Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Sonia Gandhi Apology Demand: ପିଏମଙ୍କୁ ନେଇ ସଂସଦରେ ହଟ୍ଟଗୋଳ, ମୋଦିଙ୍କୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ନାରାରେ…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଶେଷ ସପ୍ତାହ ଆଜି ଜୋରଦାର ହଟ୍ଟଗୋଳ ସହ ଆରମ୍ଭ ହେଲା। ଲୋକସଭା ଆରମ୍ଭ ହେବା ପରେ, ବାଚସ୍ପତି ଓମ୍ ବିର୍ଲା ପୂର୍ବତନ ଲୋକସଭା ସାଂସଦଙ୍କ ଦେହାନ୍ତ ପାଇଁ ଶୋକ ଶୋଭା କରିଥିଲେ। ସଂସଦ ସଦସ୍ୟମାନେ ସେମାନଙ୍କ ସମ୍ମାନାର୍ଥେ ଏକ ମୁହୂର୍ତ୍ତ ନୀରବତା ପାଳନ…

India rejects Bangladesh charge: ବାଂଲାଦେଶକୁ କଡ଼ା ଜବାବ ଦେଲା ଭାରତ; ୟୁନୁସ ସରକାରଙ୍କ ଦାବିକୁ କଲା…

ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କ ଅଭିଯୋଗକୁ ଭାରତ ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଢାକାର ସାମ୍ପ୍ରତିକ ପ୍ରେସ ନୋଟର ଜବାବରେ କହିଛି ଯେ, ଭାରତ କେବେବି ବାଂଲାଦେଶ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟକଳାପ…

‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’;AIIMS-ICMR ରିସର୍ଚ୍ଚରୁ…

ନୂଆଦିଲ୍ଲୀ:ଭାରତରେ ଯୁବବର୍ଗମାନଙ୍କ ହଠାତ୍ ମୃତ୍ୟୁ ହୋଉଥିବା ଖବର ମଧ୍ୟରେ AIIMS-ICMR ଦ୍ୱାରା କରାଯାଇଥିବା ଏକ ଗବେଷଣା ଅଧ୍ୟୟନ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ଏହି ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, COVID-19 ଟୀକା ଏବଂ ଯୁବବର୍ଗମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ମଧ୍ୟରେ…

କ’ଣ ଏହି WiFi Calling? ଜାଣନ୍ତୁ କେମିତି ବିନା ସିଗ୍‌ନାଲରେ ବି କରିପାରିବେ କଲ୍

ନୂଆଦିଲ୍ଲୀ: ଯଦି ଆପଣଙ୍କ ଘର, ଅଫିସ୍ କିମ୍ବା କୌଣସି ଉଚ୍ଚ ଅଟ୍ଟାଳିକାରେ ମୋବାଇଲ୍ ନେଟୱର୍କ ଠିକ୍ ଭାବେ କାମ କରୁନାହିଁ, ତେବେ WiFi Calling ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଉପଯୋଗୀ ସୁବିଧା ହୋଇପାରେ। ଏହି ଫିଚର୍ ସାହାଯ୍ୟରେ ଆପଣ ମୋବାଇଲ୍ ସିଗନାଲ୍ ନଥିଲେ ମଧ୍ୟ କଲ୍ କରିପାରିବେ ଏବଂ…

ପୁରୁଣା ୫୦୦-୧୦୦୦ ଟଙ୍କା ନୋଟ୍‌ ଘରେ ରହିଥିଲେ ସାବଧାନ ! ନହେଲେ ….

ନୂଆଦିଲ୍ଲୀ: ଦିଲ୍ଲୀର ଵଜିରପୁର ଅଞ୍ଚଳରୁ ରେଡ୍ ସମୟରେ କୋଟି କୋଟି ଟଙ୍କାର ବନ୍ଦ ହୋଇଯାଇଥିବା ₹୫୦୦ ଏବଂ ₹୧୦୦୦ର ନୋଟ୍ ଜବଦ ହୋଇଛି। ନୋଟ୍‌ ବନ୍ଦୀର ବର୍ଷ ବର୍ଷ ପରେ ମଧ୍ୟ ବହୁ ଲୋକଙ୍କ ଆଲମାରି, ଲକର୍ କିମ୍ବା ପୁରୁଣା ଫାଇଲ୍‌ରେ ₹୫୦୦ ଏବଂ ₹୧୦୦୦ଟଙ୍କାର ନୋଟ୍ ମିଳିବା ନେଇ ଅନେକ ଚର୍ଚ୍ଚା…

ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅଲଗା ବେତନ ଦେଇଥାଏ BJP? ଜାଣନ୍ତୁ ଜେପି ନଡ୍ଡାଙ୍କ ପରେ କେତେ ଟଙ୍କା ପାଇବେ ନବୀନ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ସଂଗଠନାତ୍ମକ ପଦକ୍ଷେପ ନେଇଛି। ବିଜେପି ବରିଷ୍ଠ ନେତା ତଥା ବିହାର କ୍ୟାବିନେଟ୍ ମନ୍ତ୍ରୀ ନୀତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଦେଇଛି। ଏହାର ଅର୍ଥ ହେଉଛି ଯେ ନୀତିନ ନବୀନ ପୂର୍ଣ୍ଣକାଳୀନ…

Terror attack at Sydney:ଇହୁଦୀ ପର୍ବ ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ; ଭାରତ ଦୃଢ଼ ନିନ୍ଦା କରିବା ସହ…

ନୂଆଦିଲ୍ଲୀ:ରବିବାର ସିଡନୀର ପ୍ରସିଦ୍ଧ ବଣ୍ଡି ବିଚ୍‌ରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆତଙ୍କବାଦୀ ଆକ୍ରମଣ ଇହୁଦୀ ସମ୍ପ୍ରଦାୟର ହନୁକା ଉତ୍ସବ ସମୟରେ ଘଟିଥିଲା। ଦୁଇଜଣ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନା କରିଥିଲେ , ଫଳରେ ଅତିକମ୍ ରେ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଆହତ…

Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା… 

କୋଲକାତା: ଶନିବାର ଅପରାହ୍ନରେ ସଲ୍ଟ ଲେକ୍ ଷ୍ଟାଡିୟମରେ କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସିଙ୍କୁ ଦେଖିବା ପାଇଁ ଲୋକମାନେ ୧୪୦୦୦ ଟଙ୍କା ଦେଇ ଟିକେଟ୍ କିଣିଥିଲେ। କିନ୍ତୁ ମେସି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଅନେକ ରାଜନେତା, ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଘେରି…

କାର ଓ ୨୦ ଲକ୍ଷ ଦାବି କଲେ ବର; ମଣ୍ଡପରୁ ଉଠିଗଲେ କନ୍ୟା…

ଲକ୍ଷ୍ନୌ: କାର ଓ ୨୦ ଲକ୍ଷ ଦାବି କରି ଅଡି ବସିଲେ ବର।ଉତ୍ତରପ୍ରଦେଶରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବିବାହ ପୂର୍ବରୁ ବର ଏକ ବ୍ରେଜା କାର ଏବଂ ଯୌତୁକ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଓ ଏହି ଦୁଇଟି ଜିନିଷ ନପାଇବା ପର୍ଯ୍ୟନ୍ତ ବିବାହ ରୀତିନୀତି ଆଗକୁ…

Nitin Nabin appointed: ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ନୀତିନ ନବୀନ(Nitin Nabin)ଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି(BJP National Working President)ଭାବରେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ।ଏହି ସମ୍ପର୍କରେ ଦଳ ପକ୍ଷରୁ ଏକ ସରକାରୀ…