Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

କର୍ମଚାରୀଙ୍କ ପ୍ରତି କମ୍ପାନୀର ଲୋଭନୀୟ ଅଫର, ମାସକରେ ୫୦କିମି ଦୌଡିଲେ ପାଇବ ଅତିରିକ୍ତ ଦରମା

ବେଜିଂ: ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ବେଶ ଚର୍ଚ୍ଚା ସାଁଉଟିଛି । କର୍ମଚାରୀଙ୍କୁ ଫିଟ ରଖିବା ପାଇଁ ଏଠାକାର କେତେକ କମ୍ପାନୀ ଲୋଭନୀୟ ଅଫର ରଖିଛନ୍ତି । ଯଦି ଜଣେ କର୍ମଚାରୀ ମାସକୁ ୫୦ କିମି ଦୌଡିବ ତେବେ ଏକ ମାସର ଅତିରିକ୍ତ ଦରମା ପାଇବେ । ସେହିପରି ୪୦ କିମି ପ୍ରତି ୬୦…

ଜେଲରେ ଥିବା ଇମ୍ରାନ ଖାଁ ଏଆଇ ମାଧ୍ୟମରେ ଦେଲେ ଭାଷଣ

ଲାହୋର: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ୧୩୬ ଦିନ ହେବ ଜେଲରେ ଅଛନ୍ତି । ତାଙ୍କ ପାର୍ଟି ପାକିସ୍ତାନ ତେହରିକ ଏ ଇନ୍ସାଫକୁ ର‌୍ୟାଲୀ କରିବା ପାଇଁ ଅନୁମତି ମିଳୁ ନାହିଁ । ଏହା ସତ୍ୱେ ଇମ୍ରାନ ଡିସେମ୍ବର ୧୭ରେ ଭାଷଣ ଦେଇଛନ୍ତି । ତାଙ୍କ ସୋସିଆଲ ମିଡିଆ ଟିମ…

କ୍ରମାଗତ ଭୂମିକମ୍ପ ପରେ ଆଇସଲାଣ୍ଡର ଗ୍ରେଣ୍ଡାୱିକରେ ଆଗ୍ନେୟଗିରି ଉଦଗୀରଣ

ଗ୍ରେଣ୍ଡାୱିକ: କିଛି ଦିନ ହେବ କ୍ରମାଗତ ଭୂକମ୍ପନ ପରେ ଏବେ ଗ୍ରେଣ୍ଡାୱିକରେ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହେବାରେ ଲାଗିଛି । ଏହାର ଭୂମି ଫାଟିଯିବା ଫଳରେ ରାସ୍ତା ସବୁ ଫାଟିବାରେ ଲାଗିଛି । ଆଇସଲାଣ୍ଡ ରାଜଧାନୀ ରେକ୍ୱାୱିକଠାରୁ ଏହା ୪୦ କିଲୋମିଟର ଦୂରରେ ଘଟିଛି । ୧୦୦ରୁ ୨୦୦ ସ୍କ୍ୱାୟର…

ଟିଏମସି ସାଂସଦଙ୍କ ମିମିକ୍ରିକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ; ନାଁ ନ ନେଇ ରାହୁଲଙ୍କୁ ଟାର୍ଗେଟ କଲେ

ନୂଆଦିଲ୍ଲୀ:ଦିନକୁ ଦିନ ବିବାଦୀୟ ମୋଡ ନେଉଛି ସଂସଦର ସୁରକ୍ଷା ପ୍ରସଙ୍ଗ । ଗୃହରେ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କାରଣକୁ ନେଇ ଗତକାଲି ସଂସଦରୁ ୭୮ ସାଂସଦ ନିଲମ୍ବିତ ହେବା ପରେ ପୁଣି ନିଲମ୍ବିତ ହୋଇଥିଲେ ୪୯ ଜଣ । ଚଳିତବର୍ଷ ଶୀତକାଳିନ ଅଧିବେଶରୁ ସର୍ବାଧିକ ସାଂସଦଙ୍କୁ ନିଲମ୍ବିତ କରାଗଲାଣି ।…

ରାମମନ୍ଦିରେ ପୂଜା ପାଇବ ପ୍ରଭୁ ଶ୍ରୀରାମଙ୍କ ସୁନାରେ ତିଆରି ଚରଣ ପାଦୁକା: ସାରା ଦେଶ ବୁଲିବା ପରେ ଅଯୋଧ୍ୟାକୁ ଆସିବ

ନୂଆଦିଲ୍ଲୀ:ଅଯୋଧ୍ୟା ରାମମନ୍ଦିର ଉଦଘାଟନ ଜାନୁଆରୀ ୨୨ ତାରିଖରେ କରାଯିବ । ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲି ମନୋହର ଯୋଶୀଙ୍କୁ ଉଦଘାଟନ ସମାରୋହକୁ…

ଦାଉଦ ଭାଇ ପୂରା ଠିକ ଅଛନ୍ତି..:ଅଣ୍ଡରୱାର୍ଲ୍ଡ ଡନ ଛୋଟା ସକିଲ ଖୋଲିଲା ଭିତରର ରହସ୍ୟ

ନୂଆଦିଲ୍ଲୀ: ବିଷ କ୍ରିୟା ଯୋଗୁ ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମ ଗୁରୁତର ଏବଂ ତାଙ୍କର ମୃତ୍ୟୁ  ଘଟିଥିବା ଖବର ଗୁଜବ ବୋଲି ଦାବି କରିଛି ଦାଉଦ ଇବ୍ରାହିମର ଅତି ନିକଟତର ଛୋଟା ସକିଲ । ଛୋଟା ସକିଲ କହିଛି, ଭାଇଙ୍କ ମୃତ୍ୟୁ ଖବର ଏକ ଗୁଜବ । ଏହର କୌଣସି ଆଧାର ନାହିଁ । ଭାଇ ୧୦୦୦…

ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ

ବେଜିଂ:ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ…

ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର ଉତ୍ତେଜନା ଯୋଗୁ ଗୃହକାର୍ଯ୍ୟ ଚାଲିପାରିନାହିଁ । ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଦଳ ସଦସ୍ୟମାନେ ସଂସଦର ସୁରକ୍ଷା ଅଭାବ ମାମଲାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତ୍ତି ଦାବି କରିଥିଲେ । ଗୃହରେ…

ରାମଙ୍କ ପ୍ରତିଷ୍ଠା ଉତ୍ସବରେ ନ ଆସିବାକୁ ଆଡ଼ଭାନୀ, ମନୋହର ଯୋଶୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ସହିତ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଭବ୍ୟ ମୁହୂର୍ତ୍ତରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆନ୍ଦୋଳନର ଅଗ୍ରଭାଗରେ ଥିବା ଭାଜପା ଭେଟେରାନ ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟ ଏବଂ…

ଅନ୍‌ଲାଇନ୍‌ରୁ ଅର୍ଡର କରିଥିଲେ ଖାଦ୍ୟ, ସେଥିରୁ ଏମିତି କିଛି ବାହାରିଲା ଯାହାକୁ ଦେଖି ଲୋକେ ଚକିତ

ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡର କରିବା ଏକ ସାଧାରଣ କଥା । ମାତ୍ର ଏଥିରୁ ବେଳେ ବେଳେ ଏମିତିସବୁ ଜିନିଷ ବାହାରେ ଯାହାକୁ ଦେଖି ଲୋକେ ତାହା ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବେଙ୍ଗାଲୁରୁର ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରୁ ସାଲାଡ୍ ଅର୍ଡର କରିବା ଜଣେ ବ୍ୟକ୍ତିଙ୍କ ପାଇଁ…