Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Census of India 2027: ୨ଟି ପର୍ଯ୍ୟାୟରେ ହେବ ଜନଗଣନା….୧୨ହଜାର କୋଟି ବଜେଟ୍ ମଞ୍ଜୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ପ୍ରମୁଖ ନିଷ୍ପତ୍ତି ନେଇଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ''୨୦୨୭ ଜନଗଣନା ସମ୍ପର୍କରେ ଏକ…

ଈ-ସିଗାରେଟ୍ କ’ଣ ? TMC ସାଂସଦଙ୍କ ଉପରେ ଅଭିଯୋଗ ପରେ ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ: ଭାରତୀୟ ସଂସଦକୁ ଦେଶର ସବୁଠାରୁ ସମ୍ମାନିତ ସଂସ୍ଥା ଭାବେ ଗଣାଯାଏ। କିନ୍ତୁ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଲୋକସଭା ଭିତରେ ଜଣେ ସାଂସଦ ଈ-ସିଗାରେଟ୍ (ଇଲେକ୍‌ଟ୍ରୋନିକ୍ ସିଗାରେଟ୍) ପିଇଥିବା ଅଭିଯୋଗ ଉଠିବା ପରେ ସଦନରେ ଭୟଙ୍କର ହଙ୍ଗାମା ଦେଖିବାକୁ ମିଳିଛି। ବିଜେପି ସାଂସଦ…

ଜୀବନ ବଞ୍ଚାଇବ ଆଣ୍ଡ୍ରୋଏଡ୍, ସ୍ମାର୍ଟଫୋନରେ ଆସିଲା Emergency Live Video

ନୂଆଦିଲ୍ଲୀ : ଗୁଗୁଲ୍ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର ‘ଇମରଜେନ୍ସି ଲାଇଭ୍ ଭିଡିଓ’ ଲଞ୍ଚ କରିଦେଇଛି। ଆଇଫୋନ୍‌ରେ ଏହି ଫିଚର ପୂର୍ବରୁ ଉପଲବ୍ଧ ଥିବା ବେଳେ ଏବେ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀ ମଧ୍ୟ ବିପଦ ସମୟରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ…

ଦୁନିଆର ସବୁଠାରୁ ଦାମୀ ଅଣ୍ଡା ଦେଉଥିବା କୁକୁଡ଼ା, ଯାହାର ମୂଲ୍ୟ ୪୦ ହଜାର !

ନୂଆଦିଲ୍ଲୀ: ଆପଣ କ’ଣ କେବେ ଭାବିଛନ୍ତି ଯେ ଗୋଟିଏ ଅଣ୍ଡା ଆପଣଙ୍କୁ ଧନୀ କରିପାରିବ? ନା ବୋଧହୁଏ! ଆମେ ଏଠି ବଜାରରେ ୧୦ରୁ ୧୫ ଟଙ୍କାରେ ମିଳୁଥିବା ସାଧାରଣ ଧଳା କିମ୍ବା ବାଦାମି ଅଣ୍ଡାର କଥା କହୁନାହୁଁ। ବିଶ୍ୱରେ ଏକ ଏଭଳି କୁକୁଡ଼ା ରହିଛି, ଯାହାର ଅଣ୍ଡାର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍…

NIA raids: ଆତଙ୍କବାଦୀ ନେଟୱାର୍କର ହେବ ପର୍ଦ୍ଦାଫାସ; ହଜାରିବାଗରେ NIAର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସନ୍ଦିଗ୍ଧ ଆତଙ୍କବାଦୀ ଶାହନୱାଜ ଆଲମ ସହ ଜଡିତ ଏକ ମାମଲାର ତଦନ୍ତ ପାଇଁ NIAର ଏକ ଦଳ ଝାଡ଼ଖଣ୍ଡର ହଜାରିବାଗରେ ପହଞ୍ଚିଛି। ଶାହନୱାଜ ଆଲମକୁ ୨୦୨୩ ମସିହାରେ ଗିରଫ କରାଯାଇଥିଲା। NIA ଦ୍ୱାରା ପ୍ରାପ୍ତ ଗୁଇନ୍ଦା ସୂଚନା ଆଧାରରେ ଏହି ଚଢାଉ କରାଯାଇଥିଲା। ଟିମ୍ ଟି ହଜାରିବାଗର…

ପ୍ରବଳ ପବନ ଯୋଗୁ ମାଗଣା ହେଲା ବିଦ୍ୟୁତ, ଜାଣନ୍ତୁ କାହିଁକି ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସ ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଗତ ୯ ଡିସେମ୍ବର ଦିନ କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ମୂଲ୍ୟ ସଂପୂର୍ଣ୍ଣ ଶୂନ୍ୟ ହୋଇଯାଇଥିଲା। ଏହି ଅଭୂତପୂର୍ବ ଘଟଣା ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଯଦିଓ ଏହା କେବଳ କିଛି ଘଣ୍ଟା ପାଇଁ ମୁକ୍ତ ବିଦ୍ୟୁତ୍ ଥିଲା, ତଥାପି ଏହାର ପଛର…

Myanmar military air strike: ସେନାର ଏୟାର ଷ୍ଟ୍ରାଇକରେ ହସ୍ପିଟାଲ ଧ୍ବଂସ; ୩୪ ମୃତ ଓ ୮୦ଆହତ

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟରୁ ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନାମୁତାବକ ରାତିସାରା ସେନା ଦ୍ୱାରା ହୋଇଥିବା ଏୟାରଷ୍ଟ୍ରାଇକ(Myanmar military air strike)ରେ ଏକ ସମ୍ପୂର୍ଣ୍ଣ ହସ୍ପିଟାଲ ଧ୍ୱଂସାବଶେଷରେ ପରିଣତ ହୋଇଯାଇଛି। ବୁଧବାର ରାତିରେ ଅରାକାନ୍…

ବଦଳିବ ‘ମନରେଗା ଯୋଜନା’ ନାଁ, କ୍ୟାବିନେଟ ବୈଠକରେ ମଞ୍ଜୁରୀ

ନୂଆଦିଲ୍ଲୀ: ପରିବର୍ତ୍ତନ ହେବ ମନରେଗା ଯୋଜନାର ନାମ। ମୋଦି ସରକାର MNREGA Scheme ର ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା…

ଭୋଟ ତାଲିକାରୁ ଗୋଟିଏ ବି ନାଁ ବାଦ ପଡିଲେ ହେବ ବିଦ୍ରୋହ: ଦିଦିଙ୍କ ଖୋଲା ଚ୍ୟାଲେଞ୍ଜ

କୋଲକାତା: SIR କୁ ନେଇ ପଶ୍ଚିମବଙ୍ଗରେ ଚାଲିଛି ବିରୋଧ। ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ। ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା…

କଙ୍ଗୋର ଦକ୍ଷିଣ କିଭୁରେ ରୱାଣ୍ଡା-ସମର୍ଥିତ ଏମ୍୨୩ ବିଦ୍ରୋହୀମାନଙ୍କ ବଡ଼ ଆକ୍ରମଣ, ୪୦୦ରୁ ଉର୍ଦ୍ଧ୍ବ ନାଗରିକ ମୃତ

ଗୋମା: କଙ୍ଗୋ ଏବଂ ରୱାଣ୍ଡା ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି । ଆଞ୍ଚଳିକ ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ରୱାଣ୍ଡା-ସମର୍ଥିତ M23 ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ପୂର୍ବ କଙ୍ଗୋର ଦକ୍ଷିଣ କିଭୁ ପ୍ରଦେଶରେ ସେମାନଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି, ଗତ କିଛି ଦିନ ମଧ୍ୟରେ ୪୦୦ ରୁ ଅଧିକ…