Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Kokrajhar Violence: ଆସାମର କୋକ୍ରାଝାରରେ ହିଂସା: ୩ ଜଣଙ୍କର ମୃତ୍ୟୁ, ଇଣ୍ଟରନେଟ ସେବା ବନ୍ଦ

ଗୌହାଟି: ମଙ୍ଗଳବାର ଦିନ ଆସାମର କୋକ୍ରାଝାର ଜିଲ୍ଲାରେ ବୋଡୋ ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିବା ଜଣାପଡିଛି, ଯାହା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଜନତା ଘର ଏବଂ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ରାପିଡ୍…

Bangladesh Tensions: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ; ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି…

ନୂଆଦିଲ୍ଲୀ:ବାଂଲାଦେଶର ସୁରକ୍ଷା ପରିସ୍ଥିତି ବିଗିଡୁଥିବାରୁ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ସରକାର ସେଠାରେ ନିୟୋଜିତ ଭାରତୀୟ କୂଟନୀତିଜ୍ଞଙ୍କ ପରିବାରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ…

ମମତା ବାନାର୍ଜୀଙ୍କ ଫୋର୍ଟ ୱିଲିୟମ ବୟାନ; ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କଲା ସେନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR)କୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ବାରମ୍ବାର କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ…

AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଶଲ୍ୟଚିକିତ୍ସା(ସର୍ଜରୀ) କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି । AIIMSର ଶଲ୍ୟଚିକିତ୍ସା ବିଭାଗ ଗତ ୧୩ ମାସ ମଧ୍ୟରେ ୧୦୦୦ ରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର କରିଛି। ଏହା ଦେଶରେ ସବୁଠାରୁ କମ୍ ସମୟ ମଧ୍ୟରେ ସର୍ବାଧିକ…

ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ନୀତିକୁ କଡା ନିନ୍ଦା କରି ଜଣେ ବ୍ରିଟିଶ ସାଂସଦ ଟ୍ରମ୍ପଙ୍କୁ ଆମେରିକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି ବୋଲି କହିବା ସହ ତାଙ୍କୁ ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ମଧ୍ୟ କହିଛନ୍ତି। ସଂସଦରେ ବ୍ରିଟିଶ ସରକାରଙ୍କୁ ସମ୍ବୋଧିତ କରି, ଏଡ୍ ଡେଭି…

ସାବରିମାଳା ମନ୍ଦିର ସୁନା ଚୋରି ମାମଲା; ୨୧ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ସାବରିମାଳା ମନ୍ଦିରର ସୁନା ଚୋରି ମାମଲାରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ପ୍ରାୟ ୨୧ ଟି ସ୍ଥାନରେ ଚଢାଉ କରିଥିବା ନେଇ ସୂଚନା ମିଳିଛି। ଏହି ସମସ୍ତ ଚଢାଉ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ କରାଯାଇଥିବା…

BJP NEW National President Challenges: ନୀତିନ ନବୀନଙ୍କ ଆଗରେ ଏହି ସବୁ ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ: ୪୫ ବର୍ଷ ବୟସରେ ବିଜେପିର ମୁଖିଆ ସହଜ ହେବନି ଆଗାମୀ ଯାତ୍ରା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, ଜାତି ଜନଗଣନା, ୫ ଟି ରାଜ୍ୟରେ ନିର୍ବାଚନ... ଆଗରେ ରହିଛି ଏହି ସବୁ ଚ୍ୟାଲେଞ୍ଜ... ଯୁବ କାର୍ଯ୍ୟକର୍ତ୍ତା ନୀତିନ ନବୀନଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ…

Hardcore Naxalites Surrendered: ବିପୁଳ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୯ ହାର୍ଡକୋର ମାଓବାଦୀ

ଗାରିଆବନ୍ଦ: ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି । ଛତିଶଗଡର ଗାରିଆବନ୍ଦରେ ଦୀର୍ଘ ଦିନ ଧରି ସକ୍ରିୟ ଥିବା ୯ ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ଏବଂ ୩ ଜଣ…

Z+ Security To Nitin Naveen: ବଢିଲା ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସୁରକ୍ଷା, Z+ ସୁରକ୍ଷା ବଳୟରେ ରହିବେ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ନୀତିନ ନବୀନଙ୍କୁ 'Z+' ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି, ଯାହା ଅଧୀନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କମାଣ୍ଡୋଙ୍କୁ ତାଙ୍କ ସୁରକ୍ଷା ପାଇଁ…

ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର

ସହାରନପୁର: ଉତ୍ତରପ୍ରଦେଶର ସହାରନପୁରରେ ମଙ୍ଗଳବାର ସକାଳେ ସାରସୱାର କୌଶିକ ବିହାର କଲୋନିରେ ଏକ ବନ୍ଦ ଘର ଭିତରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏସ୍‌ପି (ଗ୍ରାମାଞ୍ଚଳ ପୁଲିସ) ଦଳ ସହିତ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରେ ମାମଲାକୁ ଆତ୍ମହତ୍ୟା ବୋଲି…