Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୃତଦେହକୁ ସୁପ କରି ପିଅନ୍ତି ଏହି ଜନଜାତିର ଲୋକ, ପରମ୍ପରା ଜାଣି ଚମକି ଉଠିବେ

ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ସଂସ୍କୃତି ମୃତ୍ୟୁକୁ ନିଜର ନିଆରା ଢଙ୍ଗରେ ବିଦାୟ ଦିଏ, କିନ୍ତୁ କେତେକ ପରମ୍ପରା ଏତେ ଅଦ୍ଭୁତ ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ଶବକୁ ପୋତା ଯାଏ, କେଉଁଠି ଜାଳି ଦିଆଯାଏ, ଆଉ କେଉଁଠି ବିଦାୟର ଅର୍ଥ ହିଁ ଅଲଗା। ଦକ୍ଷିଣ ଆମେରିକାର ଘନ ଜଙ୍ଗଲରେ ବାସ…

ତିନି ଲକ୍ଷ ଟଙ୍କାର ରୂପା ୨୦୫୦ ବେଳକୁ କେତେ ହୋଇଯାଇଥିବ ? ଶୁଣିଲେ ଆପଣ ଆଜିଁ ହଁ ନିବେଶ କରିବା ଆରମ୍ଭ କରିବେ !

ନୂଆଦିଲ୍ଲୀ: ଦରବୃଦ୍ଧି, ବିଶ୍ୱବ୍ୟାପୀ ଅନିଶ୍ଚିତତା ଓ ବଦଳୁଥିବା ଅର୍ଥନୀତିର ଏହି ଯୁଗରେ ସାଧାରଣ ନିବେଶକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୀମିତ ପୁଞ୍ଜିକୁ କେଉଁଠାରେ ଲଗାଇବେ। ତିନି ଲକ୍ଷ ଟଙ୍କା ଶୁଣିବାକୁ ଛୋଟ ଲାଗିପାରେ, କିନ୍ତୁ ଠିକ୍ ନିଷ୍ପତ୍ତି ନେଲେ ଏହି…

ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’

ନୂଆଦିଲ୍ଲୀ: ବ୍ରାଜିଲରେ ପ୍ରବଳ ଝଡ଼ ଯୋଗୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏକ ୨୪ ମିଟର ଉଚ୍ଚ ପ୍ରତିକୃତି ଭୁଶୁଡ଼ି ପଡ଼ିଛି। ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏହି ପ୍ରତିକୃତିକୁ ଦକ୍ଷିଣ ବ୍ରାଜିଲର ଗୁଆଇବା ସହରସ୍ଥିତ ହାଭାନ୍ ମେଗାଷ୍ଟୋର ବାହାରେ ରଖାଯାଇଥିଲା। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।…

India summons Bangladesh High Commissioner: ଭାରତକୁ ଧମକ…ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ବାଂଲା ନେତାଙ୍କ ବିବାଦୀୟ ବୟାନ ପରେ ଭାରତରେ ଅବସ୍ଥିତ ବାଂଲା ହାଇ କମିଶନରଙ୍କୁ ସମନ । ହାଇ କମିଶନର ମହମ୍ମଦ ରିଆଜ୍ ହାମିଦୁଲ୍ଲାଙ୍କୁ କୁଟନୈତିକ ସ୍ତରରେ ସମନ୍ କରାଯାଇଛି । ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ…

ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌, ଭାରତରେ ବାଂଲାଦେଶ ହାଇକମିଶନରଙ୍କୁ ସମାନ

ନୂଆଦିଲ୍ଲୀ: ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌। ଭାରତୀୟ ଦୂତାବାସ ବାହାରେ ନାରାବାଜି। ଭାରତ ବିରୋଧୀ ନାରାବାଜି କରୁଛନ୍ତି ମୌଳବାଦୀ। ଏପଟେ ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ବାଂଲାଦେଶ ହାଇକମିଶନରଙ୍କୁ ସମନ ଜାରି କଲେ ଭାରତ ସରକାର। ଆଜି ଦିଲ୍ଲୀରେ ଥିବା ବାଂଲାଦେଶ…

ଓଡ଼ିଶାର ତୀର୍ଥଙ୍କର ଦାସ ଲୋକସଭାର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି 

ନୂଆଦିଲ୍ଲୀ: ଲୋକସଭା ସଚିବାଳୟ ବାଲେଶ୍ବରର ତୀର୍ଥଙ୍କର ଦାସଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି। ଡିସେମ୍ବର ୧୬ରେ ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, "ତୀର୍ଥଙ୍କର ଦାସଙ୍କୁ ଡିସେମ୍ବର ୧୨, ୨୦୨୫ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପେ ମ୍ୟାଟ୍ରିକ୍ସର ସ୍ତର ୧୪ରେ…

ସମୂଦ୍ରରେ ପଡି ରହିଛି ୨୦୦୦ କୋଟି ଡଲାର ମୂଲ୍ୟର ସୁନା

ଲଣ୍ଡନ: ସମୂଦ୍ର ମଧ୍ୟରେ ଅନେକ ମୂଲ୍ୟବାନ ପଦାର୍ଥ ପଡି ରହିଛି । ଏହା ମଧ୍ୟରେ ସୁନା ମଧ୍ୟ ରହିଛି । ନେଚର ଏବଂ ଜର୍ଣ୍ଣାଲ ଅଫ ଦି ଆମେରିକାନ କେମିକାଲ ସୋସାଇଟିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମୂଦ୍ର ମଧ୍ୟରେ ୧୦ କୋଟି ମେଟ୍ରିକ ଟନର ସୁନା ପଡି ରହିଛି । ଏହାର ମୂଲ୍ୟ ୨୦୦୦ କୋଟି ଡଲାର…

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଖୋଲିବ ‘ସେଣ୍ଟର ଫର ଓଡ଼ିଆ ଷ୍ଟଡିଜ’

ଭୁବନେଶ୍ୱର: ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକ ଓଡ଼ିଆ ଅଧ୍ୟୟନ କେନ୍ଦ୍ର ଖୋଲିବାକୁ ପ୍ରସ୍ତୁତ ଚଳାଇଛି। ଯାହା ଏମଏ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଦାନ କରିବ। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ବଳରାମ ପାଣି ଏ ବିଷୟରେ…

Pratibha Singh Shooter: ଝିଅ ବଦଳରେ ବନ୍ଧୁକ ଧରିଲା ମାଆ

ଭୋପାଳ: ବନ୍ଧୁକ ଚାଳନା କରିବାକୁ ପିଲା ଦିନରୁ ଇଛା ଥିଲା । ହେଲେ ସେହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ପ୍ରତି ପିଲାଙ୍କ ପରି ସେ ମଧ୍ୟ ଯୌବନ ଅବସ୍ଥାରେ ବିବାହ କଲେ । ଏହା ପରେ ଝିଅ ହେଲା । ଝିଅ ବଡ ହେବା ପରେ ତାଙ୍କୁ ସୁଟିଂ ଏକାଡେମିରେ ଭର୍ତ୍ତି କରିବାକୁ ମନସ୍ଥ କଲେ । ହେଲେ ବୟସ…

Dr S Jaishankar Jaishankar meets Israeli PM: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିଲେ ଜୟଶଙ୍କର;…

ନୂଆଦିଲ୍ଲୀ:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ତେଲ ଅଭିଭରେ ପହଞ୍ଚିଛନ୍ତି। ସେଠାରେ ସେ ଅଷ୍ଟ୍ରେଲିଆର ବଣ୍ଡି ବିଚ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି। ସେ ତାଙ୍କର ଇସ୍ରାଏଲୀ ପ୍ରତିପକ୍ଷ ଗିଦୋନ ମୋଶୋ ସାରଙ୍କ ସହିତ…