Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଙ୍ଗର ଜୁବୀନ ଗର୍ଗଙ୍କ ମୃତ୍ୟୁ ଘଟଣା; ମ୍ୟାନେଜର ଘର ଘେରିଲେ ଫ୍ୟାନ୍ସ… 

ନୂଆଦିଲ୍ଲୀ: ଆସାମର ଲୋକପ୍ରିୟ ସିଙ୍ଗର ଜୁବୀନ ଗର୍ଗଙ୍କ ସିଙ୍ଗାପୁରରେ ଆକସ୍ମିକ ମୃତ୍ୟୁ ଘଟଣାରେ ସମଗ୍ର ଉତ୍ତର-ପୂର୍ବ ଭାରତ ଶୋକରେ ଭାଙ୍ଗି ପଡିଛି। ୫୨ ବର୍ଷୀୟ ସିଙ୍ଗରଙ୍କ ସହ ହୋଇଥିବା ଏହି ଦୁର୍ଘଟଣା ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେବା ସହ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ଯାହାକୁ ନେଇ…

Sonam Wangchuk: ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ବାତିଲ, ବିଦେଶୀ ପାଣ୍ଠି ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଲେହ-ଲଦାଖ ହିଂସାର ପ୍ରତିକ୍ରିୟାରେ ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଲେହ ହିଂସା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ର ସରକାର FCRA…

Maoists surrender: ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୦ ନକ୍ସଲ

ରାଞ୍ଚି: ଝାଡ଼ଖଣ୍ଡର ଚାଇବାସାରେ ଦଶ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ଝାଡ଼ଖଣ୍ଡ ପୋଲିସ ଏବଂ ସିଆରପିଏଫ ଦ୍ୱାରା ଆୟୋଜିତ ସିପିଆଇ-ମାଓବାଦୀ ଗଣ ଆତ୍ମସମର୍ପଣ କାର୍ଯ୍ୟକ୍ରମ ସମୟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଛଅ ଜଣ ପୁରୁଷ ଏବଂ ଚାରି ଜଣ ମହିଳା ଅଛନ୍ତି। ଆତ୍ମସମର୍ପଣ…

ଓଡ଼ିଶାକୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧,୭୦୦ କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପ ଉପହାର ଦେବେ। ଏହି ପଦକ୍ଷେପଗୁଡ଼ିକ ଯାତ୍ରୀ ସୁବିଧା…

ଭାରତୀୟ ବାୟୁସେନାରେ ସାମିଲ ହେବ ୯୭ ତେଜସ Mk1A

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା HAL ସହିତ ୬୨୩୭୦କୋଟି ମୂଲ୍ୟର ୯୭ଟି ତେଜସ Mk1A ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡ଼ିଛି। ଯେଉଁଥିରେ ଉନ୍ନତ ଧରଣର AESA (FCR) ଏବଂ EW ସିଷ୍ଟମ ଅନ୍ତର୍ଭୁକ୍ତ ରହିବ। ଏଥିସହିତ ଏଥିରେ ଇଲେକ୍ଟ୍ରୋନିକ୍ ୱାରଫେୟର ମଧ୍ୟ ଲଗାଯିବ। ଯାହା ଦ୍ୱାରା…

India-Pak Border: ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ;ଚଳିତ ମାସରେ ଏହା ୨ୟ…

ଶ୍ରୀନଗର: ଆଜି ଜମ୍ମୁର ଆରଏସ ପୁରା ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି। ସୀମା ପାରରୁ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କ ଗତିବିଧିକୁ ସତର୍କ ବିଏସଏଫ ଯବାନମାନେ  ଦେଖିଥିଲେ ଓ ସେ ଭାରତୀୟ ଅଞ୍ଚଳରେ ପ୍ରବେଶ…

Bihar Election 2025: “NDA ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେନି ନୀତିଶ କୁମାର” ନିର୍ବାଚନ ପୂର୍ବରୁ…

ପାଟନା: ବିହାର ବିଧାନସଭା ନିର୍ବାଚନ ଯେକୌଣସି ସମୟରେ ଘୋଷଣା ହୋଇପାରେ। ବିହାରରେ ଏବେ ରାଜନୀତି ମଇଦାନକୁ ଗରମ ରହିଥିବା ବେଳେ ସମସ୍ତ ଦଳ ସେମାନଙ୍କର ନିର୍ବାଚନ ପ୍ରସ୍ତୁତିକୁ ତୀବ୍ର କରିଛନ୍ତି। ଏହି ପରିପ୍ରେକ୍ଷୀରେ, AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ବୁଧବାରଠାରୁ ରାଜ୍ୟ ଗସ୍ତ କରୁଛନ୍ତି।…

Multipolar World: ଶେଷ ହେଉଛି ଆମେରିକା ଦବଦବା?

ନୂଆଦିଲ୍ଲୀ: ଆଜି ବିଶ୍ୱର ରାଜନୈତିକ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ଦେଖାଯାଉଛି। ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି ଏବଂ ଏହାକୁ ବିଶ୍ୱ ପାଇଁ ଏକ ପରିବର୍ତ୍ତନକାଳୀନ ସମୟ କୁହାଯାଇପାରେ। ସଂଯୁକ୍ତ ରାଷ୍ଟ୍ର ମହାଅଧିବେଶନ ଚାଲିଥିବା ମଧ୍ୟରେ ପରିବର୍ତ୍ତନର ଚିତ୍ର ସ୍ପଷ୍ଟ ଭାବରେ ଦେଖାଦେଇଛି। ଅନେକ…

ବିହାରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ବିଜେପି କଲା ବଡ଼ ଘୋଷଣା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ରଣନୀତିକୁ ଆହୁରି ଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିହାର ନିର୍ବାଚନ ପାଇଁ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ତେଜସ୍ୱୀଙ୍କୁ ଝଟ୍‌କା ଦେଇପାରନ୍ତି ପିକେ: ବିହାର ରାଜନୀତିରେ ଅଙ୍କ ଗଡ଼ବଡ଼ କରିପାରେ ନୂଆ ଦଳ, ଚମକାଇଲା ନୂଆ ସର୍ଭେ

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ପୂରା ଦେଶରେ ବଢ଼ିଛି ରାଜନୈତିକ ଉଷ୍ମତା । ସବୁଠି ବିହାର ଚର୍ଚ୍ଚା । ଏହାରି ଭିତରେ ଚମକାଇଛି ନୂଆ ସର୍ଭେ । ଯେଉଁଥିରେ ଜଣାପଡ଼ିଛି ଯେ ପ୍ରଶାନ୍ତ କିଶୋରଙ୍କ ପାର୍ଟି ମଧ୍ୟ ଏଥର ବିହାର ରାଜନୀତିର ଅଙ୍କ କରିପାରନ୍ତି ଗଡ଼ବଡ଼ । ଏପରିକି ପିକେଙ୍କ…