Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୋର୍ଡାନରେ ପହଞ୍ଚିଛନ୍ତି ମୋଦି, ଆଜି ଜୋର୍ଡାନରେ ବ୍ୟବସାୟିକ ଫୋରମରେ ଯୋଗଦେବେ

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର ଜୋର୍ଡାନରେ ପହଞ୍ଚିଛନ୍ତି।। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ସେ ଆଜି ଭାରତ-ଜର୍ଡାନ ବ୍ୟବସାୟ ଫୋରମ ବୈଠକରେ ଉଦବୋଧନ ଦେବେ। ସୋମବାର ପୂର୍ବରୁ, ଜୋର୍ଡାନର ରାଜା ଅବଦୁଲ୍ଲା ହୁସେନିଆ ପ୍ୟାଲେସରେ…

Udhampur Terrorist Encounter: ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷା ବାହିନୀ; ଏନକାଉଣ୍ଟରରେ ଜଣେ ଯବାନ ସହିଦ

ଶ୍ରୀନଗର: ସୋମବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଗାଁରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଏନକାଉଣ୍ଟର (Udhampur Terrorist Encounter) । ଜଣେ ଆତଙ୍କବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଏହି ଅପରେସନ ସମୟରେ ପୋଲିସର…

୬୦ ବର୍ଷ ପୂର୍ବେ CIA ହିମାଳୟରେ ଏମିତି ଜନିଷ ହଜାଇ ଦେଇଥିଲା, ଏହା ପରମାଣୁଠୁ ବି ଭୟଙ୍କର ! ଆଜି ବି ରହିଛି ସେଠି

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଇତିହାସର ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ସବୁଠାରୁ ରହସ୍ୟମୟ ଏବଂ ବିପଦପୂର୍ଣ୍ଣ ଅପରେସନ୍ ମାନଙ୍କ ମଧ୍ୟରୁ ଗଣା ଯାଏ। ଏହା ଏକ ଏପରି ମିଶନ୍‌ର କାହାଣୀ ଯାହା କୌଣସି ଅଧିକାରିକ ରେକର୍ଡରେ ରେଜିଷ୍ଟର୍ ହୋଇନାହିଁ ଏବଂ ଆଜି ଯାଏ କେହି ଏହାର…

ଗୋଟିଏ ଘଣ୍ଟା ସଂସଦ ଚାଲିଲେ କେତେ ଟଙ୍କା ଖର୍ଚ୍ଚ ହୁଏ ? ଶୀତକାଳିନ ଅଧିବେଶନରେ ବର୍ତ୍ତମାନ ଯାଏ କେତେ ହୋଇଛି…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଦଶମ ଦିନରେ ପ୍ରବେଶ କରୁଛି ଏବଂ ୧୯ ଡିସେମ୍ବରରେ ଶେଷ ହେବାକୁ ଯାଉଛି, ଏହି ସମୟରେ ଲୋକଙ୍କ ମଧ୍ୟରେ ଏକ ପ୍ରଶ୍ନ ଚର୍ଚ୍ଚାର ବିଷୟ ହୋଇଉଠିଛି। ଲୋକେ ପଚାରୁଛନ୍ତି ଯେ ସଂସଦ ଚଳାଇବାରେ କେତେ ଖର୍ଚ୍ଚ ହୁଏ। ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର କ’ଣ।…

ଗୋଟିଏ ଫଳର ଦାମ ୩୦ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି ଏତେ ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ଜିନିଷର କଥା ଆସିଲେ ଆମ ମନରେ ସାଧାରଣତଃ ଲଗ୍ଜୁରି କାର୍‌, ସୁନା କିମ୍ବା ହୀରା ଭଳି ଜିନିଷ ହିଁ ଆସେ । କିନ୍ତୁ ଜାପାନରେ ଏକ ଏଭଳି ଖରବୁଜ ଅଛି, ଯାହାର ମୂଲ୍ୟ ଏକ ନୂଆ କାର୍‌ଠାରୁ ମଧ୍ୟ ଅଧିକ ହୋଇପାରେ । ଏହାର ନାମ ହେଉଛି ଯୁବାରି କିଙ୍ଗ ମେଲନ୍ । ଏହା କେବଳ ଜାପାନରେ…

ଦିଲ୍ଲୀ ବାୟୁ ପ୍ରଦୂଷଣ: ସ୍କୁଲରେ ଅନଲାଇନ କ୍ଲାସ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଶିକ୍ଷା ନିର୍ଦ୍ଦେଶାଳୟ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କ୍ଲାସ ଗୁଡ଼ିକ…

ବାଜିଲା ବିଏମସି ନିର୍ବାଚନ ବିଗୁଲ, କେଉଁଦିନ ହେବ ଭୋଟିଂ ଓ କାଉଣ୍ଟିଂ ଜାଣନ୍ତୁ…

ନୂଆଦିଲ୍ଲୀ: ମୁମ୍ୱାଇ ନଗର ନିଗମ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ମୁମ୍ୱାଇ ନଗର ନିଗମ (ବିଏମସି) ଓ ଆଉ ୨୮ଟି ନଗର ନିଗମର ନିର୍ବାଚନ ୧୫ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣନା ୧୬ ଜାନୁଆରୀ ୨୦୨୬ରେ ହେବ। ରାଜ୍ୟ ନିର୍ବାଚନ ଆୟୋଗ…

ସେନା ବାହିନୀରେ ଭାଙ୍ଗିଲା ୯୩ ବର୍ଷର ରେକର୍ଡ; ଟେରିଟୋରିଆଲ୍ ଆର୍ମିରେ ପ୍ରଥମ ମହିଳା ଲେଫ୍ଟନାଣ୍ଟ…

ନୂଆଦିଲ୍ଲୀ: ଡେରାଡୁନର ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମଏ)ରେ ଏକ ନୂଆ ଏବଂ ଗୌରବମୟ ଅଧ୍ୟାୟ ଲେଖାଯାଇଛି। ୯୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଫିସର କ୍ୟାଡେଟ୍ ଏହି ପ୍ରତିଷ୍ଠିତ ପ୍ରତିଷ୍ଠାନରେ ସଫଳତାର ସହିତ ତାଲିମ ସମାପ୍ତ କରିଛନ୍ତି। ଏହି ସମ୍ମାନ ମହାରାଷ୍ଟ୍ରର…

ନୀତିନ ନବୀନଙ୍କୁ କାହିଁକି ଏତେ ବଡ଼ ଦାୟିତ୍ୱ ଦେଲା ବିଜେପି?

ନୂଆଦିଲ୍ଲୀ: ବିହାରର ଏନଡିଏ ସରକାରଙ୍କ ମନ୍ତ୍ରୀ ଏବଂ ଯୁବ ନେତା ନୀତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଭାପତି ଭାବରେ ବିଜେପି ନିଯୁକ୍ତ କରିଛି। ଏପରି ଜଣେ ଯୁବ ନେତାଙ୍କ ନିଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ…

ଧନୀଲୋକ ବାୟୁ ପ୍ରଦୂଷଣ ସୃଷ୍ଟି କରନ୍ତି, ଗରିବ ପ୍ରଭାବିତ ହୁଅନ୍ତି: ଦିଲ୍ଲୀ ବିଷାକ୍ତ ବାୟୁକୁ ନେଇ ସିଜେଆଇଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍ସିଆରରେ ବିପଦଜନକ ସ୍ତରରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ। ଦିଲ୍ଲୀରେ ପ୍ରଦୂଷଣ ଆହୁରି ଖରାପ ହେଉଛି, ରାଜଧାନୀର AQI ୬୦୦ ଅତିକ୍ରମ କରିଛି। ରାଜଧାନୀ ବାସିନ୍ଦା ଏହା ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ ଅଛନ୍ତି। ଗତ ଦୁଇ ମାସ ଧରି ଏହି ପରିସ୍ଥିତି…