Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁଗଲ୍ କ୍ରୋମର ଚମତ୍କାର ଫିଚର୍ସ, ଏହି ଟ୍ରିକ୍ ଜାଣିଲେ ସହଜ ହୋଇଯିବ ସବୁ କାମ

ଭୁବନେଶ୍ୱର: ଗୁଗଲ୍ କ୍ରୋମ୍ ଆଜି ପ୍ରାୟ ପ୍ରତ୍ୟେକ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କର ପ୍ରଥମ ପସନ୍ଦ ହୋଇସାରିଛି। ଘରେ ସାଧାରଣ ବ୍ରାଉଜିଙ୍ଗ୍ ହେଉ କି ଅଫିସ୍‌ର ଜରୁରୀ କାମ, ଅଧିକାଂଶ ଲୋକେ ଏହି ବ୍ରାଉଜର ଉପରେ ନିର୍ଭର କରନ୍ତି। ସାଧାରଣତଃ ଲୋକେ କାମ ସହଜ କରିବା ପାଇଁ ବିଭିନ୍ନ ଏକ୍ସଟେନସନ୍…

ଏହି ଦେଶରେ ହୋଇଥାଏ ସବୁଠାରୁ ଅଧିକ ବାଲ୍ୟ ବିବାହ, ଆମ ଭାରତରେ…

ନୂଆଦିଲ୍ଲୀ: ୨୦୨୫ ବର୍ଷରେ ମଧ୍ୟ ବାଲ୍ୟ ବିବାହ ବିଶ୍ୱବ୍ୟାପୀ ମାନବାଧିକାରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି। ଅନେକ ଦେଶ ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ କଡ଼ା ଆଇନଗତ ଏବଂ ସାମାଜିକ ପଦକ୍ଷେପ ନେଇଛନ୍ତି, ତଥାପି ଲକ୍ଷ ଲକ୍ଷ ପିଲାଙ୍କର ବିବାହ ୧୮ ବର୍ଷ ବୟସ ପୂର୍ବରୁ ହୋଇଯାଉଛି।…

ମାଙ୍କଡ କବଳରୁ ମୁକ୍ତି ପାଇଁ ଭାଲୁ ସାଜିଲେ ସରପଂଚ

ନୂଆଦିଲ୍ଲୀ: ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କିଛି ନା କିଛି କଳା ରହିଛି । ନିକଟରେ ତେଲେଙ୍ଗାନାରେ ଜଣେ ସରପଂଚ ଭାଲୁ ହେବା ଖବର ଅନେକକୁ ଚକିତ କରିବା ସହ ଆନନ୍ଦ ପ୍ରଦାନ କରିଛି । ନିର୍ମଳ ଜିଲ୍ଲାର ଲିଙ୍ଗେପୁର ଗ୍ରାମରେ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମାଙ୍କଡଙ୍କ ଯୋଗୁ…

ପ୍ରେମ କଲା ବାୟା; ପ୍ରେମୀ ସହ ମିଶି ସ୍ବାମୀଙ୍କୁ ଗ୍ରାଇଣ୍ଡିଂ କରିଦେଲେ…

ଲକ୍ଷ୍ନୌ: ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି।…

ନିଜକୁ ଗୁଳି କଲେ ପୂର୍ବତନ ଆଇଜି, ସୁଇସାଇଡ ନୋଟରୁ ମିଳିଲା ଆଶ୍ଚର୍ଯ୍ୟଜନକ ଖବର..

ଚଣ୍ଡିଗଡ: ପଞ୍ଜାବ ପୋଲିସର ପୂର୍ବତନ ଇନ୍ସପେକ୍ଟର ଜେନେରାଲ (ଆଇଜି) ଅମର ସିଂହ ଚହଲ ନିଜକୁ ଗୁଳିକରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପଞ୍ଜାବର ପଟିଆଲାରେ ତାଙ୍କ ଘରେ ସେ ନିଜକୁ ଗୁଳି କରିଛନ୍ତି । ପରିବାର ଲୋକେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ…

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆଜି (ଡିସେମ୍ବର ୨୨, ୨୦୨୫) ଦିଲ୍ଲୀ ହାଇକୋର୍ଟ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ…

ବିଜେପିକୁ ମିଳିଛି ୬୬୫୪ କୋଟି; ଜାଣନ୍ତୁ ଆଉ କେଉଁ ଦଳକୁ କେତେ ମିଳିଛି ଚାନ୍ଦା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ଉଚ୍ଛେଦ କରିବା ପରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେପିକୁ ୬,୬୫୪.୯୩ କୋଟି ଟଙ୍କା ଚାନ୍ଦା ମିଳିଥିବା ନେଇ ସୂଚନା ଦିଆଯାଇଛି। ଯାହାକି ପୂର୍ବ ବର୍ଷ…

ଅସ୍ତିତ୍ବ ପାଇଁ ଲଢ଼ୁଛି ଆରାବଳି…

ନୂଆଦିଲ୍ଲୀ: #SaveAravalli ଆନ୍ଦୋଳନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଆରାବଳି ପର୍ବତମାଳାକୁ ନେଇ ପରିବେଶ ମନ୍ତ୍ରଣାଳୟର ସୁପାରିଶକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ପରିବେଶବିତ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି। ଅନେକ ପରିବେଶବିତ୍ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ…

ନକ୍ସଲଙ୍କ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ବଂସ କଲେ ସୁରକ୍ଷା ବାହିନୀ

ସୁକମା: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ମାଓ ଅସ୍ତ୍ର କାରଖାନାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଛନ୍ତି । ଏହି ଅଭିଯାନ ନକ୍ସଲବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଏବଂ ସେମାନଙ୍କ ଯୋଗାଣ ନେଟୱାର୍କ ପାଇଁ ଏକ ବଡ଼ ଆଘାତ । ଘନ ଜଙ୍ଗଲ ଏବଂ ଦୁର୍ଗମ ପାହାଡ଼ି ଅଞ୍ଚଳରେ ଲୁଚି…

ଏହି ଦେଶରେ ନାହିଁ ଗୋଟିଏ ବି ରେଳ ଷ୍ଟେସନ, ଯାତାୟାତ ପାଇଁ ବସ୍ ଉପରେ ନିର୍ଭର କରନ୍ତି ଲୋକେ

ନୂଆଦିଲ୍ଲୀ: ରେଳପଥ ବିଶ୍ୱର ଏକ ଦ୍ରୁତ ଏବଂ ସୁବିଧାଜନକ ପରିବହନ ବ୍ୟବସ୍ଥା। ଏହା ସତ୍ତ୍ୱେ ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ କୌଣସି ଗୋଟିଏ ବି ରେଳ ଷ୍ଟେସନ ନାହିଁ। ଭୂଗୋଳ, ଇତିହାସ, ଅର୍ଥନୀତି ଏବଂ ଜନସଂଖ୍ୟା ଯୋଗୁଁ ଏଠାରେ ରେଳପଥ ଉପଲବ୍ଧ ନାହିଁ। ଏହି ଦେଶଗୁଡ଼ିକରେ, ବସ୍, କାର,…