Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରୀ ବ୍ୟାଙ୍କରେ ଚାକିରିର ବଡ଼ ସୁଯୋଗ, ଅନେକ ପଦ ରହିଛି ଖାଲି ! ଏହି ଦିନଠୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ଏହି ବର୍ଷ ବିଭିନ୍ନ ବିଭାଗରେ ୧୦୦ରୁ ଅଧିକ ପଦବୀରେ ବଡ଼ ଧରଣର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ୧୭ ନଭେମ୍ବର ୨୦୨୫ରୁ ଆରମ୍ଭ ହେବ ଏବଂ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍‌କୁ ଯାଇ ସହଜରେ ଅନଲାଇନ୍ ଆବେଦନ କରିପାରିବେ। ବ୍ୟାଙ୍କ ଏଥର…

ନେପାଳ ପରେ ଏହି ଦେଶରେ ଜେନ୍-ଜି ବିକ୍ଷୋଭ, ନାକେଦମ୍ ପୋଲିସ

ନୂଆଦିଲ୍ଲୀ: ନେପାଳରେ ଜେନ୍-ଜି ପ୍ରତିବାଦ ସମୟରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଥିଲେ ଓ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘର ପୋଡ଼ିବା ସହ ଅନେକ ହିଂସାତ୍ମକ କାଣ୍ଡ ହୋଇଥିଲା। ଯାହାଫଳରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହିପରି କିଛି ସମାନ ପରିସ୍ଥିତି ବର୍ତ୍ତମାନ ମେକ୍ସିକୋରେ…

Russia Ukraine War: ରୁଷ-ୟୁକ୍ରେନ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଚୁକ୍ତି, ନିଜେ ଘୋଷଣା କଲେ ରାଷ୍ଟ୍ରପତି…

କିଭ୍: ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଏକ ବଡ଼ ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ରବିବାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ୍ ଏବଂ ରୁଷ ଯୁଦ୍ଧବନ୍ଦୀ ବିନିମୟ ପ୍ରକ୍ରିୟାକୁ ପୁନଃଆରମ୍ଭ କରିବା ପାଇଁ ସକ୍ରିୟ ଭାବରେ…

Gold Mine: ଗୋଟିଏ ବର୍ଷ ମଧ୍ୟରେ ଚୀନରେ ପୁଣି ମିଳିଲା ତୃତୀୟ ସୁନା ଭଣ୍ଡାର

ବେଜିଂ: ଚୀନ୍ ରେ ମାଟି ତଳୁ ମିଳିଛି ବିଶାଳ ସୁନା ଭଣ୍ଡାର । ଚୀନ୍ ବୈଜ୍ଞାନିକମାନେ ଏହି ବିଶାଳ ସୁନା ଭଣ୍ଡାର ଆବିଷ୍କାର କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ବିଶାଳ ସୁନା ଭଣ୍ଡାରର ପରିମାଣ ୧ ହଜାର ଟନ୍ ରୁ ଅଧିକ ହୋଇପାରେ । ଜିନଜିଆଙ୍ଗ ଉଇଗୁର ସ୍ୱୟଂଶାସିତ ଅଞ୍ଚଳର ପଶ୍ଚିମ…

ଅଫିସ୍‌ ରମାନ୍ସରେ ଭାରତ ଆଗରେ, ରୋଚକ ସର୍ଭେ

ନୂଆଦିଲ୍ଲୀ: ଆଜିକାଲି ଆମ ସମସ୍ତଙ୍କ ଜୀବନର ବଡ଼ ଅଂଶ ଅଫିସ୍‌ରେ ହିଁ କଟିଯାଏ। ଲମ୍ବା ଘଣ୍ଟା, ଟିମ୍‌ ଓ୍ୱାର୍କ, ନିରନ୍ତର କଥାବାର୍ତ୍ତା ଏବଂ ଏକାଠି କାମ କରିବା ଯୋଗୁ ଅନେକ ଥର ରିଲେସନଶିପ୍‌ର ଦୂରତ୍ୱ କମିଯାଏ। ଏଭଳି ପରିବେଶ ଅନେକ ଥର ଲୋକଙ୍କୁ ପରସ୍ପର ନିକଟକୁ ଆଣିଦିଏ, ଏବଂ ଏହି କାରଣରୁ…

ଯଦି ବିହାରର ସବୁ ବିରୋଧୀ ବିଧାୟକ ଦିଅନ୍ତି ଇସ୍ତଫା ତେବେ କ’ଣ ହେବ ? ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଏନଡିଏ ୨୪୩ରୁ ୨୦୨ ଆସନ ହାସଲ କରିଛି ଏବଂ ମହାଗଠବନ୍ଧନ ପାଖରେ କେବଳ ୩୫ ଆସନ ହିଁ ରହିଛି। ଏହାରି ଭିତରେ ଏକ ପ୍ରଶ୍ନ ଉଠୁଛି ଯେ ଯଦି ସମସ୍ତ ବିରୋଧୀ ବିଧାୟକ ଏକାଠି ଇସ୍ତଫା ଦିଅନ୍ତି ତେବେ କ’ଣ ହେବ? ବିଧାନସଭା ଚାଲିବ ନା ଶାସନ ସମ୍ପୂର୍ଣ୍ଣ…

Delhi Blast: ଦିଲ୍ଲୀ ବିସ୍ଫୋରଣ ମାମଲା: ଆତଙ୍କବାଦୀ ଡାକ୍ତର ଉମରଙ୍କ ସହଯୋଗୀ ଆମିର ରସିଦ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାରେ NIA ଏକ ବଡ଼ ସଫଳତା ହାସଲ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀର ସହଯୋଗୀ ଆମିର ରସିଦ ଅଲିଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଜମ୍ମୁ ଓ କାଶ୍ମୀରର ସାମ୍ବୋରା (ପାମ୍ପୋର)ର ବାସିନ୍ଦା ଆମିର ଉନ୍ ନବିଙ୍କ ସହ ଷଡ଼ଯନ୍ତ୍ର କରିଥିଲେ ।…

ସୁଦର୍ଶନ ଚକ୍ର ବୁଲିବ; ରୋହିଣୀଙ୍କୁ ନେଇ କାହିଁକି ଏଭଳି କହିଲେ ତେଜ ପ୍ରତାପ

ପାଟନା: ବିହାର ବିଧାନସଭା ନିର୍ବାଚନରେ ପରାଜୟ ପରେ ଲାଲୁ ପରିବାର ମଧ୍ୟରେ ମତଭେଦ ଦେଖାଦେଇଛି। ତେଜ ପ୍ରତାପ ଯାଦବଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ରୋହିଣୀ ଆଚାର୍ଯ୍ୟ ଏବେ ପରିବାର ଏବଂ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ସେ ସଞ୍ଜୟ ଯାଦବ ଏବଂ ରମିଜଙ୍କ ଉପରେ ଚାପ ପକାଇବା ନେଇ ଅଭିଯୋଗ…

Nowgam blast:ନୌଗାମ ବିସ୍ଫୋରଣର ଜୋରଦାର ତଦନ୍ତ; ଗ୍ରାଉଣ୍ଡରେ NIA ଏବଂ NSG ସମେତ ଅନେକ ଏଜେନ୍ସି

ଶ୍ରୀନଗର: ନୌଗାମ ବିସ୍ଫୋରଣର ଏକ ବଡ଼ ଧରଣର ତଦନ୍ତ ଏବେ ଆରମ୍ଭ ହୋଇଛି। CFSL, NIA, NSG ବୋମା ନିଷ୍କ୍ରିୟକାରୀ ଦଳ ଏବଂ NIA ଦଳ ନୌଗାମରେ ପହଞ୍ଚିଛନ୍ତି। ଏହି ଦଳଗୁଡ଼ିକ ବିସ୍ଫୋରଣ ଘଟିଥିବା ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଗିରଫ ଡାକ୍ତରଙ୍କ ମଡ୍ୟୁଲରୁ…

ଟେମ୍ପୋକୁ ଧକ୍କା ଦେଲା ଟ୍ରେଲର: ୬ ତୀର୍ଥଯାତ୍ରୀ ମୃତ, ୧୪ ଆହତ

ଯୋଧପୁର: ରାଜସ୍ତାନ ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିରେ ୧୪ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି । ଟେମ୍ପୋରେ ପ୍ରାୟ ୨୦ ଜଣ ଭକ୍ତ…