Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭରସା ଜିତିବେ ତ ଧର୍ମେନ୍ଦ୍ର ଓ ବୈଜୟନ୍ତ?

ଭୁବନେଶ୍ୱର/ନୂଆଦିଲ୍ଲୀ:ବିହାର, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଦଳର ଶୀର୍ଷ ନେତୃତ୍ୱ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି। ଏହା ଦଳର ଅଭିଜ୍ଞତା,…

Trump Meets India’s Rivals: ଭାରତର ଶତ୍ରୁ ଦେଶ ସହ ବନ୍ଧୁ ବାନ୍ଧୁଛନ୍ତି ଟ୍ରମ୍ପ…

ନୂଆଦିଲ୍ଲୀ: ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତକୁ ନିଜର ଅତି ନିକଟତର କହୁଛନ୍ତି, ଅନ୍ୟପଟେ ଭାରତ ଆମଦାନୀ ଉପରେ ପ୍ରଥମେ ୫୦ ପ୍ରତିଶତ ଶୁଳ୍କ, H1B ଭିସା ଶୁଳ୍କ, ଔଷଧୀୟ ଶିଳ୍ପ ଉପରେ ୧୦୦ ପ୍ରତିଶତ ଶୁଳ୍କ ମାଡ଼ କରିଛନ୍ତି ଟ୍ରମ୍ପ । ଆଉ ଏବେ ଭାରତର ଶତ୍ରୁ ସହ ହାତ ମିଳାଇଛନ୍ତି…

ଚାରି ଦିନରେ ଭାରତକୁ ହରାଇଲୁ… ଅପରେସନ ସିନ୍ଦୂରକୁ ନେଇ ମିଛ ପାଠ ପଢ଼ାଉଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ସ୍କୁଲ ପାଠ୍ୟକ୍ରମରେ ଅପରେସନ୍‌ ସିନ୍ଦୁରକୁ ନେଇ ପଢ଼ାଯାଉଛି ମିଛ ପାଠ । ସୋସିଆଲ ମିଡିଆରେ ଏହି ପାଠ୍ୟପୁସ୍ତକଗୁଡ଼ିକର ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ଯେ ପାକିସ୍ତାନ ମାତ୍ର ଚାରି ଦିନରେ ଭାରତକୁ ପରାସ୍ତ କରିଥିଲା। ରିପୋର୍ଟ ଅନୁସାରେ, ଏହି…

ପୁଣି ଆଜି କମିଲା ସୁନା ଦର ! ଜାଣନ୍ତୁ ଆଜି କେତେ ଟଙ୍କା କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ବେଳେ, ଆଜି ଏଥିରେ ହ୍ରାସ ଦେଖାଯାଇଛି। ଇଣ୍ଡିଆନ୍‌ ବୁଲିୟନ୍‌ ଆସୋସିଏସନ୍‌ ଅନୁସାରେ, ଶୁକ୍ରବାର, ୨୬ ସେପ୍ଟେମ୍ବର ୨୦୨୫ ରେ, ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୧୪,୮୦୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ୧୦…

Bihar Election 2025: ୭୫ ଲକ୍ଷ ମହିଳାଙ୍କୁ ବଡ଼ ଉପହାର, ପ୍ରତ୍ୟେକ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ପଠାଇଲେ…

ପାଟନା: ପ୍ରଧାନମନ୍ତ୍ରୀ ମୋଦି ଆଜି ବିହାରର ମହିଳାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମହିଳା ନିଯୁକ୍ତି ଯୋଜନା ଅଧୀନରେ, ପ୍ରଧାନମନ୍ତ୍ରୀ ମୋଦି ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକଙ୍କ ପାଇଁ ୧୦,୦୦୦ ଟଙ୍କାର ପ୍ରଥମ କିସ୍ତି ସ୍ଥାନାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

Tej Pratap’s New Party In Bihar Politics: ସାମ୍ନାକୁ ଆସିଲା ତେଜ ପ୍ରତାପଙ୍କ ଦଳର ନିର୍ବାଚନ ଚିହ୍ନ,…

ପାଟନା: ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ନେତା ଏବଂ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଏକ ନୂତନ ଦଳ ଗଠନ କରି ବିହାର ବିଧାନସଭା ନିର୍ବାଚନ ପାଇଁ ମଇଦାନରେ ପ୍ରବେଶ କରିଛନ୍ତି। ତେଜ ପ୍ରତାପ ଯାଦବଙ୍କ ନୂତନ ଦଳର ନାମ 'ଜନଶକ୍ତି ଜନତା ଦଳ' ଏବଂ ଏହାର ନିର୍ବାଚନ ଚିହ୍ନ ହେଉଛି…

Jaishankar On H-1B Visa: ଟ୍ରମ୍ପଙ୍କ ନାଁ ନ ନେଇ ତାଙ୍କୁ ଭର୍ତ୍ସନା କଲେ ଜୟଶଙ୍କର, H-1B ଭିସା ମାମଲାରେ ଦେଲେ ବଡ଼…

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନ ନେଇ ତାଙ୍କ ପାଖକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ କହିଛନ୍ତି ଯେ ଏକ…

Jet MiG 21: ବିଦାୟ ମିଗ୍-୨୧, ଆଜିଠୁ ଆକାଶରେ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ

ନୂଆଦିଲ୍ଲୀ: ଆଜିଠୁ ଆକାଶରେ ଆଉ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ। କାରଣ ମିଗ୍-୨୧ ଯୁଦ୍ଧ ବିମାନ ବିଦାୟ ନେଉଛି। ଆଜି ଭାରତୀୟ ସେନାରୁ ଅବସର ନେଉଛି ମିଗ୍-୨୧। ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେଉଛି ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ। ଭାରତର ବାୟୁ ପ୍ରତିରକ୍ଷାର…

Trump Meets Pak PM & Army Chief: ନିକଟତର ହେଉଛନ୍ତି ୱାଶିଂଟନ-ଇସଲମାବାଦ୍: ପାକ୍ ପ୍ରଧାନମନ୍ତ୍ରୀ ଏବଂ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଥିଲେ। ତାଙ୍କ ସହ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ମଧ୍ୟ ଉପସ୍ଥିତ ଥିଲେ। ଆଉ ଏହି ତ୍ରିମିଳନ ୱାଶିଂଟନ ଏବଂ ଦକ୍ଷିଣ ଏସୀୟ ପରମାଣୁ…

Tariff On Drugs: ପୁଣି ଟ୍ରମ୍ପଙ୍କ ଟାରିଫ ମାଡ଼, ଔଷଧୀୟ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ କଲା ଆମେରିକା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଔଷଧୀୟ ସାମଗ୍ରୀ ଠାରୁ ଆରମ୍ଭ କରି ରୋଷେଇ ଘର ସାମଗ୍ରୀ ପର୍ଯ୍ୟନ୍ତ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କର ଏହି ‌ନିଷ୍ପତ୍ତି…