Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

‘ଗୋଟିଏ ସମୟରେ ଲାଗୁଥିଲା ଜୀବନ ବଞ୍ଚିବନି’: ଅଭିଯୁକ୍ତ ଯୁବକଙ୍କୁ କବ୍ଜା କରିଥିବା ବିଏସପି ସାଂସଦ ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣ ଘଟଣାକୁ ଠିକ ୨୨ ବର୍ଷ ବିତିଲା । ସେଦିନର ସେ ଭୟଙ୍କର ସ୍ମୃତି ମନରୁ ଲିଭି ନ ଥିବାବେଳେ ନୂଆ ସଂସଦ ଭବନରେ ଆଜିର ଦିନରେ ଏମିତି ଏକ ଘଟଣା ଘଟିବ କେହି ସ୍ୱପ୍ନରେ ବି ଭାବି ନ ଥିଲେ । ବୁଧବାର ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ବିଜେପି…

ସଂସଦରେ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ, ସହିଦଙ୍କ ବଳିଦାନକୁ ମନେ ପକାଉଛି ସମଗ୍ର ଦେଶ

ନୂଆଦିଲ୍ଲୀ: ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ପୁରିଛି । ୨୦୦୧ ମସିହା ଡିସେମ୍ବର ୧୩ ତାରିଖ ଆଜିର ଦିନରେ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କୀ ହମଲା । ଯେଉଁଥିରେ ପ୍ରାଣ ହରାଇଥିଲେ ୯ ଜଣ ସୁରକ୍ଷାକର୍ମୀ । ଆଜିର ଏହି କଳା ଦିନରେ ସହିଦଙ୍କ…

ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଅଜ୍ଞାତ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨୨ ବର୍ଷ ପୂରିଛି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ମଧ୍ୟ ସେମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଯାହା ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠୁ ବଡ…

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ: ଜାଲ ନୋଟ୍ କାରବାରକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ବିଚାର କରାଯିବ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ଜାଲ୍ ନୋଟ କାରବାର । ଯେଉଁଥିପାଇଁ ଦେଶରେ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି ହେଉଛି । ଏହାକୁ ରୋକିବାକୁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି ।…

ଜାପାନର ବୟୋଜ୍ୟେଷ୍ଠ ମହିଳାଙ୍କ ୧୧୬ ବର୍ଷରେ ପରଲୋକ

ଟୋକିଓ: ବିଶ୍ୱର ଦ୍ୱିତୀୟ ଓ ଜାପାନର ବୟୋଜ୍ୟେଷ୍ଠ ମହିଳା ଫୁସା ତତସୁମିଙ୍କ ୧୧୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କାଶିୟାରା ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେ ତାଙ୍କର ପ୍ରିୟ ଖାଦ୍ୟ ବୀନ ପେଷ୍ଟ ଜେଲି ଖାଇବାର କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ । ଗତ ବର୍ଷ ୧୧୯…

ଏଆଇ ଉପରେ ବାର୍ଷିକ ବୈଶ୍ୱିକ ସହଭାଗିତା ଶିଖର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ଆର୍ଟିଫିସିଆଲ…

ଦିଶା ସାଲିଆନଙ୍କ ମୃତ୍ୟୁର ତଦନ୍ତ ମୁମ୍ବାଇ ପୁଲିସର ଏସ୍ଆଇଟି କରିବ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଛି। ମାଲବାନି ଥାନାର ବରିଷ୍ଠ ଇନ୍ସପେକ୍ଟର ଚିମାଜୀ ଆଧବଙ୍କ ନେତୃତ୍ୱରେ ଡେପୁଟି କମିସନର ଅଜୟ ବନସଲ…

ସ୍ତ୍ରୀଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହେବାରୁ ସ୍ଵାମୀ ଲଗାଇଲେ ୫୦୦ ଗଛ, ଏବେ ‘ଅକ୍ସିଜେନ ମ୍ୟାନ’ ଭାବରେ ସବୁଆଡେ…

ବିହାର: ରାଜଧାନୀ ପାଟନା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପୁନପୁନ୍ ଷ୍ଟେସନରୁ ଅକୌନା ଗାଁର ଦୂରତା ପ୍ରାୟ ତିନିରୁ ଚାରି କିଲୋମିଟର ଅଟେ | ଏହି ଗାଁରେ ରହୁଥିବା ଜଣେ ୭୦ ବର୍ଷିୟ ଅଶୋକ ସିଂ ଓରଫ ବଙ୍ଗାଳୀ ବାବା ନିଜ ପତ୍ନୀଙ୍କୁ ସୁସ୍ଥ ରଖିବା ପାଇଁ ଗତ ୧୩ ବର୍ଷ ଧରି ବୃକ୍ଷ ରୋପଣ…

ମହିଳାଙ୍କୁ ଦୁଷ୍କର୍ମ କରିବା ପଡିଲା ମହଙ୍ଗା; ଅଭିଯୁକ୍ତଙ୍କୁ ନିର୍ଧୂମ ଛେଚି ପରିସ୍ରା ପିଆଇଲେ, ଭିଡିଓ ଭାଇରାଲ୍

ଲକ୍ଷ୍ନୌ: ଦୁଷ୍କର୍ମକାରୀକୁ ଚପଲରେ ମାଡ ମାରିବା ସହ ପରିସ୍ରା ପିଆଇଲେ । ଜୋର ଜବରଦସ୍ତ ପୀଡିତାଙ୍କ ପାଦ ଛୁଆଁଇଲେ । ଏଥିସହ ଦୁଷ୍କର୍ମ କରିଥିବାରୁ ୨ ଲକ୍ଷ ଟଙ୍କା ଦେବାକୁ ଅଭିଯୁକ୍ତ ନିକଟରେ ଦାବି କଲେ ପୀଡିତା ମହିଳାଙ୍କ ପରିବାର ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଏନଏଚଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ MoU: ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କ ସୁଦୃଢ଼…

ନୂଆଦିଲ୍ଲୀ: ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ MoU ସ୍ୱାକ୍ଷରିତ। ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ MoU ସ୍ୱାକ୍ଷରିତ ହୋଇଛି। ଜାତୀୟ…