Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

୧୦୪ ଭାରତୀୟଙ୍କୁ କାହିଁକି ଭିସା ଦେଲା ପାକିସ୍ତାନ?

ଇସଲାମାବାଦ: ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଠିକ ନାହିଁ । ଉଭୟ ଦେଶ ନାଗରିକଙ୍କୁ କମ୍ ଭିସା ପ୍ରଦାନ କରୁଛନ୍ତି । ଏହାରି ଭତରେ ପାକିସ୍ତାନ ୧୦୪ ଭାରତୀୟଙ୍କୁ ଭିସା ପ୍ରଦାନ କରିବା ନେଇ ଘୋଷଣା କରିଛି । ଏହି ସମସ୍ତ ଲୋକ ପାକିସ୍ତାନ ଯିବାକୁ ଥିବା ହିନ୍ଦୁ ଶ୍ରଦ୍ଧାଳୁ…

ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀର ଅପହୃତ 

ଇସଲାମାବାଦ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀରକୁ ଇସଲାମାବାଦରୁ ଅପହରଣ କରାଯାଇଛି । କିଛି ବନ୍ଧୁକଧାରୀ ଅପହରଣକାରୀ ଆସି କାରରେ ଉଠାଇ ନେଇଛନ୍ତି । ବାଇକରେ ହଫିଜାବାଦରୁ ଡେରା ଗାଜି ଯିବାବେଳେ ଆଲମଗୀର ଓ ତା’ର ଜଣେ ସମ୍ପର୍କୀୟଙ୍କୁ…

ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ

ନୂଆଦିଲ୍ଲୀ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ  । ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର ବାଜିଛି । କୁଙ୍କୁରୀ ସଂରକ୍ଷିତ ଆସନରୁ ସେ ବିଜୟୀ ହୋଇଛନ୍ତି । ୨୦୨୦ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ତୁଲାଇଥିଲେ ।…

ଗୋଗାମେଡି ହତ୍ୟାକାଣ୍ଡ: ସତ ଓଗାଳିଲା ହତ୍ୟାକାରୀ, ହତ୍ୟା ପାଇଁ ମିଳିଥିଲା ସୁପାରୀ

ଜୟପୁର: ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତ ନିତିନ ଫୌଜି ଏବଂ ରୋହିତଙ୍କ ସହ ସେମାନଙ୍କର ତୃତୀୟ ସହଯୋଗୀ ଉଦ୍ଧମଙ୍କୁ ମଧ୍ୟ ଗିରଫ କରାଯାଇଛି । ଦିନ କୁ ଦିନ ଏହି ମାମଲାର ନୂତନ ତଥ୍ୟା ସାମ୍ନାକୁ ଆସୁଛି । ସୁଖଦେବ ସିଂ ଗୋଗାମେଡି…

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ : ଆକାଶ ଆନନ୍ଦଙ୍କ କାନ୍ଧରେ ବିଏସପି ଭାର

ଲକ୍ଷ୍ନୌ:  ବିଏସ୍‌ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ଏକ ବଡ଼ ଘୋଷଣା ନେଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି। ମାୟାବତୀ ଦଳର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟର…

ଡମ୍ପର ସହ ଧକ୍କା ହେଲା ବରଯାତ୍ରୀ କାର, ଜୀଅନ୍ତା ଜଳିଗଲେ ୮ଜଣ

ୟୁପି: ଭୟଙ୍କର କାର ଦୁର୍ଘଟଣା । ଜୀଅନ୍ତା ଜଳିଗଲେ ୮ଜଣ । ୟୁପିର ବରେଲି-ନୈନିତାଲ ଜାତୀୟ ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । କାରର ଟାୟାର ଫାଟିଯିବା କାରଣରୁ ଭାରସ୍ୟାମ ହରାଇ ଏକ ଡମ୍ପରରେ ଧକ୍କା ହୋଇଥିଲା । ଫଳରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ କାରରେ ଥିବା ୮ଜଣ…

ଜନ୍ମ ହେଲା ଦୁନିଆର ପ୍ରଥମ ଧଳା କୁମ୍ଭୀର

ଫ୍ଲୋରିଡା: କୁମ୍ଭୀର କହିଲେ ସାଧାରଣତଃ ମନକୁ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ କଥା ଆସିଥାଏ । ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି । ଦୁନିଆରେ ପ୍ରଥମ ଥର ପାଇଁ ଧଳା କୁମ୍ଭୀର ଦେଖାଯାଇଛି । ଆମେରିକା ଫ୍ଲୋରିଡାର ଗ୍ୟାଟୋରଲାଣ୍ଡରେ ଦୁର୍ଲଭ ପ୍ରଜାତିର…

୨ ନାତୁଣୀଙ୍କ ସହ ଚେସ୍ ଖେଳିଲେ ଅମିତ୍ ଶାହା, ଫଟୋ କଲେ ସେୟାର

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏବେ ଖୁବ୍ ଚର୍ଚ୍ଚାରେ । କୌଣସି ରାଜନୈତିକ ଘଟଣାକୁ ନେଇ ନୁହେଁ, ନିଜ ବ୍ୟକ୍ତିଗତ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଅମିତ୍ ଶାହା ପୁଣି ଦୁଇ ନାତୁଣୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଶାହା ଏହି ଫଟୋକୁ…

ଇମ୍ରାନ ଖାନ୍‌ଙ୍କ ପତ୍ନୀଙ୍କୁ ନୋଟିସ୍ : ‘କଙ୍କଣ, ହାର, ମୁଦି ସବୁ ଆଣି ଆସିବ’

ଇସଲାମାବାଦ: ପାକିସ୍ତାନର ଦୁର୍ନୀତି ନିବାରଣ ଏଜେନ୍ସି ତୋସାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ନୋଟିସ୍ ହୋଇଛି । ଏନ୍‌ଏବି ରାୱଲପିଣ୍ଡି ବୁଶ୍ରାଙ୍କୁ ଏକ ନୋଟିସ୍ ଜାରି କରି ତୋସାଖାନା ମାମଲାରେ ଡିସେମ୍ବର ୧୧ ସକାଳ ୧୧ଟାରେ ହାଜର ହେବାକୁ କହିଛି । ତୋସାଖାନା…

ନିଆରା ଢଙ୍ଗରେ ପ୍ରତିବାଦ: ସ୍କୁଲ ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ଲଣ୍ଡା ହେଲେ ମହିଳା

କୋଲକାତା : ମହିଳାଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ସର୍ବସାଧାରଣ ସ୍ଥାନରେ କାନ୍ଦି କାନ୍ଦି ନିଜ ମୁଣ୍ଡର କେଶ କାଟି ଲଣ୍ଡା ହୋଇଛନ୍ତି । ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତିରେ ହୋଇଥିବା ବହୁ କୋଟି ଦୁର୍ନୀତିକୁ ବିରୋଧ କରି ଜଣେ ଯୋଗ୍ୟ ମହିଳା ପ୍ରାର୍ଥୀନୀ ଏହି ନିଆରା ଉପାୟ ଅବଲମ୍ବନ କରିଛନ୍ତି…