Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଥାଇଲାଣ୍ଡରେ ୩୦ ବର୍ଷ ପରେ ଦେଖିବାକୁ ମିଳିଲା ବିଲୁପ୍ତ ପ୍ରାୟ ପ୍ରାଣୀ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ବିଲେଇ ପ୍ରଜାତିର ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ୩୦ ବର୍ଷ ପରେ ଦେଖାଦେଇଛି । ଯାହାର ନାମ ଫ୍ଲାଟ ହେଡେଡ କ୍ୟାଟ କୁହାଯାଏ । ଯାହାକୁ ନେଇ ପରିବେଶବିତ ଓ ପ୍ରାଣୀ ବିଶେଷଜ୍ଞ ଉତ୍ସାହିତ ହୋଇ ପଡିଛନ୍ତି । ଥାଇଲାଣ୍ଡର ସଂରକ୍ଷଣ ବିଭାଗ ଓ ଏକ ଏନଜିଓ ସଂସ୍ଥା ଏହି ଖୁସୀ ଖବର…

ବାଂଲାଦେଶର ସବୁଠାରୁ ଧନୀ ଏହି ବ୍ୟକ୍ତି, ମୁକେଶ ଅମ୍ୱାନୀଙ୍କ ତୁଳନାରେ ଏତେ…

ନୂଆଦିଲ୍ଲୀ: ବାଂଲାଦେଶ ଏବେ ରାଜନୈତିକ ଅସ୍ଥିରତା ଯୋଗୁ ପୂରା ବିଶ୍ୱରେ ଚର୍ଚ୍ଚାରେ ରହିଛି। କିନ୍ତୁ ଏସବୁ ବ୍ୟତୀତ ଏକ ଶକ୍ତିଶାଳୀ କର୍ପୋରେଟ୍ ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି ଯାହାଙ୍କୁ ପ୍ରାୟତଃ ବାଂଲାଦେଶର ମୁକେଶ ଅମ୍ବାନୀ କୁହାଯାଏ। ଏହି ବ୍ୟକ୍ତିଙ୍କ ନାମ ହେଉଛି ମୂସା ବିନ୍ ଶମଶେର।…

BSNLର ଧମାକା ! ୨୨୫ ଟଙ୍କାରେ ମିଳିବ ପୂରା ୯୦ ଜିବି ଡାଟା, ଏହି ଦିନ ଅଫରର ଲାଷ୍ଟ ଡେଟ୍

ନୂଆଦିଲ୍ଲୀ: ଯଦି ଆପଣ କମ୍ ମୂଲ୍ୟରେ ଅଧିକ ଡାଟା ଥିବା ରିଚାର୍ଜ ଖୋଜୁଛନ୍ତି, ତେବେ ନ୍ୟୁ ଇୟର୍ ପୂର୍ବରୁ BSNL ଗ୍ରାହକମାନଙ୍କୁ ବଡ଼ ଅଫର ଦେଇଛି। ଶସ୍ତା ପ୍ଲାନ୍ ପାଇଁ ପରିଚିତ BSNL ଏବେ ନିଜର ଆଉ ଏକ ଲୋକପ୍ରିୟ ରିଚାର୍ଜ ପ୍ଲାନ୍‌ରେ କୌଣସି ଅତିରିକ୍ତ ଚାର୍ଜ ବିନା ଅଧିକ ଡାଟା ଦେଉଛି।…

୬୫ ବର୍ଷ ବୟସରେ ଏଠି ପିଲା ଜନ୍ମ କରନ୍ତି ମହିଳା, ଦେଖାଯାନ୍ତି ୧୮ ବର୍ଷର ଯୁବତୀଙ୍କ ଭଳି

ନୂଆଦିଲ୍ଲୀ: ଦୁନିଆର ଏକ କୋଣରେ ଏଭଳି ଏକ ଘାଟି ଅଛି ଯେଉଁଠାରେ ବୟସ କେବଳ କାଗଜପତ୍ରରେ ବଢ଼େ, ମୁହଁ ଏବଂ ଶରୀରରେ ନୁହେଁ। ଏଠାରେ ମହିଳାମାନେ ୬୦ ବର୍ଷ ପାର୍ କରିବା ପରେ ମଧ୍ୟ ଯୁବା ଦେଖାଯାନ୍ତି ଏବଂ ଅନେକ କ୍ଷେତ୍ରରେ ମା’ ହେବାର କ୍ଷମତା ବଜାୟ ରଖନ୍ତି। ନା ସର୍ଜରୀ, ନା ମହଙ୍ଗା…

Indian Passport Ranks: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଝଟକା, ପୂର୍ବ ଅପେକ୍ଷା ଆହୁରି…

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଏକ ଝଟକା ଲାଗିଛି । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଯାଇଛି, ଯାହା ପୂର୍ବରୁ ଏହାର ସ୍ଥାନ ୮୦ତମ ଥିଲା । ଭାରତ ସହିତ, ଆମେରିକାକୁ ମଧ୍ୟ ଝଟକା ଲାଗିଛି । ହେନଲି ପାସପୋର୍ଟ ସୂଚକାଙ୍କ ୨୦୨୫ ଏକ ନୂତନ ତାଲିକା…

Imran khan wife tortured: ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ଜେଲରେ ଦିଆଯାଉଛି ନିର୍ଯ୍ୟାତନା…

ନୂଆଦିଲ୍ଲୀ: ଜେଲ ଦଣ୍ଡ ଭୋଗୁଛନ୍ତି ପାକିସ୍ତାନର , ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବି । ଇମ୍ରାନ ଖାନଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗିରହିଥାଏ । ତେବେ ଏବେ ଆଉ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି । ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ…

କେବଳ ମଣିଷ ନୁହେଁ, ପିମ୍ପୁଡ଼ିମାନେ ମଧ୍ୟ ଡାକ୍ତରୀ ଅସ୍ତ୍ରୋପଚାର କରିପାରନ୍ତି; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଆପଣମାନେ ଡାକ୍ତରମାନଙ୍କୁ ହସ୍ପିଟାଲରେ ଅସ୍ତ୍ରୋପଚାର କରୁଥିବା ଦେଖିଥିବେ, କିନ୍ତୁ ଜଙ୍ଗଲର ସବୁଠାରୁ ଛୋଟ ପ୍ରାଣୀ ମଧ୍ୟ ଏହି ସମାନ କାର୍ଯ୍ୟ କରିପାରନ୍ତି। ବିଜ୍ଞାନ ଜଗତର ଏହି ଖବର ଆଶ୍ଚର୍ଯ୍ୟଜନକ। ମଣିଷ ବ୍ୟତୀତ, ପୃଥିବୀରେ ଆଉ ଏକ ପ୍ରାଣୀ ଏବେ ଚିକିତ୍ସା କାର୍ଯ୍ୟ କରିବାକୁ…

Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…

ନୂଆଦିଲ୍ଲୀ:ମାତ୍ର ୫ ଟଙ୍କାରେ ପେଟଫୁଲ୍ ଖାଇବା ପାଇବା କୁ ଚାହୁଁଛନ୍ତି କି? ତା ପୁଣି ବିଭିନ୍ନ ରକମର ସୁସ୍ବାଦୁ ଖାଦ୍ୟ । ତେବେ ଜାଣି ରଖନ୍ତୁ କେଉଁଠି କେଉଁଠି ଏହି ସୁବିଧା ଉପଲବ୍ଧ… ଦିଲ୍ଲୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ‘ଅଟଳ…

ISIS ଆତଙ୍କବାଦୀ ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ସାମ୍ନାକୁ ଆସିଲା ଭିଡିଓ, ଜାଣନ୍ତୁ କଣ କହିଲେ ଟ୍ରମ୍ପ

ନ୍ୟୁୟର୍କ: ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ। ଉତ୍ତର ପଶ୍ଚିମ ନାଇଜେରିଆରେ ISIS ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ। ନୀରିହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ହତ୍ୟା କରାଯାଉଥିବାରୁ ଆକ୍ରମଣ ନିର୍ଦ୍ଦେଶ। ଟ୍ରୁଥ୍ ସୋସିଆଲରେ ମୃତ ଆତଙ୍କୀଙ୍କୁ ବଡଦିନ ଶୁଭେଚ୍ଛା ଦେଲେ ଟ୍ରମ୍ପ। ଏହି…