି ଏକ ଆଲୋଚନାର କେନ୍ଦ୍ରବିନ୍ଦୁ…

ଅଷ୍ଟ୍ରେଲିଆ ସରକାରଙ୍କ ବଡ ନିଷ୍ପତ୍ତି: ୧୬ ହଜାର ଘୋଡାଙ୍କୁ କରାଯିବ ହତ୍ୟା

କାନବେରା: ଅଷ୍ଟ୍ରେଲିଆରେ ୧୬ ହଜାର ଘୋଡାଙ୍କୁ ଗୁଳିକରି ହତ୍ୟା କରାଯିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନ୍ୟୁ ସାଉଥ ୱେଲ୍ସ ସରକାର କହିଛନ୍ତି ଯେ, ଲଅଷ୍ଟ୍ରେଲିଆର କୋସିୟୁଜକୋ ଜାତୀୟ ଉଦ୍ୟାନରେ ପ୍ରାୟ ୧୯ ହଜାରର ବନ୍ୟ ଘୋଡା ଅଛନ୍ତି ଯାହାଙ୍କୁ 'ବ୍ରୁମ୍ବିଜ' କୁହାଯାଏ । ୨୦୨୭ ସୁଦ୍ଧା…