Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଆଶ୍ଚର୍ଯ୍ୟଚକିତ ହେଲେ ଡାକ୍ତର

ଚୀନ୍ : ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ  । କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ  । ମାତ୍ର ଏହା ସତ  । ଚୀନ୍‌ର ଏକ ଡାକ୍ତରଖାନାରେ ଡାକ୍ତରମାନେ ମହିଳାଙ୍କ ବାମ ଆଖିରୁ ୪୦ଟି ଓ ଡାହଣ ଆଖିରୁ ୨୦ଟି ଜିଅନ୍ତା ପୋକ ବାହାର କରିଛନ୍ତି ।  ଡାକ୍ତରଙ୍କ କହିବା…

ଦିନେ ରାହୁଲ ଗାନ୍ଧୀଙ୍କ ପାଇଁ ବ୍ୟାଙ୍କର ପଦବୀ ଛାଡି ରାଜନୀତିକୁ ଆସିଥିଲେ ମହୁଆ ମୋଇତ୍ର

ନୂଆଦିଲ୍ଲୀ:କୋଟିପତି ବ୍ୟାଙ୍କର ଥିଲେ ମହୁଆ ମୋଇତ୍ର । ହଠାତ ଡେଇଁଲେ ରାଜନୀତିକୁ । କୋଟି କୋଟି ଟଙ୍କାର ବ୍ୟାଙ୍କର ପଦ ଛାଡି ରାଜୀନତିକୁ ଆସିଲେ ମହୁଆ । ହେଲେ କାହିଁକି ?  ଅର୍ଥ ଓ ପଦବୀକୁ ଛାଡି ରାଜନୀତିକୁ ମହୁଆ ମୋଇତ୍ର ଆସିଥିଲେ ରାହୁଲ ଗାନ୍ଧୀଙ୍କ ପାଇଁ । ରାହୁଲ ଗାନ୍ଧୀଙ୍କୁ…

ସାବଧାନ ! ବଜାରରେ ମିଳୁଛି ନକଲି ରସୁଣ : ହେଲେ ଚିହ୍ନିବେ କେମିତି? ଜାଣନ୍ତୁ..

ନୂଆଦିଲ୍ଲୀ: ବଜାରରୁ ରସୁଣ କିଣିବା ବେଳେ ହୋଇଯାନ୍ତୁ ସାବଧାନ  । କାହିଁକି ନା ଏବେ ବଜାରରେ ବିକ୍ରି ହେଉଛି ନକଲି ରସୁଣ  । ନକଲି ସମାଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ତିଆରି କରୁଥିବା ଚର୍ଚ୍ଚା ହେଉଛି । ଯାହାକି ଏବେ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି ।…

ସୋନିଆ ଗାନ୍ଧି@୭୭, ଇଟାଲୀର ସୋନିଆ ଗାନ୍ଧି ଭାରତରେ କେମିତି ସାଜିଲେ ଶକ୍ତିଶାଳୀ ମହିଳା

ନୂଆଦିଲ୍ଲୀ: ୭୭ ବର୍ଷରେ ପାଦ ଥାପିଲେ ସୋନିଆ ଗାନ୍ଧି । ସର୍ବାଧିକ ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷା ରହିଥିବା ସୋନିଆଙ୍କୁ ଆଜି ଜନ୍ମଦିନରେ ବହୁ ନେତା ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ସୋସିଆଲ ମିଡିଆରେ  ପ୍ରଧାନମନ୍ତ୍ରୀ…

ପୃଥିବୀକୁ ଉତାପରୁ ବଂଚାଇବା ପାଇଁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ମନୁଷ୍ୟର ଭୁଲ ଯୋଗୁ ପୃଥିବୀ ଧିରେ ଧିରେ ଉତପ୍ତମୟ ହୋଇ ଉଠୁଛି । ତାପମାତ୍ରା ଓ ଜଳବାୟୁ ଉପରେ ଅଙ୍କୁଶ ଲଗାଇବାରେ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବିଫଳ ହୋଇଛନ୍ତି । ତେବେ ତାପମାତ୍ରା ଉପରେ କାବୁ ପାଇବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ସୂର୍ଯ୍ୟଙ୍କ…

ଏଆଇକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରସ୍ତୁତ କରିବାକୁୂ ରାଜି ହେଲା ୟୁରୋପିଆନ ୟୁନିୟନ

ନୂଆଦିଲ୍ଲୀ: ଆର୍ଟିଫିଶିଆଲ ଇଂଟେଲିଜେନ୍ସି(ଏଆଇ) ଧିରେ ଧିରେ ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି । ଏହା ଉପରେ ନିୟନ୍ତ୍ରଣ ପାଇଁ ନିୟମ ପ୍ରଣୟନ କରିବାକୁ ଦାବୀ ହେଉଥିଲା । ଶେଷରେ ୟୁରୋପିଆନ ୟୁନିୟନ ଏଥିନେଇ ରାଜି ହୋଇଛି । ଏହାକୁ ଏଆଇ ଅକ୍ଟ କୁହାଯିବ । ଯେଉଁ ଦେଶରେ ଏଆଇ ବ୍ୟବହାର…

‘ଲାଡଲି ଭଉଣୀଙ୍କ ଜୀବନ ବଦଳାଇବା ଭାଇର ମିଶନ’-ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ଖେଳିଲେ ଇମୋଶନାଲ କାର୍ଡ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଖେଳିଲେ ଭାଇ-ଭଉଣୀ କାର୍ଡ । ମାମୁ-ଭଣଜା ସମ୍ପର୍କ ଯୋଡି ଜନତାଙ୍କୁ କରିଲେ ଇମୋସନାଲ ।  ତଥାପି ଫଳ କ’ଣ ହେବ କିଛି ସ୍ପଷ୍ଟ ଜଣାପଡୁନି । କାହା ମୁଣ୍ଡରେ ଦଳର ସୁପ୍ରିମୋ ବାନ୍ଧିବେ ମୁକୁଟ ?   ସୋମବାରକୁ ସ୍ପଷ୍ଟ ହୋଇପାରେ ଚିତ୍ର । ତା…

ପୁଟିନ୍ ହେଲେ ମୋଦୀଙ୍କ ଗ୍ୟାରେଣ୍ଟିର ପ୍ରଶଂସକ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡବାସୀ ତଥା ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଲୋକେ ମୋଦୀ କି ଗ୍ୟାରେଣ୍ଟିର ନାରାକୁ ସମର୍ଥନ କରି ବିଜେପି ପ୍ରତି ସମସ୍ତ ସମର୍ଥନ ବିଧାନସଭା ନିର୍ବାଚନରେ ଅଜାଡି ଦେଇଛନ୍ତି ବୋଲି କୁହାଯାଉଛି। ଆଉ ଏହି ନାରାକୁ ନେଇ ୨୦୨୪ ବେଳକୁ ବିଜେପି ଯିବ ବୋଲି…

ମୋଦୀ ପୁଣିଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା, ଆଖାପାଖରେ ନାହାନ୍ତି ବାଇଡେନ, ପୁଟିନ

ନୂଆଦିଲ୍ଲୀ: ମର୍ଣ୍ଣିଂ କନସଲଟ୍ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାର ମାନ୍ୟତା ପାଇଛନ୍ତି। ୭୬% ଅନୁମୋଦନ ରେଟିଂ ସହିତ ମୋଦୀ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି, ଯାହା ସେ ଅନେକ ମାସ ଧରି କ୍ରମାଗତ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରେସରେ ଓଡ଼ିଶା ବିଜେପି ପ୍ରଭାରୀ ସୁନୀଲ ବଂଶଲ!

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁମତ ହାସଲ କରିଥିଲେ ମଧ୍ୟ ଫଳାଫଳକୁ ସପ୍ତାହେ ପୂରଣ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ଓ ସରକାର ଗଠନ ନେଇ ରାଜ୍ୟର ପ୍ରମୁଖ ନେତାମାନେ ଚୂଡ଼ାନ୍ତ ରୂପରେଖ ଦେଉଥିବାରୁ ବିଳମ୍ବ ହେଉଥିବାରୁ ଦଳ ଭିତରେ ଯେ ଅନେକ…