Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Shivraj Patil passes away: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କର ଶୁକ୍ରବାର ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ…

ସଂସଦରେ TMC ସାଂସଦ କରୁଛନ୍ତି ଧୂମପାନ, ଅଭିଯୋଗ ଆଣିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତୀୟ ସଂସଦକୁ ଦେଶର ସବୁଠାରୁ ସମ୍ମାନିତ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ। ଏଠାରେ ଘଟୁଥିବା ପ୍ରତ୍ୟେକ ବିତର୍କ, ପ୍ରତ୍ୟେକ ବିବୃତ୍ତି ଏବଂ ପ୍ରତ୍ୟେକ ଘଟଣା ଉପରେ ସମଗ୍ର ଦେଶ ନଜର ରଖେ। ତେଣୁ, ଯେତେବେଳେ ଲୋକସଭା ଶୀତକାଳୀନ ଅଧିବେଶନ ସମୟରେ ଅଭିଯୋଗ…

କଥା ହେଲେ ମୋଦି ଓ ଟ୍ରମ୍ପ, ବାଣିଜ୍ୟ ଚୁକ୍ତି ଉପରେ କଲେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଉଭୟ ନେତା ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଛନ୍ତି ଏବଂ ସମସ୍ତ କ୍ଷେତ୍ରରେ…

first hydrogen-powered:ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ଜାହାଜ…

ବାରଣାସୀ: ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଜଳ ଟ୍ୟାକ୍ସି ସେବା ବାରାଣସୀରେ ଆରମ୍ଭ ହୋଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହାକୁ ନମୋ ଘାଟରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରାରମ୍ଭରେ, ଏହା ନମୋ ଘାଟରୁ ରବିଦାସ ଘାଟ ପର୍ଯ୍ୟନ୍ତ ଚାଲିବ…

ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…

ଢାକା: ବାଂଲାଦେଶରେ ୧୩ତମ ସଂସଦୀୟ ନିର୍ବାଚନର ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ ଗୁରୁବାର ଏହି ତାରିଖ ଘୋଷଣା କରିଛନ୍ତି । ଦେଶରେ ୨୦୨୬ ଫେବୃଆରୀ ୧୨ ତାରିଖରେ ଭୋଟ୍ ଦିଆଯିବ । ତେବେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପରେ…

ହୀରାକୁଦ ଓ ସାତକୋଶିଆ ବିକାଶ ପାଇଁ ୧୯୯ କୋଟି ମଞ୍ଜୁର

ଭୁବନେଶ୍ବର: ହୀରାକୁଦ ଓ ସାତକୋଶିଆ ବିକାଶ ପାଇଁ ୧୯୯ କୋଟି ମଞ୍ଜୁର। ବିଭିନ୍ନ କେନ୍ଦ୍ର ପ୍ରାୟୋଜିତ ଯୋଜନା ଜରିଆରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅନୁଦାନ ଯୋଗାଇ ଦେଇଥିବା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ।…

ବିହାରରେ କାୟା ମେଲାଇଛି ଏଚଆଇଭି; ୪୦୦ରୁ ଉର୍ଦ୍ଧ୍ବ ପିଲା ସଂକ୍ରମିତ…

ପାଟଣା: ବିହାରର ସୀତାମାଢ଼ିରେ ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (ଏଚଆଇଭି) ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଜିଲ୍ଲାରେ ଏଚଆଇଭି ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୭୯୪୮ ଥିବା ନେଇ ରିପୋର୍ଟରୁ ଜଣାପଡିଛି। ଯେଉଁଥିରେ ପ୍ରାୟ ୪୨୮ ଜଣ ଶିଶୁଙ୍କୁ ସେମାନଙ୍କ ପିତାମାତାଙ୍କ ଠାରୁ ଏହି…

ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ଗୁରୁବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଗୋଆର ‘ବିର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ। ମାଲିକ ସୌରଭ ଲୁଥ୍ରା ଏବଂ ଗୌରବ…

ଆମେରିକା କି ଚୀନ୍ ନୁହେଁ, ବରଂ ଏହି ଦେଶକୁ AIର ‘ଫ୍ୟୁଚର୍ ବାଦଶାହ’ କୁହାଯିବ.. ଜାଣନ୍ତୁ କାହିଁକି ଏପରି…

ନୂଆଦିଲ୍ଲୀ: AI ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ପରଠାରୁ ବିଶ୍ୱ ପରିବର୍ତ୍ତନ ଦିଗରେ ଗତି କରୁଛି। ଅଧିକାଂଶ ଲୋକ ଅନୁମାନ କରୁଥିଲେ ଯେ ଆମେରିକା ଏବଂ ଚୀନ କୃତ୍ରିମ ବୁଦ୍ଧିମତ୍ତାର ଦୌଡ଼ରେ ପ୍ରାଧାନ୍ୟ ବିସ୍ତାର କରିବେ, କିନ୍ତୁ ଏବେ ଏହି କଥା ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଗତି କରୁଛି।…

Indian Currency Cost: ଭାରତୀୟ ନୋଟ୍ ଛାପିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଭାବନ୍ତି ଯେ ଭାରତୀୟ ମୁଦ୍ରା ମୁଦ୍ରଣ କରିବା ମହଙ୍ଗା ହୋଇଥାଏ। କିନ୍ତୁ ଏହା ସତ୍ୟ ନୁହେଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଡଭାନ୍ସ ସିକ୍ୟୁରିଟି ଫିଚର୍ସ ଥିବା ନୋଟ୍ ଛପାଯାଏ। ତଥାପି ପ୍ରତ୍ୟେକ ନୋଟର ଅସଲି ପ୍ରଡକ୍ସନ ଖର୍ଚ୍ଚ ଏହାର ଫେସ୍ ଭେଲ୍ୟୁର କେବଳ ଏକ ଛୋଟ…