Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱର ୯ଟି ଦେଶ ପାଖରେ ଅଛି ୧୨ ହଜାର ପରମାଣୁ ଅସ୍ତ୍ର, ଗୋଟିଏ ବର୍ଷ ଭିତରେ କେତେ ବୃଦ୍ଧି କଲା ଭାରତ ?

ନୂଆଦିଲ୍ଲୀ: ଯେଉଁ ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି, ସେହି ଦେଶ ଅଧିକ ଶକ୍ତିଶାଳୀ। ନିକଟରେ ଦି ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆରଆଇ) ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ବର ୯ଟି ଦେଶ ନିକଟରେ ୧୨ ହଜାରରୁ ଅଧିକ…

ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ, ନିଜ ନାଗରିକମାନଙ୍କୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଲେ ଇରାନ ସରକାର

ତେହେରାନ: ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଏବେ ଏହାର ନାଗରିକମାନଙ୍କୁ ସେମାନଙ୍କ ମୋବାଇଲ୍ ଏବଂ ଅନ୍ୟାନ୍ୟ ଡିଭାଇସରୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଛି । ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ, ଆପ୍ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ…

ପାକିସ୍ତାନରେ ସେନା ବେସ୍ କରିବ ଆମେରିକା !

ନୂଆଦିଲ୍ଲୀ: ବଦଳୁଛି ଆମେରିକାର ନୀତି ! ପାକିସ୍ତାନ ସେନା ମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ମିଟିଂ । ବନ୍ଦ ଘରେ ଭୋଜନ, ସିକ୍ରେଟ୍ ମିଟିଂ ! ପାକିସ୍ତାନକୁ ନେଇ କାହିଁକି ବଦଳୁଛି ଆମେରିକାର ସ୍ବର? ୨୦୧୮ରେ ନିଜ ପ୍ରଥମ କାର୍ଯ୍ୟକାଳ ବେଳେ ପାକିସ୍ତାନକୁ ଟାର୍ଗେଟ କରୁଥିଲେ ଆମେରିକା ରାଷ୍ଟ୍ରପତି…

ଇରାନ ‘ଫତହ’ ସାମ୍ନାରେ ଫେଲ୍, ଇସ୍ରାଏଲର ‘ଆଇରନ୍ ଡୋମ୍’

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଇରାନ ଏବଂ ଇସ୍ରାଏଲ ସଂଘର୍ଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ବର୍ଷା କରୁଛନ୍ତି। ଇରାନ ଏହାର ହାଇପରସୋନିକ୍ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଯାହା ଦ୍ବାରା ବହୁତ କ୍ଷତି ସହିଛି ଇସ୍ରାଏଲ । ଇସ୍ରାଏଲର ସୁରକ୍ଷା କବଚ ଭାବେ…

୨୦୨୫ରେ ହେବ କି ପରମାଣୁ ବିସ୍ଫୋରଣ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ୍-ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ଏହା ପଛରେ କାରଣ ହେଉଛି, ପରମାଣୁ ହତିଆର । ପରମାଣୁ ଶକ୍ତି ହାସଲ କରିବାକୁ ଚାହୁଁଛି ଇରାନ, ହେଲେ ଇସ୍ରାଏଲ୍ ଏହା କରାଇ ଦେବାକୁ ଚାହୁଁନି । ଉଭୟ ଦେଶ ମଧ୍ୟରେ ଘମାଘୋଟ ସଂଘର୍ଷ ମଧ୍ୟରେ ଇରାନ ବି ଇସ୍ରାଏଲକୁ…

କେଦାରନାଥ ପାଦଚଲା ରାସ୍ତାରେ ଭୂସ୍ଖଳନ; ୨ ମୃତ ,ଏକାଧିକ ଆହତ

ଉତ୍ତରାଖଣ୍ଡ:କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କର ସନ୍ଧାନ…

କେନ୍ଦ୍ରମନ୍ତ୍ରୀଙ୍କ ବଡ ଘୋଷଣା: ମାତ୍ର ୩୦୦୦ରେ ମିଳିବ ଫାଷ୍ଟାଗର ବାର୍ଷିକ ରିଚାର୍ଜ, ଏହି ଦିନରୁ ଆରମ୍ଭ….

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏଣିକି ବର୍ଷକୁ ମାତ୍ର ୩୦୦୦ ହଜାର ଟଙ୍କା ରିଚାର୍ଜରେ ପାଇବେ ଅସୀମିତ ଯାତ୍ରା ।  ଅଗଷ୍ଟ ୧୫, ୨୦୨୫ ଠାରୁ, ଘରୋଇ ଯାନବାହନ, ଯେପରିକି କାର, ଜିପ୍, ଭ୍ୟାନ ଇତ୍ୟାଦିଙ୍କ ପାଇଁ…

ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ, ମେଲ୍ ପରେ ସର୍ଚ୍ଚ ଅପରେସନ୍ ଜାରି

ହାଇଦ୍ରାବାଦ:ପ୍ରତିଦିନ ବିମାନବନ୍ଦର ଏବଂ ବିମାନ ବିଷୟରେ ବଡ଼ ବଡ଼ ଖବର ଆସୁଛି। ଏବେ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରୁ ଏକ ବଡ ଖବର ଆସିଛି। ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ ମିଳିଛି। ବୁଧବାର ସକାଳେ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରକୁ ବୋମା ଧମକପୂର୍ଣ୍ଣ ମେଲ୍ ମିଳିଥିଲା।…

ବିସ୍ଫୋରଣ ପରେ ଲାଇନଚ୍ୟୁତ ହେଲା ପାକିସ୍ତାନର ଜାଫର ଏକ୍ସପ୍ରେସ: ୩ ମାସ ପୂର୍ବରୁ ହୋଇଥିଲା ହାଇଯାକ୍….

ନୂଆଦିଲ୍ଲୀ: ପାକିସ୍ତାନର ଜାଫର ଏକ୍ସପ୍ରେସ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଲାଇନଚ୍ୟୁତ ହୋଇଛି । ପ୍ରଥମେ ଟ୍ରେନରେ ବିସ୍ଫାରଣ ହେବା ପରେ ଏହାର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଜାକୋବାବାଦରେ ଟ୍ରାକରେ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ଏହାର ୪ଟି କୋଚ୍ ଲାଇନଚ୍ୟୁତ ହୋଇଛି। କୁହାଯାଉଛି ଯେ ଏହି…

ଏହି କାରଣରୁ ଅମରନାଥ ଯାତ୍ରା ରୁଟ୍ କୁ ‘ନୋ ଫ୍ଲାଇଂ ଜୋନ୍’ କରାଗଲା…

ନୂଆଦିଲ୍ଲୀ:ମଙ୍ଗଳବାର ଦିନ ଜମ୍ମୁ ଏବଂ କାଶ୍ମୀର ସରକାର ଅମରନାଥ ଯାତ୍ରା ରୁଟକୁ 'ନୋ ଫ୍ଲାଇଂ ଜୋନ୍' ଘୋଷଣା କରିଛନ୍ତି। ଏଥିରେ ପହଲଗାମ୍ ଏବଂ ବାଲଟାଲ୍ ଉଭୟ ରୁଟ ଅନ୍ତର୍ଭୁକ୍ତ। ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ଜମ୍ମୁ ଏବଂ କାଶ୍ମୀର ଗୃହ ବିଭାଗ ଏହି ନୋଟିସ୍ ଜାରି…