Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Minister S. Jaishankar: ବ୍ରିଟେନ ସମେତ ୟୁରୋପୀୟ ଦେଶର ନେତାଙ୍କ ସହ ସାକ୍ଷାତ କଲେ ଜୟଶଙ୍କର; ଏହି…

ନୂଆଦିଲ୍ଲୀ:ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଚାଲିଥିବା ଉଚ୍ଚସ୍ତରୀୟ ଆନ୍ତର୍ଜାତୀୟ ଶିଖର ସମ୍ମିଳନୀ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର (External Affairs Minister S Jaishankar)ୟୁରୋପ, ୟୁକେ ଏବଂ ଇଜିପ୍ଟର ପ୍ରତିପକ୍ଷଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକଗୁଡ଼ିକରେ ବିଶ୍ୱ…

ଗାୟକ ଜୁବୀନ ଗର୍ଗଙ୍କ ହତ୍ୟା ପଛରେ ୪ ଅଭିଯୁକ୍ତ; ଚାର୍ଜସିଟ୍ ଦାଖଲ କଲା ଏସଆଇଟି

ଗୌହୀଟି: ବହୁ ଚର୍ଚ୍ଚିତ ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁର ପର୍ଦ୍ଦାଫାଶ ହୋଇଛି । ଏହି ମାମଲରା ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଶୁକ୍ରବାର ଗୌହାଟୀ କୋର୍ଟରେ ଦାଖଲ ହୋଇଥିବା ଏକ ଚାର୍ଜସିଟରେ ଗାୟକଙ୍କ ସଚିବ ସିଦ୍ଧାର୍ଥ ଶର୍ମା ଏବଂ ମହୋତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତଙ୍କ…

ଇତିହାସ ରଚିଲେ କୋଲହାପୁରର ଝିଅ, ଆଇଏମଏରୁ ପାସ୍ ହୋଇଥିବା ପ୍ରଥମ ମହିଳା ହେଲେ ଲେଫ୍ଟନାଣ୍ଟ ସାଇ ଜାଦବ

ନୂଆଦିଲ୍ଲୀ: ଭାରତୀୟ ସାମରିକ ଏକାଡେମୀ (IMA)ରେ ଏକ ଇତିହାସ ସୃଷ୍ଟି ହୋଇଛି । ଏହାର ୯୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ, ଜଣେ ମହିଳା ଅଫିସର କ୍ୟାଡେଟ୍ IMAରୁ ସ୍ନାତକ ହାସଲ କରିଛନ୍ତି । ମହାରାଷ୍ଟ୍ରର କୋଲହାପୁରର ବାସିନ୍ଦା ସାଇ ଜାଦବ ଏହି ସଫଳତା ହାସଲ କରିଛନ୍ତି । ସାଇ ଜାଦବ…

ବଣ୍ଡି ବିଚରେ ଗୁଳିମାଡ; ୧୦ ମୃତ, ୧୬ରୁ ଅଧିକ ଆହତ

ସିଡନୀ: ଅଷ୍ଟ୍ରେଲିଆ ସିଡନୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସିଡନୀର ସବୁଠାରୁ ଲୋକପ୍ରିୟ ବେଳାଭୂମି ମଧ୍ୟରୁ ଅନ୍ୟତମ ବଣ୍ଡି ବିଚରେ ଗୁଳିମାଡ ପରେ ଆତଙ୍କ ଖେଳିଯାଇଛି। ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ବହୁ ସଂଖ୍ୟକ ଲୋକ ଜୀବନ…

କାନାଡାରେ ଦୁଇ ଭାରତୀୟ ଯୁବକଙ୍କୁ ଗୁଳି ମାଡ

ନୂଆଦିଲ୍ଲୀ: କାନାଡାରେ ପଞ୍ଜାବର ଦୁଇ ଯୁବକଙ୍କୁ ଗୁଳିମାଡ। ଦୁହେଁ ପଞ୍ଜାବ ଜଳନ୍ଧରର ବାସିନ୍ଦା ବୋଲି ଜଣାପଡିଛି। କାନାଡାର ଏଡମୋଣ୍ଟନରେ ଉଭୟ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଦୁହେଁ ଷ୍ଟଡି ଭିସାରେ କାନାଡା ଯାଇଥିଲେ। ଏହି ଘଟଣା ବୁଢ଼ଲାଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏକ ଉନ୍ନତ…

କଂଗ୍ରେସର ଭୋଟ ଚୋରି ରାଲି; କମ୍ପୁଛି ରାମଲୀଳା ମଇଦାନ

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଓ ଭୋଟ ଚୋରି ଅଭିଯୋଗରେ କଂଗ୍ରେସ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବଡ଼ ରାଲି ଆରମ୍ଭ କରିଛି।ଏହି ପ୍ରତିବାଦରେ କଂଗ୍ରେସର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ…

Massive Ruckus In Kolkata: ମମତା ବାନାର୍ଜୀଙ୍କୁ ଗିରଫ କରାଯିବା ଉଚିତ: ହିମନ୍ତ ବିଶ୍ୱ ଶର୍ମା

କୋଲକାତା: ମୁହାଁମୁହିଁ ହେଲେ ଦୁଇ ମୁଖ୍ୟମନ୍ତ୍ରୀ । ଫୁଟବଲ୍ ଆଇକନ୍ ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ ଦେଖାଦେଇଥିବା ବିଶୃଙ୍ଖଳାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ…

IndiGo:ବ୍ୟାପକ ବିମାନ ବାତିଲ ପରେ, ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା । ଯାହାଦ୍ଵାରା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି ଏକ ସମସ୍ୟା ପାଇଁ ସୋସିଆଲ ମିଡ଼ିଆରେ ମଧ୍ୟ ବହୁ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ସେଥିପାଇଁ ପୂର୍ବରୁ ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟ୍ଟା…

CRPF Jawan: ନକ୍ସଲଙ୍କ ବଡ ହିଂସାତ୍ମକ ଯୋଜନା ପଣ୍ଡ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ

ବିଜାପୁର: ନକ୍ସଲ-ପ୍ରବଣ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଏଠାରେ CRPFର ୮୫ତମ ବାଟାଲିୟନର ଯବାନମାନେ ବହୁ ମାତ୍ରାରେ ନକ୍ସଲଙ୍କ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଛନ୍ତି । ମିଳିଥିବା ସୂଚନା…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଫୁଟବଲ୍ ଖେଳିଲେ, ରାହୁଲ ଗାନ୍ଧୀଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି

ହାଇଦ୍ରାବାଦ: ଭାରତ ଗସ୍ତରେ ଅଛନ୍ତି ଆର୍ଜେଣ୍ଟିନାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସି । କୋଲକାତା ଗସ୍ତ ପରେ ସେ ଏବେ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଶନିବାର ରାତି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଫୁଟବଲ୍ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଏକ ଅମିମାଂସିତ…