Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Bangladesh violence: ଉସମାନ ହାଦିଙ୍କ ପରେ, ବାଂଲାଦେଶରେ ଆଉ ଜଣେ ନେତାଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ବାଂଲାଦେଶରେ ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ଛାତ୍ର ନେତା ସରିଫ ଓସମାନ ବିନ୍ ହାଦିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିବା ହିଂସା ପ୍ରାୟତଃ ଥମିନାହିଁ, ଏବଂ ଦେଶ ପୁଣି ଥରେ ଥରି ଉଠିଛି।  ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ…

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ବାଣିଜ୍ୟିକ ଚୁକ୍ତି; ୯୫ ସାମଗ୍ରୀ…

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ନୂଆ ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯାହା ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରୁଛି। ଏହି ଚୁକ୍ତିନାମା ୧.୪ ବିଲିୟନ ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡକୁ ଏକ ପ୍ରମୁଖ…

ଏକତ୍ର ବଂଚିଲେ, ଆରପାରିକୁ ଗଲେ ବି ହାତ ଧରି

ପାଟନା: ବିହାରର ସମସ୍ତିପୁରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ଅନେକଙ୍କ ଆଖି ଓଦା କରିଦେଇଛି । ପ୍ରେମ, ବିବାହ, ବିଶ୍ୱାସ ଏକତ୍ର ବଂଚିବା ଓ ମରିବା କଣ ତାହା ଏକ ଦମ୍ପତି ପ୍ରମାଣ କରିଛନ୍ତି । ୮୫ ବର୍ଷୀୟ ବିଷ୍ଣୁଦେବ ସାହାଣୀଙ୍କ ଦେହ ହଠାତ ଖରାପ ହେଲା । ତାଙ୍କୁ ଚିକିତ୍ସା କରିବା ପାଇଁ…

ଆଜମେର ଦରଘାରେ ଚଢାନଯାଉ ପ୍ରଧାନମନ୍ତ୍ରୀ ପଠାଉଥିବା ଚାଦର, ଶୁଣାଣି କରିବାର ଆବେଦକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ପହଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍ ଦରଘାକୁ ଚାଦର ପଠାଯିବା ପ୍ରସଙ୍ଗ। ମୋଦିଙ୍କ ପକ୍ଷରୁ ଆଜମେର ଶରିଫ୍ ଦରଘାକୁ ଚାଦର ପଠାଯିବା ବିରୋଧରେ ସୁପ୍ରିମକୋର୍ଟରେ ଆବବେଦନ ଦାଖଲ କରାଯାଇଛି। ଆଜମେର ଜିଲ୍ଲା କୋର୍ଟ ପରେ,…

Turkish Parliament: ସଂସଦରେ ସାଂସଦଙ୍କ ମଧ୍ୟରେ ହାତାହାତି, ଭାଇରାଲ ହେଉଛି ଭିଡ଼ିଓ….

ନୂଆଦିଲ୍ଲୀ: ତୁର୍କୀ ସଂସଦରୁ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ବଜେଟ ଭୋଟ୍ ସମୟରେ ସାଂସଦମାନେ ନିଜର କ୍ରୋଧ ହରାଇ ଲଢ଼ିବା ଆରମ୍ଭ କରିଦେଲେ। ୨୦୨୬ ବଜେଟ୍ ଉପରେ ଭୋଟ୍ ପୂର୍ବରୁ ତୁର୍କୀ ଗ୍ରାଣ୍ଡ ନ୍ୟାସନାଲ୍ ଆସେମ୍ବ୍ଲି (TBMM)ରେ ଉତ୍ତେଜନା ବୃଦ୍ଧି ପାଇଲା। ଆରମ୍ଭ ହୋଇଥିବା…

Unity Of Hindus: ହୁନ୍ଦୁମାନେ ଏକାଠି ହୁଅ… ମୋହନ ଭାଗବତଙ୍କ ଆହ୍ୱାନ

କୋଲକାତା: ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ନିରନ୍ତର ଜାରି ରହିଛି। ୟୁନୁସ୍ ସରକାର ଏପରି ଘଟଣା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି। ଏହି ସମୟରେ, ଯୁବ ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ପରିସ୍ଥିତି ଆହୁରି ଖରାପ ହେଉଥିବା…

ବାଂଲାଦେଶ ଭିଡ ହିଂସା: ଦୀପୁଙ୍କ ସହକର୍ମୀମାନେ ହିଁ ତାଙ୍କୁ କଟ୍ଟରପନ୍ଥୀଙ୍କ ହାତରେ ଛାଡି ଦେଇଥିଲେ

ନୂଆଦିଲ୍ଲୀ: ଯଦି ଫ୍ୟାକ୍ଟ୍ରି ମ୍ୟାନେଜମେଣ୍ଟ ଠିକ୍ ସମୟରେ ପୋଲିସକୁ କଲ୍ କରି ସୂଚନା ଦେଇଥାନ୍ତା, ତେବେ ହୁଏତ ବାଂଲାଦେଶୀ ହିନ୍ଦୁ ବ୍ୟକ୍ତି ଦୀପୁ ଚନ୍ଦ୍ର ଦାସଙ୍କର ଆଜି ଜୀବନ ବଞ୍ଚିଯାଇଥାନ୍ତା। ଦୀପୁ ଚନ୍ଦ୍ର ଦାସଙ୍କୁ ଜୀବନ୍ତ ଜାଳିବା ପୂର୍ବରୁ ସେ କହୁଥିଲେ, ମୁଁ କୌଣସି ଧର୍ମକୁ…

UP Assembly: କଫ୍ ସିରପ୍ ପ୍ରସଙ୍ଗକୁ ନେଇ ୟୁପି ବିଧାନସଭାରେ ହଙ୍ଗାମା, ଅଧାରୁ ଚାଲିଗଲେ ବିଧାୟକ

ୟୁପି: ଉତ୍ତର ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନରୁ ଅଧିବେଶନ ହଟ୍ଟଗୋଳ ଏବଂ ହଙ୍ଗାମାରେ ପରିପୂର୍ଣ୍ଣ ରହିଛି। ବିରୋଧୀ ଦଳଗୁଡ଼ିକ, ବିଶେଷକରି ସମାଜବାଦୀ ପାର୍ଟି ବିଧାୟକମାନେ କଫ୍ ସିରପ୍ ପ୍ରସଙ୍ଗରେ ସରକାରଙ୍କୁ ପୁଣି ଥରେ ଘେରିଥିଲେ। ସମାଜବାଦୀ…

Bangladesh unrest: ବାଂଲାଦେଶ ଅଶାନ୍ତିରେ ପାକିସ୍ତାନର ହାତ, ହିଂସାକୁ ଉସୁକାଉଛି ISI

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ISI ନୂତନ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ । ବାଂଲାଦେଶ ହିଂସାକୁ ଉସୁକାଉଛି ପାକ୍ ସେନା ଆଇଏସ୍ଆଇ ।ବାଂଲାଦେଶରେ ଭାରତ ବିରୋଧୀ ହିଂସା ଲାଗି ରହିଛି। ଯେଉଁଠାରେ ହିନ୍ଦୁମାନଙ୍କ ଉପରେ ହତ୍ୟାକାଣ୍ଡ ଜାରି ରହିଛି। ଯେଉଁଠାରେ ହିଂସାର ପର୍ୟ୍ୟାୟ ଏବେ ମଧ୍ୟ ଜାରି ରହିଛି…

PFI India: ପଡ଼ୋଶୀ ଦେଶ ସହିତ ଅସ୍ତ୍ରଶସ୍ତ୍ର କାରବାର, ୨୦ ଜଣ PFI ନେତାଙ୍କ ବିରୋଧରେ NIA ଆଣିଛି ଅଭିଯୋଗ

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସବୁଠାରୁ ବଡ଼ ବିପଦ। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦିଲ୍ଲୀର ଏକ କୋର୍ଟରେ PFI ନେତୃତ୍ୱ ମାମଲାର ଅଭିଯୋଗ ଉପରେ ଯୁକ୍ତି ଶେଷ କରି କହିଛି ଯେ PFI ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସବୁଠାରୁ ବଡ଼ ବିପଦ।…