Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାଇଦ୍ରାବାଦର ‘ଗୋଲ୍ଡେନ ଗଣେଶ’; ୨୪ କ୍ୟାରେଟ ସୁନା ଓ ୩.୮୩ ଲକ୍ଷ ହୀରା

ହାଇଦ୍ରାବାଦ: ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ହାଇଦ୍ରାବାଦର ବେଗମ ବଜାରରେ ଥିବା ଲିଚି ପର୍ଲ ସେଟ୍ ଜୁଏଲସ୍ ରେ ଏକ ଭବ୍ୟ ଏବଂ ଅନନ୍ୟ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ୨୪ କ୍ୟାରେଟ୍ ସୁନା ପ୍ଲେଟେଡ୍ ମୂର୍ତ୍ତି ୩୮୩,୮୦୦ ଆମେରିକୀୟ ହୀରାରେ ସଜ୍ଜିତ। ଯାହା ଭକ୍ତମାନଙ୍କ ପାଇଁ ଏକ…

୨ ହଜାରରୁ ଅଧିକ UPI ନେଣଦେଣ କଲେ ଲାଗିବ କି ଚାର୍ଜ, ଜାଣନ୍ତୁ କଣ ରହିଛି ନୂଆ ନିୟମ…

ନୂଆଦିଲ୍ଲୀ: ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ ପ୍ରଦାନକାରୀମାନେ ୨ ହଜାର ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ବ୍ୟବହାର କରି କରାଯାଇଥିବା ପେମେଣ୍ଟ ଉପରେ କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଶୁଳ୍କ ଆଦାୟ କରିପାରିବେ ନାହିଁ। ୨ ହଜାରରୁ ଅଧିକ UPI ପେମେଣ୍ଟ ପାଇଁ ପଥ…

ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଆବଶ୍ୟକୀୟ ଇମିଗ୍ରେସନ୍ କ୍ଲିୟରାନ୍ସ ବିନା ଭାରତରୁ ତିନି ଜଣ ବିଦେଶୀ ନାଗରିକଙ୍କ ପ୍ରସ୍ଥାନ ଘଟଣାରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ସମନ ଜାରି କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) "ଗମ୍ଭୀର ସୁରକ୍ଷା ଏବଂ ଇମିଗ୍ରେସନ୍ ତ୍ରୁଟି"…

ଆକାଶରେ ବିରଳ ଦୃଶ୍ୟ, ଚନ୍ଦ୍ର ପଛରେ ଲୁଚିଗଲା ଶୁକ୍ର

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଆକାଶରେ ଏକ ଚିତ୍ତାକର୍ଷକ ତଥା ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି । ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ ପାଇଁ ଚନ୍ଦ୍ର ପଛରେ ଶୁକ୍ର ଗ୍ରହ ଅଦୃଶ୍ୟ ହୋଇଯାଇଥିଲା, ଯାହାକୁ ଜ୍ୟୋତିର୍ବିଜ୍ଞାନ ଭାଷାରେ 'ଲୁନାର…

ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍

ଢାକା : ଢାକା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ଛାତ୍ର ସଂସଦ (ଡୁକ୍ସୁ/DUCSU) ସଂଗ୍ରହାଳୟର ପୁନଃଉଦ୍ଘାଟନ ପରେ ଏଠାରେ ପ୍ରଦର୍ଶିତ ଫଟୋଗ୍ରାଫ୍ ଓ ଐତିହାସିକ ତଥ୍ୟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ସଂଗ୍ରହାଳୟରୁ ବାଂଲାଦେଶର ଜାତିର ଜନକ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ବହୁ…

୮ ମାସରେ ସର୍ବୋଚ୍ଚ ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତି, ଅଗଷ୍ଟରେ ଛୁଇଁଲା ୪.୮%

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ପୁଣି ଥରେ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ ବଢାଇ ଦେଇଛି। ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି କାରଣରୁ ନିୟନ୍ତ୍ରଣ ବାହାରେ ଖୁଚୁରା ମୁଦ୍ରାସ୍ଫୀତି। ସୋମବାର ପ୍ରକାଶିତ ସରକାରୀ ତଥ୍ୟ…

Foreigners bypass immigration:ବିମାନବନ୍ଦରରେ ବଡ଼ ଧରଣର ତ୍ରୁଟି;ଇମିଗ୍ରେସନ୍ ପ୍ରକ୍ରିୟାକୁ ଏଡ଼ାଇ ଯାତ୍ରା କଲେ…

ନୂଆଦିଲ୍ଲୀ:ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି । ତିନି ଜଣ ଇଟାଲୀୟ ଯାତ୍ରୀ ଇମିଗ୍ରେସନ କ୍ଲିୟରାନ୍ସ ନଦେଇ ଭାରତ ଛାଡି ଚାଲିଯାଇଛନ୍ତି। ଏହି ତିନି ଜଣ ଏୟାର ଇଣ୍ଡିଆର ଏକ ବିମାନରେ ଅମୃତସରରୁ ଦିଲ୍ଲୀ ଆସିଥିଲେ। ଏହି ଘଟଣା ସମ୍ପର୍କରେ, ବେସାମରିକ ବିମାନ…

I Am Sorry.. ମୁଁ ଜାଣିନଥିଲି ସେ ଜଣେ ମହିଳା ବାଇକର: ଭୁଲ ମାଗିଲା ମୁଖ୍ୟ ଅଭିଯୁକ୍ତ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବିଚ୍‌ ରାସ୍ତାରେ ମଦୁଆ ଡ୍ରାଇଭରଙ୍କ ଦାଦାଗିରି। ମଦ ପିଇ ଗାଡ଼ି ଚଳାଉଥିବା ଦାମୀ ଗାଡ଼ିର ଡ୍ରାଇଭର ଘଟାଇଛନ୍ତି ଜଘନ୍ୟକାଣ୍ଡ। ଜଣେ ମହିଳା ବାଇକରଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରିଲା କାର। ରାସ୍ତା ଉପରେ ଘଷି ହୋଇ ବାଇକରୁ ଚକ୍ ଚକ୍ ଉଠିଲା ନିଆଁ। ଜାଣିଶୁଣି ଦୁର୍ଘଟଣା ଘଟାଇ…

ହିନ୍ଦୀ କୌଣସି ଭାଷାର ପ୍ରତିଦ୍ୱନ୍ଦୀ ନୁହେଁ: ଦୁନିଆର ସବୁ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ

ନୂଆଦିଲ୍ଲୀ: ଆଜି ହିନ୍ଦୀ ଦିବସ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇନ୍ତି। ସେ କହିଛନ୍ତି, ଭାରତ ଭାଷାଗତ ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧିର ଏକ ଅନନ୍ୟ ଭୂମି। ଲୋକମାନେ ପ୍ରାୟତଃ ଆମର ଭାଷାଗୁଡ଼ିକର ବିବିଧତା ବିଷୟରେ କଥାବାର୍ତ୍ତା କରନ୍ତି ଏବଂ…

FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ନାଟକ: ମସୁଦ ଅଜହର ଦେଶରୁ ଫେରାର

ଲାହୋର: ଆଗାମୀ ଅକ୍ଟୋବର ମାସରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ବା FATFର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପାକିସ୍ତାନ ନିଜକୁ ଗ୍ରେ-ଲିଷ୍ଟରୁ ବଞ୍ଚାଇବା ପାଇଁ ପୁଣି ଏକ ନୂଆ ନାଟକ ଆରମ୍ଭ କରିଛି। ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା (FIA) କୁଖ୍ୟାତ ଆତଙ୍କବାଦୀ ସଂଗଠନ…