Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପିଲାଙ୍କ ପାଇଁ ବିପଦ କୁକୁର, ୬ ମାସର ଶିଶୁକୁ ଝୁଣି ପକାଇଲା ପିଟବୁଲ୍…

ସୋନିପତ୍: ୬ ମାସର ଶିଶୁକୁ ଝୁଣି ଦେଲା ପିଟବୁଲ୍। ଏଭଳି ଏକ ଭୟଙ୍କର ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ପିଟ୍ ବୁଲ୍ ହଠାତ୍ ଏକ ୬ମାସର ଶିଶୁକୁ ଆକ୍ରମଣ କରୁଥିବା ନଜର ଆସୁଛି। ଏହି ଘଟଣା ହରିୟାଣାରେ ଘଟିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ ପିଲାଟି…

ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା

ଚେନ୍ନାଇ: ତାମିଲନାଡୁର ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ସପ୍ତାହରେ ଗୋଟିଏ ଦିନ ଚିକେନ୍ ବିରିଆନି ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ତାମିଲନାଡୁ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ରାଜ…

ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ "ଲିଣ୍ଡସେ ଓ. ଗ୍ରାହାମ ସୀଙ୍କସନଙ୍ଗ୍ ରୁଷ ଆଣ୍ଡ ଇରାନ ଆକ୍ଟ ଅଫ୍ ୨୦୨୬" କୁ ଆଇନରେ ସ୍ୱାକ୍ଷର କରିଛନ୍ତି। ଏହି ଆଇନ ରାଷ୍ଟ୍ରପତିଙ୍କୁ ରୁଷରୁ ତେଲ ଏବଂ ଗ୍ୟାସ୍ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ…

କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୪ ନୂଆ ଅତିଥି। ଏହି ଚିତା ଶାବକଙ୍କ ଜନ୍ମ ପରେ ପାର୍କରେ ଭାରତୀୟ ଜନ୍ମିତ ଚିତାଙ୍କ ସଂଖ୍ୟା ୨୩କୁ ବୃଦ୍ଧି ହୋଇଛି। KGP 12 ହେଉଛି ପ୍ରଥମ ଥର ପାଇଁ ମାତୃତ୍ୱ ଲାଭ କରିଥିବା ଭାରତରେ ଜନ୍ମିତ ଦ୍ୱିତୀୟ ମାଈ…

ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର: ଶସ୍ତା ହୋଇପାରେ ରିଚାର୍ଜ

ନୂଆଦିଲ୍ଲୀ: ମହଙ୍ଗା ମୋବାଇଲ୍ ରିଚାର୍ଜକୁ ନେଇ ଚିନ୍ତାରେ ଥିବା କୋଟି କୋଟି ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ତଥା ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଦେଶର ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ୁଥିବା ଅତିରିକ୍ତ ଆର୍ଥିକ ବୋଝକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏକ 'ମେଗା ପ୍ଲାନ୍'…

ହାତରୁ ଗଲା ‘ଯୋଡ଼ା ଫୁଲ’, ଏବେ ସୁପ୍ରିମକୋର୍ଟ ଭରସାରେ ମମତା

କୋଲକାତା: ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ତଥା ନ୍ୟାୟିକ ଲଢ଼େଇ ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସର ଦଳୀୟ ନାମ ଏବଂ ପାରମ୍ପରିକ 'ଯୋଡ଼ା ଫୁଲ' ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରିବା ନେଇ ଭାରତୀୟ ନିର୍ବାଚନ ଆୟୋଗ ଦେଇଥିବା…

ନନ୍ଦିଗ୍ରାମ ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ

କୋଲକାତା: ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ। କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଏକ ପୁରୁଣା ହତ୍ୟା ମାମଲାରେ ଗିରଫ କରାଯାଇଛି। ଆଜି ନାମାଙ୍କନ ପ୍ରତ୍ୟାହାର କରିଥିଲେ ଟିଏମ୍‌ସି ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ। ନାମାଙ୍କନ…

ବହୁ ଚର୍ଚ୍ଚିତ ନିଠାରୀ ଘଟଣା: ଆତ୍ମହତ୍ୟା କଲା ସୁରେନ୍ଦ୍ର କୋଲି

ହରିଦ୍ୱାର: ଉତ୍ତରାଖଣ୍ଡ ହରଦ୍ୱାରରୁ ଆସିଛି ବଡ ଖବର। ନିଠାରୀ ମାମଲାର ଭୟଙ୍କର ହତ୍ୟା ଘଟଣାର ଅପରାଧୀ ଆତ୍ମହତ୍ୟା କରିଛି। ଜେଲରୁ ବାହାରିବାର ବର୍ଷେ ବିତିନି ଜୀବନ ହାରିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ହରିଦ୍ୱାରରେ ଆତ୍ମହତ୍ୟା କରିଛି। ସୁରେନ୍ଦ୍ରଙ୍କୁ ସୁପ୍ରିମକୋର୍ଟ…

ଜାପାନରେ ଭାରତୀୟ ଆଥଲେଟ୍‌ଙ୍କ ରହିବା ପାଇଁ ୨,୦୦୦ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କଲା କ୍ରୀଡ଼ା ମନ୍ତ୍ରାଳୟ

ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେଉଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ଆଥଲେଟ୍‌ମାନଙ୍କ ରହିବା, ସୁବିଧା ସୁଯୋଗ ଓ ଖାଦ୍ୟପେୟକୁ ନେଇ ଗମ୍ଭୀର ସମସ୍ୟା ଦେଖାଦେଇଛି। ଏହି ଆନ୍ତର୍ଜାତୀୟ ସଙ୍କଟର ତୁରନ୍ତ ସମାଧାନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସାଇ ଓ ଭାରତୀୟ ଅଲିମ୍ପିକ୍…

LIVER TRANSPLANT ପରେ କାମ କରୁନି ଫୁସଫୁସ୍‌ !

ଡେନମାର୍କ : ଲିଭର ଟ୍ରାନ୍ସପ୍ଲାଂଟ ନେଇ ଆସିଛି ବଡ ଖବରା  ଅଧ୍ୟୟନରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏକ ସଫଳ ଯକୃତ ପ୍ରତିରୋପଣ ଜୀବନକୁ ଏକ ନୂଆ ଦିଗ ଦେଇପାରେ, ହେଲେ ଗବେଷକମାନେ ଦେଖିଛନ୍ତି ନୂଆ ସମସ୍ୟ।। ହ୍ରାସ ପାଇପାରେ ଫୁସଫୁସ୍ କାୟ୍ୟ ର୍ କ୍ଷମତ।। ୟାହା ଆରୋଗ୍ୟ ପ୍ରକ୍ରିୟାକୁ…